ନମସ୍କାର ବନ୍ଧୁଗଣ ଓଲିଉଡ଼ର ପ୍ଲେବ୍ୟାକ୍ ସିଙ୍ଗର ତପୁ ମିଶ୍ରଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। କୋରାନା ରୋଗରେ ପୀଡ଼ିତ ହୋଇ ଗତ ଦିନମାନଙ୍କରେ ମୃତ୍ୟୁବରଣ କରିଛନ୍ତି ତପୁ ମିଶ୍ର। ହେଲେ ମୃତ୍ୟୁବରଣ କରିବା ପୂର୍ବରୁ ତପୁ ମିଶ୍ର କେତେ ଟଙ୍କାର ସମ୍ପତ୍ତି ଛାଡି ଯାଇଛନ୍ତି ତପୁ ମିଶ୍ର ଆସନ୍ତୁ ଜାଣିବା। ତପୁ ମିଶ୍ର ଗତ କିଛିଦିନ ପୂର୍ବେ କୋରୋନା ରୋଗରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ହେଲେ ତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ନ ଦେଖିବାରୁ ଡକ୍ଟର ତପୁ ମିଶ୍ରଙ୍କୁ ଏୟାରଲିଫ୍ଟ କରି କଲିକତା କିମ୍ବା ଚେନ୍ନାଇକୁ ନେବା ପାଇଁ ପରାମର୍ଶ ଦେଇଥିଲେ। ଯେଉଁଥି ପାଇଁ ସମସ୍ତ ଆୟୋଜନ ସରିଥିଲେ ମଧ୍ୟ ତପୁ ମିଶ୍ର ଗତ ୧୯ ତାରିଖ ରାତି ୧୧ ଟାରେ ମୃତ୍ୟୁବରଣ କରିଥିଲେ। ଏହାର ଏକ ମାସ ପୂର୍ବରୁ ତପୁ ମିଶ୍ରଙ୍କ ଘରକୁ ଏହି ରୋଗ ପ୍ରବେଶ କରିଥିଲା। ତପୁ ମିଶ୍ରଙ୍କ ବାପା ମଧ୍ୟ ଏହି ରୋଗରେ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲେ। ଏହାପରେ ତପୁ ମିଶ୍ରଙ୍କୁ ଏହି କୋରୋନା ମହାମାରୀ ଆକ୍ରାନ୍ତ କରିଥିଲା। ଏ
ହାପରେ ସେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କିନ୍ତୁ ଗତ ୧୯ ତାରିଖ ରାତିରେ ଚିକିତ୍ସିତ ସମୟରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବରଣ ପରେ ତପୁ ମିଶ୍ର କେତେ ଟଙ୍କାର ସମ୍ପତ୍ତି ଛାଡି ଯାଇଛନ୍ତି। ତପୁ ମିଶ୍ର ଗୋଟିଏ ଗୀତ ଗାଇବା ପାଇଁ ପ୍ରାୟ ୧୦୦୦୦ ରୁ ୧୫୦୦୦ ଟଙ୍କା ନେଇଥାନ୍ତି। ତପୁ ମିଶ୍ର ୧୫୦ ରୁ ଅଧିକ ଫିଲ୍ମ ଗୀତରେ କଣ୍ଠଦାନ କରିଛନ୍ତି। ଏହା ସହିତ ସେ ବୋହୁତସାରା ଟିଭି ସୋ ଆଉ ବୋହୁତସାରା ଆଲବମ୍ ଓ ଭଜନରେ ମଧ୍ୟ ନିଜର କଣ୍ଠଦାନ କରିଛନ୍ତି।
ତପୁ ମିଶ୍ରଙ୍କ ଗୀତକୁ ସାରା ଓଡ଼ିଶାରେ ବୋହୁତ ଅଧିକ ଭଲ ପାଆନ୍ତି। ୨୦୧୮ ମସିହା ଡିସେମ୍ବର ମାସରେ ତପୁ ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବର୍ତ୍ତମାନ ୨୬ ବର୍ଷ ବୟସରେ ଦେହାନ୍ତ ହୋଇଛି ଯାହା ଓଲିଉଡ ଜଗତ ପାଇଁ ଏକ ବୋହୁତ ବଡ଼ ଦୁଃଖର ବିଷୟ ଅଟେ। ତପୁ ମିଶ୍ର ମୃତ୍ୟୁ ପୂର୍ବରୁ ୩ କୋଟି ଟଙ୍କାର ସମ୍ପତ୍ତି ରଖି ଯାଇଛନ୍ତି। ଏହାସହ ଭୁବନେଶ୍ଵରରେ ତାଙ୍କର ଏକ ବୋହୁତ ବଡ଼ ଫ୍ଲାଟ୍ ମଧ୍ୟ ରହିଛି। ତପୁ ମିଶ୍ରଙ୍କ ସ୍ଵାମୀ ହେଉଛନ୍ତି ଜଣେ ଆକ୍ଟର। ତପୁ ମିଶ୍ରଙ୍କ ମୃତ୍ୟୁ ପରେ ତାଙ୍କ ସ୍ଵାମୀ ଦୁଃଖରେ ପୁରା ଭାଙ୍ଗି ପଡିଛନ୍ତି।