ମାୟାବତୀ କହିଲେ- ହାଇଦ୍ରାବାଦ ପୋଲିସ ଠାରୁ ଶିଖନ୍ତୁ UP ପୋଲିସ, ରଫୀସ୍ଟ ମାନଙ୍କୁ କୁଣିଆ ଭଳି ବ୍ୟବହାର କରନ୍ତୁ ନାହିଁ

ବିଗତ ଦିନ ରେ ହାଇଦ୍ରାବାଦ ରେ ଜଣେ ମହିଳା ଡାକ୍ତରୀ ଙ୍କ ର 4 ଜଣ ଦୁର୍ବୁତ୍ତ ବଳାତ୍କାର ପରି ହତ୍ୟା କରିଥିଲେ I ଆଜି ଏହି 4 ଅପରାଧୀ ଙ୍କ ର ପୋଲିସ ଏନ୍କାଉଣ୍ଟର କରିଛି I ଏହା କୁ ନେଇ UP ର ପୂର୍ବ ମୁଖ୍ୟମନ୍ତ୍ରୀ କହିଛନ୍ତି କି ହାଇଦ୍ରାବାଦ ପୋଲିସ ଠାରୁ UP ପୋଲିସ କିଛି ଶିଖିବା ଉଚିତ I

UP ଓ ଦିଲ୍ଲୀ ପୋଲିସ ଏହି ହାଇଦ୍ରାବାଦ ପୋଲିସ ଙ୍କ ଠାରୁ କିଛି ଶିଖିବା ଉଚିତ I ବଲାତ୍କାରୀ ଙ୍କୁ ସରକାରୀ ଅତିଥି ନ କରାଯାଉ I ନିର୍ଭୟ ଙ୍କ ର ମା ଆଶା ଦେବୀ କହିଛନ୍ତି ଯେଉଁପରି ହାଇଦ୍ରାବାଦ ଘଟଣା ରେ ପୋଲିସ ନ୍ୟାୟ କରିଛି ଏବଂ ଦୋଷୀ ଙ୍କୁ ଉଚିତ ଦଣ୍ଡ ଦେଇଛି ଏଥିପାଇ ହାଇଦ୍ରାବାଦ ପୋଲିସ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅଟେ I

ଝିଅ ନିର୍ଭୟ ର ଦୋଷୀ ଙ୍କୁ କୋର୍ଟ ଫାସୀ ଦେଇଛି କିନ୍ତୁ ସେମାନେ ଫାସୀ ପାଇନାହାନ୍ତି I ବର୍ତମାନ ପର୍ଯ୍ୟନ୍ତ ମୋର ନ୍ୟାୟ ହେଇନାହିଁ I ତେଣୁ ଯେଉଁପରି ହାଇଦ୍ରାବାଦ ପୋଲିସ କରିଛି ଏବଂ ନ୍ୟାୟ କରିଛି ଏହିପରି ନ୍ୟାୟ ମୋତେ ମଧ୍ୟ ଦରକାର I

ହାଇଦ୍ରାବାଦ ର ମହିଳା ଡାକ୍ତର ଙ୍କ ର ଗଣବଲାତ୍କାର ପରେ ତାଙ୍କ ର ଜଳାଇ ହତ୍ୟା କରାଯାଇଥିଲା I ଏହି 4 ଜଣ ଅପରାଧୀ ଙ୍କୁ ଆଜି ପୋଲିସ ଗୁଳି କରି ହତ୍ୟା କରିଛି I ପୋଲିସ ଏହି 4 ଅପରାଧୀ ଙ୍କୁ ଘଟଣା ସ୍ଥାନ କୁ ସିନ ଋଆକ୍ସନ କରାଇବାକୁ ନେଇଥିଲା ଏବଂ ଆରୋପି ସେଠାରୁ ଖସି ପଳାଇବା କୁ ଚେଷ୍ଟା କରିଥିଲେ I

ଏହି ଆରୋପି ମାନେ ପୋଲିସ ର ବନ୍ଧୁକ ଛଡ଼ାଇବା କୁ ଉଦ୍ୟମ କରିବା ସହ ଖସି ଯିବାକୁ ଚେଷ୍ଟା କରିଥିଲେ I ସକାଳୁ ହାଇଦ୍ରାବାଦ ପୋଲିସ ଏହି 4 ଜଣ ଅପରାଧୀ ଙ୍କ ର ଏନ୍କାଉଣ୍ଟର ହେଇଚି ବୋଲି ମିଡ଼ିଆ ରେ ଘୋଷଣା କରିଥିଲେ I ଏବଂ ଆରୋପି ଙ୍କ ର ଶବ କୁ ପୋଷ୍ଟମଟମ କରିବା କୁ ପଠାଯାଇଛି I

ମିଳିଥିବା ସୂଚନା ଅନୁସାରେ ଏହି ଆରୋପି ପୋଲିସ ଉପରେ ଆକ୍ରମଣ କରିବା କୁ ଚେଷ୍ଟା କରିଥିଲେ ଯେଉଁଥିରେ ପୋଲିସ ନିଜ ର ଆତ୍ମରକ୍ଷ୍ୟା କରିବା କୁ ଯାଇ ଏନ୍କାଉଣ୍ଟର କରିଥିଲା I ଏହି ଘଟଣା କୁ ନେଇ ସାରା ଦେଶ ର ଜନତା ହାଇଦ୍ରାବାଦ ପୋଲିସ ଧନ୍ୟବାଦ ଜଣାଇଛନ୍ତି I