ମାୟା ସିରିଏଲର ରୁଦ୍ରୀ (Jashmin) ମା ଙ୍କ କୋଳରେ ଛୋଟ ଛୁଆଙ୍କ ପରି କରିଲେ ଏମିତି କିଛି, ଯିଏ ଦେଖିଲା ସିଏ କହିଲା ବାଃ ବାଃ

ବନ୍ଧୁଗଣ ଆପଣମାନେ ମାୟା ସିରିଏଲ ର ଲିଡ଼ ନାୟିକା ୠଦ୍ରୀ ଙ୍କୁ ତ ବେଶ ଭଲଭାବରେ ଜାଣିଥିବେ ଓ ଏ ସିରିଏଲ ରେ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ଏ ସିରିଏଲ ଟି ଆକାଶ ଛୁଆଁ ହୋଇପାରିଛି |

ଏଇ ସିରିଏଲ ରେ ତାଙ୍କର ଜବରଦସ୍ତ ଅଭିନୟ ଯୋଗୁ ସେ ବହୁତ ସାରା ଆୱାର୍ଡ ନିଜ ନାମରେ କରିବାରେ ସଫଳ ମଧ୍ୟ ହୋଇପାରିଛନ୍ତି | ତାହେଲେ ୠଦ୍ରୀ ଙ୍କର ପ୍ରକୃତ ନାମ ହେଉଛି ଜସ୍ମିନ ରଥ ଓ ତାଙ୍କୁ ମାତ୍ର 19 ବର୍ଷ ବୟସ ହୋଇଛି | ଯେତେବେଳେ ତାଙ୍କୁ 15 ବର୍ଷ ବୟସ ହୋଇଥିଲା ସେ ପ୍ରଥମେ ସର୍ଗମ ସିରିଏଲ ରେ ତାଙ୍କର ପ୍ରଥମ ଅଭିନୟ ଜୀବନ ଆରମ୍ଭ କରିଥିଲେ |

ଆଉ ପରବର୍ତ୍ତୀ ସମୟରେ ତାଙ୍କର ଜବରଦସ୍ତ ଅଭିନୟ ଯୋଗୁ ତାଙ୍କୁ ମାୟା ସିରିଏଲ ରେ ଲିଡ଼ ନାୟିକା ଭାବେ ଅଭିନୟ ମିଳିଥିଲା ଆଉ ଏ ସିରିଏଲ ରେ ତାଙ୍କର ଜବରଦସ୍ତ ଅଭିନୟ ସାରା ଓଡିଶା ବାସିଙ୍କୁ ପସନ୍ଦ ଆସିଥିବାର ନଜର ଆସିଛି |


ତାହେଲେ ଜସ୍ମିନ ରଥ ବା ୠଦ୍ରୀ ନିଜ ପରିବାର ସହିତ ଭୁବନେଶ୍ୱର ରେ ରହୁଛନ୍ତି ଓ ତାଙ୍କ ପରିବାରରେ ତାଙ୍କର ବାପା ମା ଓ ତାଙ୍କର ଗୋଟେ ବଡ଼ ଭାଇ ମଧ୍ୟ ଅଛନ୍ତି ତ ଫ୍ରେଣ୍ଡ୍ସ ମାତ୍ର କମ ବର୍ଷ ବୟସରେ ହିଁ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଯୋଗ ଦେଇଛନ୍ତି |

ଆଉ ତାଙ୍କର ଜବରଦସ୍ତ ଅଭିନୟ ଦ୍ୱାରା ସେ ଓଡିଶା ବାସୀଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ବନାଇବାରେ ସଫଳ ହୋଇପାରିଛନ୍ତି ତେବେ ବନ୍ଧୁଗଣ ଆପଣମାନଙ୍କୁ ତାଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |