ମାୟା ସିରିଏଲରେ ଅଭିନୟ କରୁଥିବା ଆକ୍ଟର ମାନଙ୍କ ଦରମା କେତେ? ମାୟା (Jasmine) କେତେ ଟଙ୍କା ନିୟନ୍ତି

ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା ଓଡ଼ିଆ ହିରୋ ଓ ହିରୋଇନ୍ ମାନେ ସୁଟିଂ ପାଇଁ କେତେ ଟଙ୍କା ନେଇଥାନ୍ତି। ଆପଣମାନେ ଜାଣିଥିବେ ମାୟା ଧାରାବାହିକକୁ ବୋହୁତ ଦର୍ଶକମାନେ ପସନ୍ଦ କରନ୍ତି ଓ ଏହା ଓଡ଼ିଶାର ଘରେ ଘରେ ପରିଚିତ। ଏହା ଓଡ଼ିଶାର ନମ୍ବର ୧ ସିରିୟଲ। ଏହି ଧାରାବାହିକର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଦରମା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମାୟା ଧାରାବାହିକ ହେଉ କିମ୍ବା ଅନ୍ୟ କୌଣସି ଧାରାବାହିକ ହେଉ ସବୁ ଆକ୍ଟରମାନଙ୍କୁ ଦରମା ଦିଆଯାଏ। ସ୍କ୍ରିପ୍ଟ ଅନୁସାରେ ଯେଉଁ ଆକ୍ଟରମାନଙ୍କ କାମଥାଏ ତାଙ୍କୁ ସୁଟିଂ ପାଇଁ ଡ଼କାଯାଏ ଏବଂ ତାଙ୍କୁ ସେହି ଦିନର ଅଭିନୟ ପାଇଁ ଦରମା ଦିଆଯାଏ। ନୂଆ ଆକ୍ଟରମାନଙ୍କୁ କମ୍ ପଇସା ମିଳିଥାଏ ଏବଂ ପୁରୁଣା କଳାକାର ମାନଙ୍କୁ ଅଧିକ ଦରମା ମିଳିଥାଏ। ଚାଲନ୍ତୁ ଜାଣିବା ମାୟା ଧାରାବାହିକ କଳାକାର ମାନଙ୍କର ସଠିକ୍ ଦରମା କେତେ।

ନନ୍ଦୁ

ଆପଣମାନେ ଜାଣିଥିବେ ନନ୍ଦୁ ଏହି ଧାରାବାହିକରେ ନାଗୁଣୀ ଭୂମିକାରେ ଅଭିନୟ କରୁଛନ୍ତି। ସେ ଗୋଟେ ଦିନର ସୁଟିଂ ପାଇଁ ୨୦୦୦ ଟଙ୍କା ନେଇଥାନ୍ତି।

କୁହୁ

କୁହୁଙ୍କର ଜବରଦସ୍ତ ଅଭିନୟ ଆପଣମାନେ ଏହି ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ। କୁହୁ ଗୋଟେ ଦିନର ସୁଟିଂ ପାଇଁ ୩୦୦୦ ଟଙ୍କା ନେଇଥାନ୍ତି।

ମଞ୍ଜୁରୀ

ଆପଣମାନେ ମଞ୍ଜୁରୀଙ୍କୁ ଏହି ଧାରାବାହିକରେ ଏକ ନାଗୁଣୀ ଭୂମିକାରେ ଅଭିନୟ କରୁଥିବାର ଦେଖିଥିବେ ଏବଂ ସେ ଖଳନାୟିକା ଭୂମିକାରେ ଅଭିନୟ କରୁଛନ୍ତି। ମଞ୍ଜୁରୀ ଗୋଟେ ଦିନର ସୁଟିଂ ପାଇଁ ୫୦୦୦ ଟଙ୍କା ନେଇଥାନ୍ତି।

ଅଳକା

ଆପଣମାନେ ଅଳକାଙ୍କୁ ଏହି ଧାରାବାହିକରେ ନେଗେଟିଭ ଭୂମିକାରେ ଅଭିନୟ କରୁଥିବାର ଦେଖିଥିବେ ଏବଂ ସେ କୁନାଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରୁଛନ୍ତି। ଅଳକା ଗୋଟେ ଦିନର ସୁଟିଂ ପାଇଁ ୪୦୦୦ ଟଙ୍କା ନେଇଥାନ୍ତି।

ଗାର୍ଗୀ

ଆପଣମାନେ ଏହି ଧାରାବାହିକରେ ଗାର୍ଗୀଙ୍କୁ ନାଗେଶ୍ ଙ୍କ ମା ଭୂମିକାରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ଗାର୍ଗୀ ବୋହୁତ ଗୁଡିଏ ଧାରାବାହିକରେ ଅଭିନୟ କରି ସାରିଛନ୍ତି। ଗାର୍ଗୀ ଗୋଟେ ଦିନର ସୁଟିଂ ପାଇଁ ୫୦୦୦ ଟଙ୍କା ନେଇଥାନ୍ତି।

ଋଦ୍ରି

ରୁଦ୍ରଙ୍କୁ ଏହି ଧାରାବାହିକରେ ନାଗୁଣୀ ଭୂମିକାରେ ଅଭିନୟ କରୁଥିବାର ଦେଖିଥିବେ ଏବଂ ଋଦ୍ରି ଏହି ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ ମଧ୍ୟ କରୁଛନ୍ତି। ତାଙ୍କ ଅଭିନୟକୁ ଲୋକମାନେ ବୋହୁତ ପସନ୍ଦ ମଧ୍ୟ କରୁଛନ୍ତି। ଋଦ୍ରି ଗୋଟେ ଦିନର ସୁଟିଂ ପାଇଁ ୬୦୦୦ ରୁ ୭୦୦୦ଟଙ୍କା ନେଇଥାନ୍ତି।

ନାଗେସ

ନାଗେସ୍ ଋଦ୍ରିଙ୍କ ସ୍ଵାମୀ ଭୂମିକାରେ ଅଭିନୟ କରୁଛନ୍ତି। ସେ ବୋହୁତ ଭଲ ଅଭିନୟ ମଧ୍ୟ କରୁଛନ୍ତି ଏବଂ ସେ ଏହି ଧାରାବାହିକରେ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରୁଛନ୍ତି। ନାଗେସ୍ ଗୋଟେ ଦିନର ସୁଟିଂ ପାଇଁ ୪୦୦୦ ରୁ ୬୦୦୦ ଟଙ୍କା ନେଇଥାନ୍ତି।

କୁନା

କୋନାଙ୍କୁ ଆପଣମାନେ ବୋହୁତ ଗୁଡିଏ ସିରିୟଲ ଓ ଫିଲ୍ମରେ ଅଭିନୟ କରିଥିବାର ଦେଖିଥିବେ। କୋନା ଗୋଟେ ଦିନର ସୁଟିଂ ପାଇଁ ୪୦୦୦ ଟଙ୍କା ନେଇଥାନ୍ତି।

ରାକ୍ଷୀ

ରାକ୍ଷୀଙ୍କୁ ଆପଣମାନେ ବୋହୁତ ଗୁଡିଏ ସିରିୟଲରେ ଅଭିନୟ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ। ରାକ୍ଷୀ ଗୋଟେ ଦିନର ସୁଟିଂ ପାଇଁ ୩୦୦୦ ଟଙ୍କା ନେଇଥାନ୍ତି।