ନାଗରିକ ସଂଶୋଧନ ବିଲ ଦ୍ଵାରା ଏହି ଲୋକମାନଙ୍କୁ ରହିବ ସବୁଠାରୁ ଅଧିକ ବିପଦ, ହିନ୍ଦୀ ଭାଇ ହୁଅନ୍ତୁ କି ମୁସଲିମ ଭାଇ ଏହି ଖବର ଟିକୁ ଥରେ ନିଶ୍ଚୟ ପଢ଼ିନିଅନ୍ତୁ

ନାଗରିକତା ଏକ ବିଶେଷ ସାମାଜିକ , ରାଜନୈତିକ ଓ ମାନବ ସଂଶୋଧନ ସମୁଦାୟ ଅଟେ I

ସାମାଜିକ ଅନୁବନ୍ଧ ର ସିଦ୍ଧାନ୍ତ ଅନୁସାରେ ନାଗରିକତା ଅବସ୍ଥା ର ଅଧିକାର କୁ ନାଗରିକତା କୁହାଯାଇଥାଏ I ନାଗରିକତା ସଂଶୋଧନ ବିଧେୟକ କୁ ସର୍ଟକଟ ରେ CAB କୁହାଯାଇଥାଏ I ଏହି ବିଧେୟ ବାଂଲାଦେଶ , ଆଫଗାନିସ୍ତାନ ଓ ପାକିସ୍ତାନ ର ଛଅ ଅଳ୍ପସଂଖ୍ୟକ (ହିନ୍ଦୁ , ବୌଧ , ଯେନ , ପାର୍ସି , ଈସାଈ ଓ ଶିଖ) ସମୁଦାୟ ର ଲୋକେ ଭାରତୀୟ ନାଗରିକତା ପାଇବା ର ବିଲ କୁ CAB କୁହାଯାଇଥାଏ I ଏବଂ ଏହି ଅଧିକାର ରେ ବିଦେଶ ର ଅଳ୍ପସଂଖ୍ୟକ ଭାରତ ରେ ରହିପାରିବେ I

ସରକାର ଙ୍କ ତରଫରୁ ଆଗତ ହେଇଥିବା ଏହି ବିଧେୟକ ରେ ଅନେକ ବିଶେଷ କଥା ହେଉଛି ଏଥିରେ କୌଣସି ମୁସଲିମ ସମୁଦାୟ କୁ ନାଗରିକତା ଅଧିକାର ମିଳିବ ନାହିଁ ଓ ତାଙ୍କୁ ଦେଶ ରୁ ବାହାର କରାଯିବ I ଅମିତ ସାହ କହିଛନ୍ତି ବାଂଲାଦେଶ , ପାକିସ୍ତାନ , ଆଫଗାନିସ୍ତାନ ରୁ 31 ଡିସେମ୍ବର 2014 ପୂର୍ବ ରୁ ଆସିଥିବା ହିନ୍ଦୁ , ଶିଖ , ବୌଧ , ଜେନ , ପାର୍ସି ଓ ଈସାଈ ନାଗରିକ ଙ୍କୁ ଏହି ଅଧିକାର ପ୍ରଦାନ କରାଯିବ I

କଂଗ୍ରେସ ଓ NCP ସମେତ ଅନେକ ବିପକ୍ଷ ଦଳ ଏହି ବିଲ କୁ ବିରୋଧ କରିଥିଲେ I କାରଣ ସେମାନେ ଚାହୁଁନାହାନ୍ତି ଏହି ଲୋକ ଙ୍କୁ ଭାରତ ରେ ରଖିବା କୁ I ଏବଂ ଏହି ବିଲ ଆଗତ ଦ୍ୱାରା ପାକିସ୍ତାନ , ଆଫଗାନିସ୍ତାନ ଓ ବାଂଲାଦେଶ ଆଦି ରୁ ଯେଉଁ ମୁସଲିମ ସମୁଦାୟ ର ଲୋକେ ଭାରତ ଆସୁଛନ୍ତି ସେମାନେ ଏଠାରେ ନାଗରିକ ଅଧିକାର ପାଇପାରିବେ ନାହିଁ I କିଛି ରାଜନୈତିକ ଦଳ ଯେପରି ତାମିଲନାଡୁ ର ଏଆଇଏଡିଏମକେ ର 11 , ଓଡିଶା ର ମୁକ୍ଷ୍ୟ ମନ୍ତ୍ରୀ ନବୀନ ପଟନାୟକ ଙ୍କ ର 7 , ଆନ୍ଧ୍ରପ୍ରଦେଶ ମୋହନ ରେଡ୍ଡୀ ଙ୍କ ର 2 , ଚନ୍ଦ୍ରାବାବୁ ନାଇଡୁ ଙ୍କ ର ତେଲୁଗୁ ଦେଶଂ ପାର୍ଟି ଅର୍ଥାତ ଟିଡ଼ିପି ର 2 ସଂସଦ ଏହି ବିଲ କୁ ସମର୍ଥନ କରିଛନ୍ତି I

ଅମିତ ସାହ ସଂସଦ ରେ ଏହା ସ୍ପଷ୍ଟ କରିଛନ୍ତି କି 1947 ରେ ପାକିସ୍ତାନ ରେ 23 % ପ୍ରତିସଦ ହିନ୍ଦୁ ଥିଲେ 2011 ରେ ଏହା 3.4% କୁ ଆସିଯାଇଛି I ଅର୍ଥାତ ସେଠାରେ ଅଳ୍ପ ସଂଖ୍ୟକ ଙ୍କ ଉପରେ ଅନେକ ହଇରାଣ ଓ ଜୁଲୁମ କରାଯାଉଛି I

ଅଳ୍ପ ସଂଖ୍ୟକ ଲୋକ ଙ୍କ ଉପରେ ହେଉଥିବା ଅତ୍ୟାଚାର କୁ ନଜର ରେ ରଖି ଭାରତ ସରକାର ଏହି ପଦକ୍ଷପ ନେଇଛନ୍ତି I