କୌଣସି ବି ପୁରୁଷ ନିଜ ର ସୁନ୍ଦରତା ରୁ ନୁହେ ନିଜ ର ଶାରୀରିକ ମଜବୂତୀ କୁ ନେଇ ଆକର୍ଷକ ହେଇଥାନ୍ତି I ଆଜିକା ଖାଦ୍ୟ ପେୟ କୁ ନେଇ ପୁରୁଷ ମାନେ ନିଜ ର ଶରିର କୁ କମଜୋର କରି ଦେଇଛନ୍ତି I ଏବଂ ଶରୀର କୁ ମଜବୁତ କରିବା କୁ ମାଂସ ଆଦି ର ସେବନ କରିଥାନ୍ତି I କିନ୍ତୁ ଅଧିକ ମାତ୍ରା ରେ ତେଲ ଓ ମସଲା ଆଦି ସ୍ଵାସ୍ତ୍ୟ ପାଁଇ ହାନିକାରକ ଅଟେ I
ଆଜି ଆମେ ଆପଣ ଙ୍କୁ ଏପରି ଏକ ଫଳ ବିଷୟ ରେ କହିବା କୁ ଯାଉଛୁ ଯାହା କି ମାଂସ ଅପେକ୍ଷ୍ୟା ଶରୀର କୁ 10 ଗୁଣା ଅଧିକ ଶକ୍ତି ପ୍ରଦାନ କରିଥାଏ I ଏହି ଫଳ ର ନାମ ହେଉଛି Lasoda I ଭାରତୀୟ ଭାଷା ରେ ଏହା କୁ ଚେରି ମଧ୍ୟ କହିଥାନ୍ତି I ଏହା ଶରୀର କୁ ମଜବୁତ କରିଥାଏ I
Lasoda ଫଳ ରେ ଭରପୁର କ୍ୟାଲସିୟମ ରହିଥାଏ ଓ ଫସଫରସ ମଧ୍ୟ ରହିଥାଏ I ଏହା ଆମ ଶରୀର ର ହାଡ଼ କୁ ମଜବୁତ କରିଥାଏ I ଆମ ର ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ I
ଅନ୍ୟ ଫାଇଦା
ଦାନ୍ତ ଜନିତ ସବୁ ସମସ୍ୟା ମଧ୍ୟ ଦୂର ହେଇଥାଏ ଏହି Lasoda ଫଳ ସେବନ କରିବା ଦ୍ୱାରା I
ଗଳା ସମସ୍ୟା ର ଉପଚାର ପାଁଇ ମଧ୍ୟ ଲୋକେ ଏହି Lasoda ଫଳ ର ସେବନ କରିଥାନ୍ତି I
ହେଜା ରୋଗ ର ଉପଚାର ପାଁଇ ମଧ୍ୟ ଲୋକେ Lasoda ଫଳ ର ଛେଲି ରେ ଚଣା ମିଶାଇ ଗୁଣ୍ଡ କରି ହେଜା ରୋଗୀ ଙ୍କୁ ସେବନ କରାଇବା ଦ୍ୱାରା ମଧ୍ୟ ଏହା ବିଶେଷ ଲାଭକାରୀ ହେଇଥାଏ I
ବଳ ଓ ଶକ୍ତି ବର୍ଧକ ରୂପେ ମଧ୍ୟ ଏହା ବିଶେଷ ରୂପେ ସହାୟକ ଅଟେ I ତେଣୁ ପୁରୁଷ ମାନେ ଏହି Lasoda ଫଳ ସହ ଚିନି ମିଶାଇ ମଧ୍ୟ ଏହା ର ସେବନ କରିପାରିବେ I
ଶାରୀରିକ ପୀଡା ସମସ୍ୟା ଥିଲେ ଏହି Lasoda କୁ ଗୁଣ୍ଡ କରି ସେହି ପୀଡା ସ୍ଥାନ ରେ ଲଗାଇବା ଦ୍ୱାରା ଏହା ବିଶେଷ ଫଳପ୍ରଦ ହେଇଥାଏ I