ମୁକେଶ ଅମ୍ବାନୀଙ୍କୁ ବି ୧୦ଥର କିଣି ପାରିବ ଏହି ବ୍ୟକ୍ତି, ଏହି ଲୋକ ପାଖରେ ଅଛି ଏତେ ସମ୍ପତି କି ଆପଣ ଭାବିବି ପାରିବେନି…

ଏକ ଦେଶ ରେ ଜଣେ ରାଜା ଙ୍କ ର ହେବା ର ଅର୍ଥ ଥିଲା କି ଆପଣ ଙ୍କ ଉପରେ ଯେପରି ଭଗବାନ ଙ୍କ ର କୃପା ରହିଛି ଏବଂ ଆପଣ ଯଦି ରାଜା ଙ୍କ ର ଆଦେଶ କୁ ଅମାନ୍ୟ କରିଥାନ୍ତି ତ ସେ ସମୟ ରେ ଆପଣ ଙ୍କୁ ରାଜ୍ୟ ରୁ ବିତାଡିତ କରାଯାଉଥିଲା I କିନ୍ତୁ ଆଜି ସମୟ ପରିବର୍ତନ ହେଇଯାଇଛି I

ବର୍ତମାନ ଦୁନିଆ ରେ ଏପରି ବହୁତ କମ ଦେଶ ଆଉ ରହିଛି ଯେଉଁଠାରେ କି ରାଜତନ୍ତ୍ର ଚାଲୁଚି I ଏବଂ ଅଧିକାଂଶ ଦେଶ ରେ ଲୋକତନ୍ତ୍ର ହିଁ ଚାଲୁଚି I ଏବଂ ବର୍ତମାନ ଲୋକେ ଲୋକତନ୍ତ୍ର ଶାସନ ରେ ବିଶ୍ୱାସ ରଖୁଛନ୍ତି I ତେବେ ବର୍ତମାନ ଏପରି କିଛି ରାଜା ଅଛନ୍ତି ଯେଉଁମାନେ ନିଜ ପୂର୍ବଜ ଙ୍କ ର ସମ୍ପତି ରେ ଜୀବନ ବିତାଉଛନ୍ତି I

ଏହି ରାଜ ବଂଶ ର ବ୍ୟକ୍ତି ଙ୍କ ପାଖ ରେ ବର୍ତମାନ ବି ଏତେ ଧନ ସମ୍ପତି ରହିଛି କି ସେମାନେ ଦୁନିଆ ରୁ ଦରିଦ୍ରତା କୁ 4 ଥର ସମାପ୍ତ କରିପାରିବେ I ତେବେ ଆଜି ଆମେ ଦୁନିଆ ର ଏପରି ରାଜା ଙ୍କ ସମ୍ପର୍କ ରେ କହିବାକୁ ଯାଉଛୁ ଯାହା କି ସେ କେବେ କଳ୍ପନା ବି କରିପାରିବେ ନାହିଁ I

ପ୍ରିନ୍ସ ଆଲବର୍ଟ ଦୁତୀୟ – ପ୍ରିନ୍ସ ଆଲବର୍ଟ ଦୁତୀୟ ମୋନେକୋ ଦେଶ ର ରାଜା ଅଟନ୍ତି I କିନ୍ତୁ ବର୍ତମାନ ଏହି ଦେଶ ଲୋକତନ୍ତ୍ର ଶାସନ ରେ ଚାଲୁଚି I ଏବଂ ତାଙ୍କୁ ଏକ ରାଜା ଭାବ ରେ ଏଠାରେ ସଂମାନ ମିଳିଥାଏ I ଏବଂ ସୂଚନା ମୁତାବକ ଦେଖିବାକୁ ଗଲେ ତାଙ୍କ ପାଖ ରେ 1 ଅରବ ଡଲାର ସମ୍ପତି ରହିଛି I

ଓମାନ ର ସୁଲତାନ – ଓମାନ ର ସୁଲତାନ ବିନ ସାଇଦ ଅଲ ସାଇଦ ଙ୍କ ର ବଂଶଜ ଅଟନ୍ତି ଏବଂ ଏଠାରେ ବି ତାଙ୍କ ର ଏକ ରାଜା ଙ୍କ ପରି ଖାତିରଦାରି ହେଇଥାଏ I ଏବଂ ସୂଚନା ମୁତାବକ ତାଙ୍କ ପାଖ ରେ 70 କୋଟି ଡଲାର ର ସମ୍ପତି ରହିଛି I