ଆଜି ଆମେ ଆପଣ ଙ୍କୁ ଏକ ଏପରି ଖବର ବିଷୟ ରେ କହିବା କୁ ଯାଉଛୁ ଯାହା ଶୁଣି ଆପଣ ମଧ୍ୟ ଆଶ୍ଚଯ୍ୟ ହେବେ I ଏହି ଖବର ଟି ଏକ ପିଲାଟି ବିଷୟ ରେ ଅଟେ I ଏହିପରି ଘଟଣା ଆପଣ ପୂର୍ବ ରୁ କେବେ ଶୁଣି ନ ଥିବେ I ଏକ ସନ୍ତାନ ନିଜ ପିତାମାତା ଙ୍କ ର ମୃତ୍ୟୁ ପରେ ହିଁ ଏ ସଂସାର ରେ ଜନ୍ମ ନେଇଛି I ଘଟଣା ଟି ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଛି I
ଏହି ଖବର ଟି ଚୀନ ର ଅଟେ ଆପଣ ଶୁଣି ଆଶ୍ଚଯ୍ୟ ହେବେ କି ପିତାମାତା ଙ୍କ ର ଏକ କାର ଦୁର୍ଘଟଣା ରେ ମୃତ୍ୟୁ ହେଇଥିଲା I ଏକ କାର ଦୁର୍ଘଟଣା ରେ ମୃତ୍ୟୁ ର 4 ବର୍ଷ ପରେ ଏକ ପିଲାଟି ର ଜନ୍ମ ହେଇଚି I ଏହା ଆପଣ ଙ୍କୁ ଅସମ୍ଭବ ଲାଗିପାରେ I ଏହି ପିଲାଟି ଏକ ସେରଗେଟ ମହିଳା ଙ୍କ ଠାରୁ ଜନ୍ମ ହେଇଚି I ଏହି ପିଲାଟି ର ପିତାମାତା 2013 ରେ ଏକ କାର ଆକ୍ସିଡେଣ୍ଟ ରେ ପ୍ରାଣ ହରାଇଥିଲେ I
ଯେଉଁ ସମୟ ରେ ସନ୍ତାନ ପ୍ରାପ୍ତି ପାଁଇ ଦୁହେଁ ନିଜ ର ଚିକିତ୍ସା କରାଇଥିଲେ ସେହି ସମୟ ରେ ହିଁ ତାଙ୍କ ର ଆକ୍ସିଡେଣ୍ଟ ହେଇଥିଲା I କିନ୍ତୁ ତାଙ୍କ ର ଭୃଣ ଫର୍ଟିଲାଇଜେସନ ପ୍ରକ୍ରିୟା ରେ ହସ୍ପିଟାଲ ରେ ସୁରକ୍ଷିତ ରଖାଯାଇଥିଲା I ଘଟଣା ଟି ଚୀନ ର ନଁଜିଙ୍ଗ ସହର ର ଅଟେ I ପିଲାଟି ର ମୁହଁ ନ ଦେଖିକି ହିଁ ପିତାମାତା ଙ୍କ ର ମୃତ୍ୟୁ ହେଇଥିଲା I ବିଗତ 9 ଡିସେମ୍ବର ରେ ପିଲାଟି ର ଜନ୍ମ ହେଇଚି I ଏହି ପିଲାଟି ର ନାମ ତିୟନ୍ତୀୟନ ରଖାଯାଇଛି I
ଚୀନ ରେ ଏହି ସବୁ ପ୍ରକ୍ରିୟା ରେ ସନ୍ତାନ ଜନ୍ମ ଦେବାକୁ ବେଆଇନ ବୋଲି କୁହାଯାଇଛି I ଅର୍ଥାତ ଏହି ସେରେଗୋଟେ ପ୍ରକ୍ରିୟା ବେଆଇନ ଅଟେ I ଏସୀୟ ମହାଦେଶ ରେ ଏହା ଏକ ବ୍ୟବସାୟ ହେଇଯାଇଛି I ଏବଂ ଏହି ସେରେଗେଟ ମଦର ଙ୍କୁ ଭଲ ଟଙ୍କା ମଧ୍ୟ ଦିଆ ଯାଉଛି I
ଏହା ଛଡା ପିଲାଟି ମଧ୍ୟ ସର୍ବଦା ହସ ଖୁସି ରେ ରହୁଛି I ପିଲାଟି ର ନାନୀ ଙ୍କ ର କହିବା ଅନୁସାରେ ପିଲାଟି ର ଆଖି ଏକଦମ ତାଙ୍କ ପରି ଅଟେ I