ମାରିବା ପରେ ମଧ୍ୟ ଜୀବିତ ରହିବେ ଏହି ବଡ କଳାକାର ମାନେ; ଦାନ କରିସାରିଛନ୍ତି ନିଜର ଅଙ୍ଗ !

ବଲିଉଡ ଫିଲ୍ମ ଜଗତ ରେ ଅନେକ ଏପରି କଳାକାର ଅଛନ୍ତି ଯେଉଁମାନେ କାହାରି କି କୁ ନା କାହାରିକୁ ନିଜ ଜୀବନ ର ଆଦର୍ଶ ବୋଲି ମାନିଥାନ୍ତି I ଏବଂ ଅନେକ ଏପରି କଳାକାର ମଧ୍ୟ ଅଛନ୍ତି ଯେଉଁମାନେ ନିଜ ଜୀବନ ର ଯମାପୁଞ୍ଜି କୁ ଅନ୍ୟ ପାଁଇ ସାରିଦେଇଥାନ୍ତି I ତେବେ ଚାଲନ୍ତୁ ଜାଣିବା କିଛି ଏପରି କଳାକାର ଙ୍କ ବିଷୟ ରେ I

ଅମିତାଭ ବଚ୍ଛନ
ବଲିଉଡ ର ମହାନାୟକ ଅମିତାଭ ବଚ୍ଛନ ଙ୍କୁ କିଏ ବା ନ ଜାଣିଚି I ଏବଂ ଅମିତାଭ ବଚ୍ଛନ ଏହି ନିଷ୍ପତି ନେଇଛନ୍ତି କି ତାଙ୍କ ମୃତ୍ୟୁ ପରେ ସେ ତାଙ୍କ ର ଆଖି ଦାନ କରିବେ I ଅମିତାଭ ବଚ୍ଛନ ବଲିଉଡ ରେ ଅନେକ ସୁନାମ ଅର୍ପଣ କରିଛନ୍ତି I

ଐଶ୍ୱର୍ଯ୍ୟ ରାୟ
ବଲିଉଡ ର ସୁନ୍ଦରୀ ଅଭିନେତ୍ରୀ ଙ୍କ ମଧ୍ୟ ରେ ଐଶ୍ୱର୍ଯ୍ୟ ରାୟ ସବୁଠାରୁ ଅଧିକ ସୁନ୍ଦର ଅଟନ୍ତି I ଏବଂ ଐଶ୍ୱର୍ଯ୍ୟ ରାୟ ମଧ୍ୟ ତାଙ୍କ ଆଖି ଦାନ କରିଦେଇଛନ୍ତି I ତାଙ୍କ ମୃତ୍ୟୁ ପରେ ତାଙ୍କ ଆଖି ରେ ଆଉ କେହି ଦୁନିଆ ର ଆଲୋକ କୁ ଦେଖିପାରିବ I

ଅମୀର ଖାଁ
ବଲିଉଡ ରେ ମିଷ୍ଟର ପରଫେକ୍ଟ ଅମୀର ଖାଁ ମଧ୍ୟ ଜଣେ ସଫଳ ଅଭିନେତା ଅଟନ୍ତି I ସେ ନିଜ ର କିଡ୍ନୀ , ଆଖି , ଫୁସଫୁସ ଓ ଲିଭର ଆଦି ଦାନ କରିଦେଇଛନ୍ତି I

ସଲ୍ମାନ ଖାଁ
ବଲିଉଡ ର ଦବଂଗ ଅଭିନେତା ସଲ୍ମାନ ଖାଁ ମଧ୍ୟ ଏପରି କାର୍ଯ୍ୟ ରେ କୌଣସି ପଛ ରେ ନାହାନ୍ତି I ସଲ୍ମାନ ଖାଁ ଆଜିକା ସମୟ ରେ ଜଣେ ସଫଳ ଅଭିନେତା ହେବା ସହ ସେ ଜଣେ ବଡ଼ ସମାଜସେବୀ ମଧ୍ୟ ଅଟନ୍ତି I ସେ ନିଜ ର ଆଖି ଓ ବୋନ ମେରୋ କୁ ଦାନ କରିଦେଇଛନ୍ତି I

ଆର ମାଧବନ
ବଲିଉଡ ଓ ସାଉଥ ଅଭିନେତା ଆର ମାଧବନ ଜଣେ ଡାକ୍ତର ଅଟନ୍ତି I ଏବଂ ସେ କହିଛନ୍ତି ତାଙ୍କ ମୃତ୍ୟୁ ପରେ ତାଙ୍କ ଶରୀର ର ସମସ୍ତ ଅଙ୍ଗ ଅନ୍ୟ କାହାରି କାମ ରେ ଲାଗିବ I