ମଶା କାମୁଡିବା ଦ୍ୱାରା ଆପଣ ଙ୍କୁ ଅନେକ ପ୍ରକାର ର ରୋଗ ହେଇଥାଏ ଏବଂ ଏହା ଆପଣ ଙ୍କ ପାଁଇ ବିଶେଷ ହାନିକାରକ ମଧ୍ୟ ହେଇଥାଏ I ମଶା ଙ୍କ ଦ୍ୱାରା ଡେଙ୍ଗୁ , ଚିକେନଗୁନିଆ , ମେଲେରିୟା ପରି ଅନେକ ରୋଗ ହେଇଥାଏ I ଏହି ରୋଗ ଦ୍ୱାରା ଅନେକ ଲୋକ ଙ୍କ ର ମୃତ୍ୟୁ ମଧ୍ୟ ହେବାରେ ଲାଗିଛି I ତେଣୁ ଆଜି ଆମେ ଏପରି କିଛି ଉପାୟ ବିଷୟ ରେ କହିବା କୁ ଯାଉଛେ ଯାହା ଦ୍ୱାରା ମଶା କିଛି ବି ଘରେ ରହିବେ ନାହିଁ I
ବଜାର ରେ ମଶା ମାରିବା ର ଅନେକ ଔଷଧ ମିଳିଥାଏ I ଏହି ଔଷଧ ଆଦି ଦ୍ୱାରା କିଛି ସମୟ ପାଁଇ ମଶା ଦୁରେଇ ଯାଇଥାନ୍ତି I ତେବେ ଏହି ମଶା ଙ୍କ ର ବିଷାକ୍ତ ଧୁଆ ଆପଣ ଙ୍କ ଶରୀର ପାଁଇ ବିଶେଷ ରୂପେ ହାନିକାରକ ହେଇଥାଏ I କିନ୍ତୁ ଆଜି ଆମେ ଆପଣ ଙ୍କୁ କିଛି ଏପରି ଘରୋଇ ଉପଚାର ବିଷୟ ରେ କହିବା କୁ ଯାଉଛୁ ଯାହା ଦ୍ୱାରା ମଶା ସମ୍ପୂର୍ଣ ରୂପେ ଘରୁ ଚାଲିଯିବେ I ଏହା କୌଣସି କେମିକାଲ ପ୍ରଡକ୍ଟ ମଧ୍ୟ ନୁହେଁ I
ମଶା ଙ୍କ କାରଣ ରୁ ହେଉଥିବା ରୋଗ
ମେଲେରିୟା
ମେଲେରିୟା ରୋଗ ଏହି ମଶା ଙ୍କ କାରଣ ରୁ ହିଁ ବ୍ୟାପିଥାଏ I ଯାହା କି ମନୁଷ୍ୟ ଙ୍କ ପାଁଇ ବହୁତ ଘାତକ ପ୍ରମାଣିତ ହେଇଥାଏ I ଏହି ମେଲେରିୟା ରୋଗ ହେଲେ ଜ୍ୱର ଆସିବା ସହ ଗରମ ଲାଗିଥାଏ I ବାନ୍ତି ମଧ୍ୟ ଲାଗିଥାଏ I ଏହି ମେଲେରିୟା ରୋଗ ରେ ବାନ୍ତି ପରି ସମସ୍ୟା ମଧ୍ୟ ଦେଖିବା କୁ ମିଳିଥାଏ I
ଡେଙ୍ଗୁ
ଡେଙ୍ଗୁ ଏକ ପ୍ରକାର ର ଭାଇରସ ଅଟେ I ଏହି ଡେଙ୍ଗୁ ରୋଗ ଏଡିସ ମଶା ଙ୍କ କାରଣ ରୁ ହିଁ ହେଇଥାଏ I ଡେଙ୍ଗୁ ରୋଗ ହେଲେ ମଧ୍ୟ ଜ୍ୱର ଆସିବା ସହ ଗରମ ଲାଗିଥାଏ I ବାନ୍ତି ମଧ୍ୟ ଲାଗିଥାଏ I ଏହି ମେଲେରିୟା ରୋଗ ରେ ବାନ୍ତି ପରି ସମସ୍ୟା ମଧ୍ୟ ଦେଖିବା କୁ ମିଳିଥାଏ I
ଚିକେନଗୁନିୟା
ଚିକେନଗୁନିୟା ଏକ ପ୍ରକାର ର ଭାଇରଲ ଜ୍ୱର ଅଟେ I ଏହା କେବେ କେବେ ମହାମାରୀ ରୂପ ମଧ୍ୟ ଧାରଣ କରିଥାଏ I ଏହି ଚିକେନଗୁନିୟା ମଧ୍ୟ ଏଡିଜ ମଶା କାମୁଡିବା କାରଣ ରୁ ହେଇଥାଏ I ଏହି ମଶା ଦିନ ରେ ହିଁ ଅଧିକ ଦେଖିବା କୁ ମିଳିଥାନ୍ତି I
ପ୍ରାକୃତିକ ଉପଚାର
ମଶା ଙ୍କୁ ଘରୁ ଘଉଡାଇବା ର ପ୍ରାକୃତିକ ଉପାୟ ହେଉଛି କର୍ପୁର I ଆୟୁର୍ବେଦ ବିଶେଷଜ୍ଞ ଙ୍କ କହିବା ଅନୁସାରେ କର୍ପୁର ସ୍ଵାସ୍ତ୍ୟ ପାଁଇ ବିଶେଷ ରୂପେ ଲାଭକାରୀ ଅଟେ I ଡାକ୍ତର ଗୀତାଞ୍ଜଳି ଙ୍କ ର କହିବା ଅନୁସାରେ କର୍ପୁର ମନୁଷ୍ୟ ପାଁଇ କୌଣସି ବି ହାନିକାରକ ହେଇ ନ ଥାଏ I ତେଣୁ କର୍ପୁର ଜଳାଇବା ଦ୍ୱାରା ଏହି ଧୁଆ ରେ ମଶା ଚାଲିଯାଇଥାନ୍ତି I କିମ୍ବା ଅନ୍ୟ ଉପାୟ ଟି ହେଉଛି ତେଜପତ୍ର I ଏହି ତେଜପତ୍ର ଜଳାଇବା ଦ୍ୱାରା ମଧ୍ୟ ଏହି ଧୁଆ ରେ ମଶା ଚାଲିଯାଇଥାନ୍ତି I