ମ୍ୟାନ ଅଫ ଦି ମ୍ୟାଚ ହେବା ପରେ କେ ଏଲ ରାହୁଲ, କୋହଲି ଓ ରୋହିତଙ୍କୁ ନେଇ କହିଦେଲେ ବଡ କଥା, ଜିତିଲେ କୋଟି କୋଟି ଭାରତୀୟଙ୍କ ହୃଦୟ

ହାଇଦ୍ରାବାଦ ରେ ଭାରତୀୟ ଟିମ 6 ଵିକେଟ ରେ ବିଜୟ ହାସିଲ କରିଥିଲା I ଏବଂ ତିରୁଅନ୍ନପୂରମ ରେ ଟିମ 8 ଵିକେଟ ରେ ବିଜୟ ହାସିଲ କରି ସିରିଜ ବରାବରୀ କରିଛି I ଶେଷ ଓ ଫାଇନାଲ ମ୍ୟାଚ ମୁମ୍ବାଇ ରେ ଆୟୋଜନ ହେଇଯାଇଛି I ଏବଂ ଭାରତୀୟ ଟିମ ପାଁଇ ମ୍ୟାନ ଅଫ ଦି ମ୍ୟାଚ ରେ କେଏଲ ରାହୁଲ ନିଜ ର ଏହି ବୟାନ ଦେଇଛନ୍ତି I

ମ୍ୟାନ ଅଫ ଦି ମ୍ୟାଚ ପାଁଇ କେଏଲ ରାହୁଲ
ପ୍ରଥମ ମ୍ୟାଚ ରେ ଅର୍ଧ୍ୱଶତକ କରିବା ପରେ କେଏଲ ରାହୁଲ ନିଜେ ଏହି ପ୍ରମାଣ ଦେଇଛନ୍ତି କି ଏହି ମ୍ୟାଚ ରେ ସେ 91 ରନ କରିଥିଲେ I ଯେଉଁଥିରେ 9 ଗୋଟି ଚୌକା ଓ 4 ଗୋଟି ଛକ୍କା ମାରିଥିଲେ I ଏହି ମ୍ୟାଚ ପ୍ରୋଜେକ୍ସନ ରେ ବ୍ୟାଟିଂ ଓ ବୋଲିଂ ଉପରେ କେଏଲ ରାହୁଲ କିଛି ବୟାନ ଦେଇଛନ୍ତି I

ଟି 20 ଫର୍ମାଟ ରେ ନିଜ ଫର୍ମ ରେ କେଏଲ ରାହୁଲ କହିଛନ୍ତି
କ୍ରିକେଟ ରେ କେଏଲ ରାହୁଲ କହିଛନ୍ତି ,

ଏହା ଦ୍ୱାରା ଅନେକ ଆତ୍ମବିଶ୍ୱାସ ମିଳିବ ଓ ଆପଣ ଜାଣିଛନ୍ତି ପ୍ରଥମେ ବ୍ୟାଟିଂ କଣ ପାଁଇ କରିବା ଉଚିତ I ଏବଂ କେଉଁ ସମୟ ରେ ସର୍ଟ ଖେଳିବା ଉଚିତ I ଯାହା କି ପ୍ରଥମେ ବ୍ୟାଟିଂ କରିବା ଟିମ ପାଁଇ ବିଶେଷ ମହତ୍ବପୂର୍ଣ ହେଇଥାଏ I

ସେ ଏହା କହିଛନ୍ତି
କୌଣସି ଅନ୍ୟ ପ୍ରକ୍ରିୟା ପରି ଯେତେବେଳେ ଆପଣ ଥରେ ସେଟ ହେଇଯାଇଥାନ୍ତି ଏବଂ ଆଗ କୁ ବଢିବା କୁ ଚାହିଁଥାନ୍ତି ତେବେ ଆପଣ ମ୍ୟାଚ ରେ ସର୍ବ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିପାରିବେ I ଏବଂ ଖେଳ ରେ ଭଲ ରେକର୍ଡ ମଧ୍ୟ କରିପାରିବେ I

ଚେନାଇ ରେ ହେବ ଏକଦିବସୀୟ ମ୍ୟାଚ
ବିରାଟ କୋହଲି ଟିମ ଟି 20 ସିରିଜ ରେ ନିଜ ର ସୁନାମ ଅର୍ଜନ କରିଛନ୍ତି I ଏହା ପରେ ଉଭୟ ଟିମ ମଧ୍ୟ ରେ ଏକ ଦିବସୀୟ ମ୍ୟାଚ ର ଆୟୋଜନ ହେବ I ଯାହା କି ଚେନାଇ ର ମୈଦାନ ରେ 15 ଡିସେମ୍ବର ରେ ଆୟୋଜନ ହେବ I ଏହି ମ୍ୟାଚ ରେ କେଦାର ଯାଦବ ଭାରତୀୟ ଟିମ ରେ ଯୋଗ ଦେଇପାରନ୍ତି I ଏବଂ ୱେଷ୍ଟଇଣ୍ଡିଜ ଟିମ ରେ ମଧ୍ୟ କିଛି ନୂତନ ଖେଳାଳି ଙ୍କୁ ଦେଖିବା କୁ ମିଳିପାରେ I