ମନୁଷ୍ୟ କି କୌଣସି ପଶୁ ସାମ୍ନାକୁ ଆସିବା ପରେ ମଧ୍ୟ ଟ୍ରେନ କଣ ପାଇଁ ରହି ନ ଥାଏ, ଜାଣନ୍ତୁ

ଆଜି ଆମେ ଟ୍ରେନ ସମ୍ବନ୍ଧିତ କିଛି ସମ୍ବନ୍ଧ ରେ ଆଲୋଚନା କରିବା I ଟ୍ରେନ ଅନେକ ସମୟ ରେ ଲୋକ ଙ୍କ ର ମୃତ୍ୟୁ ର କାରଣ ହେଇଥାଏ I ଏକ ବର୍ଷ ପୂର୍ବ ରୁ ଦଶହରା ରେ ଟ୍ରେନ ରେ ଅନେକ ଲୋକ ଙ୍କ ର ମୃତ୍ୟୁ ର ଏକ ଭିଡିଓ ଆପଣ ଦେଖିଥିବେ I ପ୍ରତୋକ ଲୋକ ଙ୍କ ର ମନ ରେ ଏହି ଗୋଟେ ପ୍ରଶ୍ନ ହିଁ ଆସୁଥିବ ଯଦି ଟ୍ରେନ ଡ୍ରାଇଭର ସମୁଖ ରେ କାହାରି କୁ ଦେଖୁଚି ତେବେ ସେ ବ୍ରେକ କାହିଁକି ମାରୁନାହିଁ I

ଦେଶ ରେ ଅନେକ ଜଙ୍ଗଲ ଅଂଚଳ ଦେଇ ମଧ୍ୟ ଟ୍ରେନ ଚଳାଚଳ କରିଥାଏ I ଅନେକ ଜଙ୍ଗଲୀ ହାତୀ ମଧ୍ୟ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ରେଳ ଧାରଣା ଉପରେ ଯାଉଥିବା ସମୟ ରେ ଯଦି ଟ୍ରେନ ଆସିଯାଇଥାଏ ତେବେ ମଧ୍ୟ ଟ୍ରେନ ବ୍ରେକ ମାରି ନ ଥାଏ ଓ ଜୀବଜନ୍ତୁ ଯେଉଁମାନେ ରେଳ ଧାରଣା ଉପରେ ରହିଥାନ୍ତି ସେମାନେ ପ୍ରାଣ ହରାଇ ଥାନ୍ତି I

ତେବେ ଚାଲନ୍ତୁ ଜାଣିବା କଣ ରହିଛି ଏହା ର ବିଶେଷ କାରଣ
ଏକ ଟ୍ରେନ ଅତି କମ ରେ 100 କିମି ପ୍ରତି ଘଣ୍ଟା ବେଗ ରେ ଗତି କରିଥାଏ I କିମ୍ଭା ଏହା ଠାରୁ ଅଧିକ ବେଗ ରେ ମଧ୍ୟ ଯାଇପାରେ I

ଯଦି ଅଚାନକ ଟ୍ରେନ ଅଟକାଇବା କୁ ପଡିଥାଏ ତେବେ ଇମରଜେନ୍ସି ବ୍ରେକ ଲଗାଇବା କୁ ପଡିଥାଏ I ଏବଂ ଏପରି କ୍ଷେତ୍ର ରେ ବ୍ରେକ ଲଗାଇବା ର ଏକ କିମି ପରେ ହିଁ ଟ୍ରେନ ରହିଥାଏ I

ଏପରି କ୍ଷେତ୍ର ରେ ଯଦି ଆପଣ ଇମରଜେନ୍ସି ବ୍ରେକ ଏପରି ଲାଗନ୍ତି ତେବେ କିଛି ଟ୍ରେନ ର ବଗି ମଧ୍ୟ ଲାଇନଚ୍ୟୁତ ହେବାର ଅଘଟଣ ଘଟିପାରେ I ଏବଂ ଅନେକ ଧନ ଜୀବନ ହାନି ହେବାର ଆଶଙ୍କା ରହିଥାଏ I ତେଣୁ ଟ୍ରେନ କୁ ଅଟକାଇ ଜଣେ ଲୋକ କୁ ବଞ୍ଚାଇବା କୁ ଯାଇ ଟ୍ରେନ ଡ୍ରାଇଭର ଅନେକ ଲୋକ ଙ୍କ ର ପ୍ରାଣ ବିପଦ ରେ ପକାଇବା କୁ ଚାହାନ୍ତି ନାହିଁ I