ମାତ୍ର ୪ ମାସ ଖେଳିଛନ୍ତି ଅନ୍ତରାଷ୍ଟ୍ରୀୟ କ୍ରିକେଟ, ଏବେ ଏହି ଖେଳାଳି ହେବେ ଇଂଲଣ୍ଡର ସବୁଠାରୁ ଦାମୀ…

ଆଇସିସି ବିଶ୍ୱକପ ଓ ଏସଓଜ ରେ ସୁନ୍ଦର ଖେଳ ପ୍ରଦର୍ଶନ ଦେଖାଇଛନ୍ତି ଦ୍ରୁତ ଖେଳାଳି ଜୋଫ୍ର ଅର୍ଚାର I ସେ ଖୁବ କମ ସମୟ ରେ ଅଧିକ ଲୋକପ୍ରିୟତା ହାସିଲ କରିଥିଲେ I ବିଶ୍ୱକପ ରେ ସେ ଇଂଲଣ୍ଡ ତରଫରୁ ସବୁଠାରୁ ଅଧିକ ଵିକେଟ ମଧ୍ୟ ନେଇଥିଲେ I ଜୋଫ୍ର ଅର୍ଚାର ଙ୍କ ର ସୁନ୍ଦର ଖେଳ ପ୍ରଦର୍ଶନ ରେ ବିରୋଧୀ ଦଳ ଚିନ୍ତିତ ରହୁଥିଲେ I

ଲଗାତାର ଭଲ ଖେଳ ପ୍ରଦର୍ଶନ କାରଣ ରୁ କ୍ରିକେଟ ବୋର୍ଡ ତରଫରୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ମିଳିବ I ଏବଂ ଏହା ପରେ ସେ ଅଧିକ ଟଙ୍କା ରୋଜଗାର କରୁଥିବା କ୍ରିକେଟ ଖେଳାଳି ରୂପେ ପରିଚିତ ହେଇଛନ୍ତି I ଜୋଫ୍ର ଅର୍ଚାର ଙ୍କୁ କ୍ରିକେଟ ବୋର୍ଡ ପ୍ରାୟ ମିଲିୟନ ପାଉଣ୍ଡ ର କଣ୍ଟ୍ରାକ୍ଟ ଦେବ I

ଅର୍ଚାର ଙ୍କ ର ଆଇପିଏଲ ରେ ରାଜସ୍ତାନ ରୟଲସ ତରଫରୁ ଖେଳିବାକୁ 7 କୋଟି ଟଙ୍କା ମିଳିବ I ଅର୍ଚାର ଙ୍କ ଛଡା ଇଂଲଣ୍ଡ ର ସବୁଠାରୁ ଧନୀ କ୍ରିକେଟ ବେନ ଷ୍ଟ୍ରୋକ ମଧ୍ୟ ଅଛନ୍ତି ଯିଏ କି ରାଜସ୍ତାନ ରୟଲସ ତରଫରୁ ଖେଳିବେ I

ବିଗତ ଦିନ ରେ କ୍ରିକେଟର ମାଇକଳ କହିଥିଲେ କି ଏହି ପ୍ରଦର୍ଶନ ହିସାବ ରେ ଟେଷ୍ଟ ରେ 400 ଵିକେଟ ସେ ନିଶ୍ଚିତ ହାସିଲ କରିବେ I