ବଲିଉଡ ରେ ପ୍ରତୋକ ସମୟ ରେ କିଛି ନା କିଛି ଘଟଣା ଘଟିଯାଇଥାଏ I ସୋସିଆଲ ମିଡ଼ିଆ ରେ କଳାକାର ଙ୍କ ର ଜୀବନ ର ପ୍ରତିଟି ଘଟଣା ସର୍ବଦା ଚର୍ଚା ରେ ରହିଥାଏ I ଏହା କୁ ନେଇ ଅଭିନେତ୍ରୀ ମାନେ ସର୍ବଦା ଚିନ୍ତା ରେ ମଧ୍ୟ ରହିଥାନ୍ତି I କାରଣ କେତେବେଳେ କୌଣସି ବି ତାଙ୍କ ର ବ୍ୟକ୍ତିଗତ ଘଟଣା ସୋସିଆଲ ମିଡ଼ିଆ ରେ ଚର୍ଚା କୁ ଏହିପରି ଘଟଣା ବିଗତ ଦିନ ରେ ଘଟିଥିଲା ଅଭିନେତ୍ରୀ ଐଶ୍ୱର୍ଯ୍ୟ ଙ୍କ ସହ I ଐଶ୍ୱର୍ଯ୍ୟ ହେଉଛନ୍ତି ବଚ୍ଛନ ପରିବାର ର ବୋହୁ I ଏପରି ଐଶ୍ୱର୍ଯ୍ୟ ଙ୍କ ର ଏକ ଫୋଟୋ ସୋସିଆଲ ମିଡ଼ିଆ ରେ ଚର୍ଚା କୁ ଆସିଥିଲା ଓ ଏହା କୁ ଡିଲିଟ କରିବା କୁ ଅନୁରୋଧ କରିଥିଲେ ଅଭିଷେକ ବଚ୍ଛନ I
ଏକ ଘଟଣା ରେ ଐଶ୍ୱର୍ଯ୍ୟ କୌଣସି ପାର୍ଟି ରେ ଯୋଗ ଦେବାକୁ ଅଭିଷେକ ଙ୍କ ସହ ଯାଉଥିଲେ I ଏହି ପାର୍ଟି ର ମନୀଷ ମାଲୋହତ୍ର ଙ୍କ ର ଘରେ ଥିଲା I କରଣ ଜୋହର ମଧ୍ୟ ଏହି ପାର୍ଟି ରେ ଉପସ୍ଥିତ ଥିଲେ I ଫୋଟୋ ଗ୍ରାଫର ସେଠାରେ ସବୁ ଲୋକ ଙ୍କ ର ଫୋଟୋ ଉଠାଉଥିଲେ I ତେଣୁ ସେଠାରେ ଐଶ୍ୱର୍ଯ୍ୟ ଙ୍କ ର ଫୋଟୋ ମଧ୍ୟ ଉଠାଉଥିଲେ I ସେଠାରେ ଐଶ୍ୱର୍ଯ୍ୟ ଏକ ସର୍ଟ ଡ୍ରେସ ପିନ୍ଧିଥିଲେ ଯାହା କୁ ନେଇ କିଛି ଖରାପ ଫୋଟୋ ଫୋଟୋ ଗ୍ରାଫର ସେଠାରେ ଉଠାଉଥିଲେ I ଏହା ଅଭିଷେକ ଜାଣିପାରିଥିଲେ I
ଫୋଟୋ ଦେଖି ରାଗିଯାଇଥିଲେ ଅଭିଷେକ
ଯେତେବେଳେ ଅଭିଷେକ ନିଜ ପତ୍ନୀ ଙ୍କ ର ଏପରି ଫୋଟୋ ଦେଖିଲେ ତ ରାଗିଯାଇଥିଲେ I ଏହି ଫୋଟୋ ଉଠାଯିବା ସମୟ ରେ କିଛି ଏପରି ଫୋଟୋ ଯାହା କି ଖୁବ ନିନ୍ଦନିୟ ଥିଲା I ଏହା କୁ ଦେଖି ଅଭିଷେକ ବଚ୍ଛନ ଡିଲିଟ କରିବା କୁ କହିଥିଲେ I ସୂଚନା ଅନୁସାରେ ସେଠାରେ ଐଶ୍ୱର୍ଯ୍ୟ ପିନ୍ଧିଥିବା ଡ୍ରେସ ଟି ବହୁତ ଛୋଟ ଡ୍ରେସ ଥିଲା I
ମିଡ଼ିଆ କୁ ମଧ୍ୟ ଧ୍ୟାନ ରଖିବା ଉଚିତ
ଏପରି ମୁହୂର୍ତ୍ତ ରେ ଅଭିନେତ୍ରୀ ଙ୍କୁ ଲଜ୍ୟାକର ମୁହୂର୍ତ୍ତ ର ଶିକାର ହେବାକୁ ପଡିଥିଲା I ଏବଂ ଅଭିଷେକ ବଚ୍ଛନ ଏହି ଫୋଟୋ କୁ ଡିଲିଟ କରାଇଥିଲେ I କିଛି ଫୋଟୋଗ୍ରାଫର ଏହି ଫୋଟୋ କୁ ନେଇ ଏକ ନ୍ୟୁଜ କରିବା ଚକର ରେ ଏପରି ଫୋଟୋ ଉଠାଇଥିଲେ କିନ୍ତୁ ଅଭିଷେକ ଏହା କୁ ଡିଲିଟ କରିଥିଲେ I