ପୁଣେ ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟ ରେ ତୃତୀୟ ଟି 20 ମ୍ୟାଚ ର ଆୟୋଜନ ହେଇଚି I ଯେଉଁଥିରେ ଭାରତ 78 ରନ ର ବଡ଼ ଅନ୍ତର ରେ ବିଜେତା ରହିଛି I ଏହି ବିଜୟ ରେ ଭାରତ ଟି 20 ସିରିଜ ରେ 2-0 ରେ ବିଜୟ କରିଛି I ଏହି ମ୍ୟାଚ ର ସମ୍ପୂର୍ଣ ବିବରଣୀ I ଭାରତ ଏହି ମ୍ୟାଚ ରେ ଟସ ଜିତିବା ପରେ ବ୍ୟାଟିଂ କରିକି 20 ଓଭର ରେ 6 ଵିକେଟ ହରାଇ 201 ରନ କରିଥିଲା I କେଏଲ ରାହୁଲ ସର୍ବାଧିକ 54 ରନ କରିଥିଲେ I ଏହା ଛଡା ଶିଖର ଧାୱନ 52 ରନ କରିଥିଲେ I ଶେଷ ରେ ମନୀଷ ପାଣ୍ଡେ 31 ରନ କରି ଭାରତ କୁ 201 ରନ ର ଲକ୍ଷ ରେ ପହଂଚାଇଥିଲେ I ଏବଂ ଶ୍ରୀଲଙ୍କା ଏହି ମ୍ୟାଚ ବିଜୟ କରିବା କୁ 202 ରନ ର ଲକ୍ଷ ରହିଥିଲା I ଏବଂ ଶ୍ରୀଲଙ୍କା ଏହି ମ୍ୟାଚ ରେ ମାତ୍ର 15.5 ଓଭର ରେ 123 ରନ କରି ଆଉଟ ହେଇଯାଇଥିଲା I ଶ୍ରୀଲଙ୍କା ର ଧାନଜ୍ଞ ଡିସିଲାବା ସବୁଠାରୁ ଅଧିକ 57 ରନ କରିଥିଲେ I ଏହା ଛଡା ଏଯେଲୋ 31 ରନ କରିଥିଲେ I
ଏହିପରି ଭାରତୀୟ ଟିମ ଟି 20 ମ୍ୟାଚ ରେ 78 ରନ ବ୍ୟବଧାନ ରେ ବିଜୟ ହେଇଥିଲା I ଟି 20 ସିରିଜ ରେ 2-0 ରେ ବିଜୟ ହେଇ ନିଜ ନାମ ରେ ଏହି ସିରିଜ କରିପାରିଛି I ନବଦ୍ୱୀପ ସେନି ସବୁଠାରୁ ଅଧିକ 3 ଵିକେଟ ନେଇଥିଲେ I ୱାସିଟନ ସୁନ୍ଦର ଓ ସାରଦୁଲ ଠାକୁର 2-2 ଵିକେଟ ନେଇଥିଲେ I ଯଶପ୍ରୀତ ବୁମରାହ ଏକ ଵିକେଟ ନେଇଥିଲେ ଓ ମ୍ୟାନ ଅଫ ଦି ମ୍ୟାଚ ପାଇଥିଲେ I
ଶ୍ରୀଲଙ୍କା ବିପକ୍ଷ ରେ ଏହି ମ୍ୟାଚ ରେ ବ୍ୟାଟିଂ ଓ ବୋଲିଂ ରେ ଭଲ ଖେଳ ପ୍ରଦର୍ଶନ କରିଥିଲେ ସାରଦୁଲ ଠାକୁର I ସେ ଏହି ମ୍ୟାଚ ରେ ମ୍ୟାନ ଅଫ ଦି ମ୍ୟାଚ ହାସିଲ କରିଥିଲେ I
ସାରଦୁଲ ଏହି ମ୍ୟାଚ ରେ 22 ରନ କରିଥିଲେ ଓ 2 ଗୋଟି ମହତ୍ବପୂର୍ଣ ଵିକେଟ ନେଇଥିଲେ I ଏବଂ ସେ ନିଜ ର ଇଣ୍ଟରଭିୟୁ ରେ କହିଛନ୍ତି –
ତୃତୀୟ ଟି 20 ରେ ମ୍ୟାନ ଅଫ ଦି ମ୍ୟାଚ ରେ ମୁ ଜାଣିପାରିଥିଲି କି ମୋ ର ସେତିକି ବ୍ୟାଟିଂ କରିବା ର ଯୋଗ୍ୟତା ରହିଛି କି ମୁ ମ୍ୟାଚ ରେ କିଛି ଗୁତୁ ଦାଇତ୍ୱ ପୁରା କରିପାରିବି I ଆଗାମୀ ସମୟ ରେ ଆହୁରି ଭଲ ଖେଳ ପ୍ରଦର୍ଶନ କରିବା କୁ ମୁ ନିଜ ର ପ୍ରୟାସ ଜାରି ରଖିବି I
ସାରଦୁଲ ଠାକୁର ଏହା ମଧ୍ୟ କହିଛନ୍ତି କି ଆଉଟସ୍ୱଇଙ୍ଗ ବୋଲିଂ କରିକି ସେ 2016 ରେ ବ୍ରେକ ଇନ କରିଥିଲେ ଏବଂ ସେତେବେଳେ ଟିମ ରେ ଯଥେଷ୍ଟ ସମୟ ବିତାଇଥିଲେ I
ସାରଦୁଲ ଠାକୁର ଏହା ମଧ୍ୟ କହିଛନ୍ତି କି ସେ ଟିମ କୁ ନିଜ ର ପରିବାର ପରି ଭାବିଥାନ୍ତି କାରଣ ଟିମ ର କ୍ୟାପଟେନ ବିରାଟ କୋହଲି ଆମ କୁ ଭଲ ଖେଳ ପ୍ରଦର୍ଶନ କରିବା କୁ ସର୍ବଦା ଆତ୍ମବିଶ୍ୱାସ ଦୃଢ଼ କରିବା କୁ କହିଥାନ୍ତି I ସବୁ ଖେଳାଳି ଙ୍କୁ ଏକ ସମାନ ମଧ୍ୟ ଦେଖିଥାନ୍ତି I ସେଥିପାଇଁ ଏହାର ଶ୍ରେୟ ମୋର ଅଧିନାୟକ ଓ ଦଳକୁ ଯାଉଛି |