ସମ୍ପର୍କ ରେ ପରସ୍ପର କୁ ପ୍ରେମ ର ପରିଭାଷା ବୁଝାଇବା ର ଅନେକ ଶୈଳୀ ରହିଛି I ଏବଂ ସମ୍ବନ୍ଧ ସମୟ ରେ ଯଦି ଆପଣ ପାର୍ଟନର ଙ୍କ କମ୍ଫର୍ଟ ଅନୁସାରେ ସମ୍ବନ୍ଧ ରଖନ୍ତି ତେବେ ଏହା ଏକ ସୁଖଦ ମୁହୂର୍ତ୍ତ ମଧ୍ୟ ହେଇଥାଏ I ଏହା ଦ୍ୱାରା ପରସ୍ପର ଲୋକେ ଉଭୟ ଙ୍କ ର ମନ ର ଭାବନା ର ପରିଭାଷା କୁ ମଧ୍ୟ ଠିକ ରେ ଜାଣିପାରିଥାନ୍ତି I
ଯଦି ଆପଣ ନିଜ ପାର୍ଟନର ଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବା ସମୟ ରେ ସନ୍ତୁଷ୍ଟ ନାହାନ୍ତି ତେବେ ଏହା ର ଅନେକ ପ୍ରଭାବ ଆପଣ ଙ୍କ ଜୀବନଶୈଳୀ ଉପରେ ପଡିଥାଏ I ଅନେକ ଏପରି ଲୋକେ ଅଛନ୍ତି ଯେଉଁମାନେ ନିଜ ର ସେକ୍ସ ଲାଇଫ ରେ ସଫଳ ହେଇ ନ ଥାନ୍ତି I ଏକ ଗବେଷଣା ରୁ ଏହା ଜଣାଯାଇଛି କି ସେକ୍ସ ସମୟ ରେ ଯଦି ପାଦ ରେ ମୋଜା ପିନ୍ଧନ୍ତି ତେବେ ଆପଣ ସମ୍ବନ୍ଧ ର ଅଧିକ ମଜା ଉଠାଇପାରିଥାନ୍ତି I
ଶାରୀରିକ ସମ୍ବନ୍ଧ କୁ ନେଇ ଅନେକ ରିସର୍ଚ୍ଚ କରାଯାଇଛି ଏବଂ ବିଗତ ଦିନ ରେ ଏହି ଉପରେ ମଧ୍ୟ ଅଧୟନ କରାଯାଇଥିଲା କିପରି ସେକ୍ସ ଲାଇଫ ରେ ପାରନ୍ତର ଙ୍କୁ ସନ୍ତୁଷ୍ଟ କରିପାରିବେ I ଏବଂ ରିପୋର୍ଟ ରୁ ଏହା ଜଣାଯାଇଛି କି ସେକ୍ସ ସମୟ ରେ ଆପଣ ଯଦି ମୋଜା ପିନ୍ଧନ୍ତି ତେବେ ଆପଣ ଅଧିକ ପାର୍ଟନର ଙ୍କ ର ନିକଟତର ହେଇପାରିବେ I
ନେଦରଲାଣ୍ଡ ର ଗୋଂଇଁଜମ ୟୁନିଭର୍ସିଟି ରେ ଏହି ସର୍ବେ କରାଯାଇଛି କି ମୋଜା ପିନ୍ଧି ଶାରୀରିକ ସମ୍ବନ୍ଧ ରଖିବା ଦ୍ୱାରା 80 ପ୍ରତିସଦ ଯୋଡି ସଠିକ ସମ୍ବନ୍ଧ ର ସୁଖ ପାଇପାରିଛନ୍ତି I
ଗବେଷଣା ରୁ ଏହା ଜଣାଯାଇଛି କି ମୋଜା ପିନ୍ଧି ଶୋଇବା ଦ୍ୱାରା ପାଦ ଉଷୁମ ରହିଥାଏ ଏବଂ ଶରୀର ର ରକ୍ତ ସଂଚାଳନ ମଧ୍ୟ ବେଶ ଭଲ ରହିଥାଏ ଯାହା ଦ୍ୱାରା କି ଏକ ଉତ୍ତମ ସେକ୍ସ ସମ୍ବନ୍ଧ ଆପଣ କରିପାରିଥାନ୍ତି I ଏପରି କ୍ଷେତ୍ର ରେ ଶରୀର ର ରକ୍ତ ସଂଚାଳନ ମଧ୍ୟ ସଠିକ ରହିଥାଏ I