ମୁମ୍ବାଇ ଇଂଡିଆନ୍ସ ଏହି ୧୦ ଜଣ ଖେଳାଳିଙ୍କୁ ଦଳରୁ କରିଦେଲେ ବାହାର; ଯୁବରାଜ ମଧ୍ୟ ପଡିଲେନି ବାଦ

IPL ର ସବୁଠାରୁ ସଫଳ ଟିମ ହେଉଛି ମୁମ୍ବାଇ ଇଂଡିଆନ୍ସ I ଏବଂ 2020 ମସିହା ପାଁଇ ମୁମ୍ବାଇ ଇଂଡିଆନ୍ସ ର 10 ଜଣିଆ ଟିମ ଘୋଷିତ ହେଇଯାଇଛି I ଏହି ଟିମ ରେ ଯୁବରାଜ ସିଂ ର ନାମ ମଧ୍ୟ ସାମିଲ ରହିଛି I ମୁମ୍ବାଇ ଇଣ୍ଡିଆନ ଟିମ ରେ ଯୁବରାଜ ସିଂ , ଏବିନ ଲୁଇସ , ଏଡ଼ମ , ଯେସନ , ବୀରେନ୍ଦ୍ର ସରା , ବେନ କଟିଙ୍ଗ , ପଙ୍କଜ ଜୟସ୍ବାଲ, ରସିଖ ସଲାମ ଦାର , ଆଲଜେରି ଜୋସେଫ ଓ ବ୍ୟୁରୋନ ଙ୍କୁ ନେଇ ଟିମ ସାମିଲ ହେଇଚି I ଦୀର୍ଘ 4 ଥର ହେବ ଏହି ମୁମ୍ବାଇ ଇଂଡିଆନ୍ସ ଟିମ ବିଜେତା ରହିଛି ଓ ଗତ IPL ରେ ଟିମ 4 କୋଟି ରେ ନିଲାମୀ ହେଇଚି I

କଣ ପାଁଇ ହେଇଚି ଛଟେଇ
ଏବିନ ଲୁଇସ ୱେଷ୍ଟଇଣ୍ଡିଜ ର ଅଟନ୍ତି I ବିଗତ ସିଜିନ ରେ ସେ ସେପରି ଭଲ ଖେଳ ପ୍ରଦର୍ଶନ କରିପାରି ନ ଥିଲେ I ଯେସନ ଆଘାତ ପାଇଥିବା ରୁ ମଧ୍ୟ ବିଗତ ଦିନ ରେ ସେପରି ଭଲ ଖେଳ ପ୍ରଦର୍ଶନ କରିପାରି ନ ଥିଲେ I ସେ କେବଳ 15 ରନ କରିକି ହିଁ ଆଉଟ ହେଇଯାଇଥିଲେ I

ୱେଷ୍ଟଇଣ୍ଡିଜ ର ଆଲଜେରି ଜୋସେଫ ଙ୍କ ର ନାମ IPL ଇତିହାସ ରେ ସବୁଠାରୁ ଭଲ ଖେଳାଳି ରୂପେ ରହିଛି I
ଜୋସେଫ ହେଡ଼ଋକ୍ଷ ମଧ୍ୟ ବାହାର
ଜାମୁ କାଶ୍ମୀର ରେ ରସିଖ ନିଜ ବୟସ ର ଭୁଲ ପ୍ରମାଣପତ୍ର ଦେବାକୁ ନେଇ ମଧ୍ୟ ତାଙ୍କୁ ଖେଳ ରୁ ବ୍ୟାନ କରାଯାଇଛି I କିନ୍ତୁ ସେ ମଧ୍ୟ IPL ଇତିହାସ ରେ ଜଣେ ଭଲ ଖେଳାଳି ରୂପେ ପରିଚିତ ଥିଲେ I IPL 2019 ରେ 12 ରନ ଦେଇ ସେ 6 ଵିକେଟ ନେଇଥିଲେ I ଜୋସେଫ ଙ୍କ ର ସ୍ଥାନ ରେ ଦକ୍ଷିଣ ଆଫ୍ରିକା ର ବ୍ୟଉରାଂ ହେଡ଼ଋକ୍ଷ ମଧ୍ୟ ଟିମ ପରିଚାଳନା କୁ ସନ୍ତୋଷ ଜନକ ଖେଳ ପ୍ରଦର୍ଶନ ଦେଖାଇପାରିନାହାନ୍ତି I

ଏହି ଖେଳାଳି ଙ୍କୁ ଅନ୍ୟ ଟିମ ରୁ ନେଇଛି ମୁମ୍ବାଇ ଇଂଡିଆନ୍ସ
ମୁମ୍ବାଇ ଇଂଡିଆନ୍ସ ରୁ ଦିଲ୍ଲୀ କ୍ୟାପିଟାଲ ରେ କିବି ବୋଲର ଟ୍ରେଣ୍ତ ବୋଲ କରିଥିଲେ I ଅନ୍ୟପଟେ ମୁମ୍ବାଇ ରେ ଧବଳ କୁଲକରଣୀ ମଧ୍ୟ ରାଜସ୍ତାନ ରୟାଲସ ରୁ ମୁମ୍ବାଇ ଇଂଡିଆନ୍ସ ରେ ଆସି ଯୋଗ ଦେଇଛନ୍ତି I ଦିଲ୍ଲୀ କ୍ୟାପିଟାଲ ୱେଣ୍ଡିଜ ଅଲ୍ରାଉଣ୍ଡର ସର୍ଫେନ ରାଡ଼ାରଫୋର୍ଡ଼ ମଧ୍ୟ ମୁମ୍ବାଇ ଇଂଡିଆନ୍ସ ରେ ସାମିଲ ହେଇଥିଲେ I

ମୁମ୍ବାଇ ପାଖ ରେ ରହିଛି 13 କୋଟି ର ପର୍ସ
ମୁମ୍ବାଇ ପାଖ ରେ 1305 କୋଟି ର ପର୍ସ ରହିଛି I ତାଙ୍କ ପାଖ ରେ ମୋଟ 7 ଖେଳାଳି ଙ୍କ ପାଁଇ ଆଉ ସ୍ଥାନ ରହିଛି I ଏବଂ ଏହି ଟଙ୍କା ରେ ଟିମ ଅନ୍ୟ ଖେଳାଳି ଙ୍କୁ କିଣିବା ର ଯୋଜନା ମଧ୍ୟ ରଖିଛି I 15 ନଭେମ୍ବର 2020 ରେ ଖେଳାଳି କିଏ ସାମିଲ ହେବେ କିଏ ଟିମ ରୁ ବାହାର ହେବେ ଏ ନେଇ ଶେଷ ନିଷ୍ପତି ଶୁଣାଣି ହେବ I 3 ଥର ଚମ୍ପିୟାନ ହେଇଥିବା ଚେନାଇ ସୁପର କିଙ୍ଗ 5 ଗୋଟି କ୍ରିକେଟର ଙ୍କୁ ବାହାର କରିଛି I