ମ୍ୟାଚ ଜିତିବା ପରେ ବିରାଟ କୋହଲି, ଋଷବ ପଂଥ ଓ ଶ୍ରେୟସ ଆୟରଙ୍କୁ ନେଇ କହିଦେଲେ ବଡ କଥା !

ଯେପରି କି ଆପଣ ଜାଣିଥିବେ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟ ରେ ଆହୋଜିତ ହେଇଥିବ ତିନି ଗୋଟି ମ୍ୟାଚ ର ଦିନିକିଆ ମୁକାବିଲା ର ଦ୍ୱିତୀୟ ମ୍ୟାଚ ରେ ଭାରତ 107 ରନ ବ୍ୟବଧାନ ରେ ବିଜୟ ହେଇପାରିଛି I ଏହି ମ୍ୟାଚ ରେ ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରିଥିଲା I ଭାରତୀୟ ଟିମ ମୋଟ 5 ଗୋଟି ବିକେଟ ହରାଇ 387 ରନ କରିଥିଲା I ଭାରତ ତରଫରୁ ରୋହିତ ଶର୍ମା 159 ରନ କରିଥିଲେ I ସେହିପରି ଲୋକେଶ ରାହୁଲ 102 ରନ କରିଥିଲେ I ଶ୍ରେୟାସ 53 ରନ କରିଥିଲେ I ଭାରତୀୟ ଟିମ କରିଥିବା ସ୍କୋର ଲକ୍ଷ ରେ ରଖି ବିପକ୍ଷ ଟିମ 43.3 ଓଭର ରେ ମାତ୍ର 280 ରନ ହି କରିଥିଲା I ୱେଷ୍ଟଇଣ୍ଡିଜ ଟିମ ର ସାଇ ହୋପ 78 ରନ କରିଥିଲେ I ନିକୋଲସ 75 ରନ କରିଥିଲେ I

ମ୍ୟାଚ ଶେଷ ପରେ ସାମ୍ବାଦିକ ସମ୍ମିଳନୀ ରେ ଭାରତୀୟ ଟିମ ର କ୍ୟାପଟେନ ବିରାଟ କୋହଲି ନିଜ ଅଭିଭାଷଣ ରେ ଏହା କହିଛନ୍ତି କି ଆମେ ଏହି ଟିମ ରେ ବେଶ ଭଲ ଖେଳ ପ୍ରଦର୍ଶନ କରିପାରିଛେ I ସେହିପରି ଟି 20 ମ୍ୟାଚ ଅପେକ୍ଷ ମଧ୍ୟ ଏହି ମ୍ୟାଚ ରେ ଆମ ଟିମ ବେଶ ଭଲ ଖେଳ ପ୍ରଦର୍ଶନ କରିଛି I କିନ୍ତୁ ଆମ ଟିମ ର ଖେଳାଳି ଚାହିଁଥିଲେ ଆହୁରି 40-50 ରନ ଅଧିକ କରିବା ରେ ସକ୍ଷମ ହେଇପାରିଥାନ୍ତେ I ସବୁଠାରୁ ଆଶ୍ଚୟକର ସମୟ ଥିଲା ଯେତେବେଳେ ଦୁଇ ଓଭର ରେ 55 ରନ ହେଇଯାଇଥିଲା I

ବିରାଟ କୋହଲି ଏହା ମଧ୍ୟ କହିଛନ୍ତି , ବିଶ୍ୱକପ କ୍ରିକେଟ ମ୍ୟାଚ ସମୟ ରେ ଚତୁର୍ଥ ସ୍ଥାନ ରେ କେଉଁ ଖେଳାଳି ଖେଳିବେ ଏହା ଟିମ ର ଏକ ଚିନ୍ତା ର ବିଷୟ ରହିଥିଲା କିନ୍ତୁ ବର୍ତ୍ତମାନ ଆମେ ସ୍ପଷ୍ଟ ହେଇଯାଇଛୁ କି ଏହି ଚତୁର୍ଥ ସ୍ଥାନ ରେ ଶ୍ରେୟାସ ହି ଉପଯୁକ୍ତ ଖେଳାଳି ଅଟନ୍ତି I ଶ୍ରେୟାସ ଓ ରୁଷବ ଙ୍କ ର ଖେଳ ପ୍ରଦର୍ଶନ ଦେଖି ମୁ ବେଶ ଖୁସି ମଧ୍ୟ ଅଛି I କିନ୍ତୁ ବିରାଟ କୋହଲି ଏହି ସ୍ପଷ୍ଟୀକରଣ ଦେଇଛନ୍ତି କି ଟିମ ର ଖେଳାଳି ମନେ ସାମାନ୍ୟ ନିରସଯନକ ଫିଲଡିଂ କରିଛନ୍ତି I