ବଡ଼ ଖବର: ଶଶୁରକୁ ନେଇ ବୋହୂ ଫେରାର, He Bhagban ରାତିରେ ଯାହା ହେଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଆଜିର ଏହି କଳିଯୁଗ ସମୟରେ ଏପରି ସବୁ ଘଟଣା ଘଟୁଛି ଯାହାକି ସମାଜ ପାଇଁ କଳଙ୍କ ଅଟେ। ଭଗଵାନପୁର ଗାଁର ଝାଡ଼ଖଣ୍ଡରେ ଘଟିଛି ଏମିତି ଏକ କାଣ୍ଡ ଯାହାକୁ ଯିଏ ଶୁଣୁଛି ସେ ଚକିତ ହୋଇଯାଉଛି। ଘଟଣାଟି ଏପରି ଘଟିଛି ମାତ୍ର ୧୨ ଦିନର ନୂଆ ବୋହୂ ନିଜ ଶଶୁର ସହ ଫେରାର ହୋଇଯାଇଛି।

ଝାଡ଼ଖଣ୍ଡର ଆନନ୍ଦ ସିଂଙ୍କ ସହ ଘଟିଛି ଏମିତି ଗୋଟିଏ ଘଟଣା ତାଙ୍କ ସ୍ତ୍ରୀ ନିଜ ଶଶୁରଙ୍କ ସହ ବିବାହର ୧୨ ଦିନ ପରେ ଫେରାର ହୋଇ ଯାଇଛନ୍ତି। ଯାହାକି ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି, ଯିଏ ଶୁଣୁଛି ଏହି ଘଟଣା ତାର ମୁଣ୍ଡ କାମ କରିବା ବନ୍ଦ୍ କରି ଦେଉଛି।

ଘଟଣାଟି ଏହିପରି ଘଟିଛି ଯେ ମିତାଲୀଙ୍କ ସହ ଆନନ୍ଦଙ୍କର ବାହାଘର କିଛି ଦିନ ହେଲା ହୋଇଥିଲା। ଆନନ୍ଦ ଷ୍ଟିଲ୍ ପ୍ଲାଣ୍ଟରେ କାମ କରୁଥିବାରୁ ସେ ନିଜ ପତ୍ନୀଙ୍କୁ ଏତେ ସମୟ ଦେଇପାରୁ ନଥିଲେ। ଧୀରେ ଧୀରେ ନୂଆ ବୋହୂର ସମ୍ପର୍କ ଗଢ଼ି ଉଠିଥିଲା ନିଜ ଶଶୁର ମୋହନଲାଲ୍ ସିଂଙ୍କ ସହ। ଏବେ ଦୁହେଁ ଘରୁ ପଳାୟନ କରି ଅନ୍ୟତ୍ର ରହୁଛନ୍ତି।

ଶୁଣିବାକୁ ମିଳିଛି ଶଶୁର ବୋହୂ ଉଭୟ ବିବାହ ମଧ୍ୟ କରି ସାରିଛନ୍ତି। ଶଶୁର ସହ ଫେରାର ହେବା ପରେ ବୋହୂ ଫୋନ୍ ରେ ଭିଡିଓ କଲ୍ କରି କହିଲା ଏହି କଥା। ମୀତାଲି ନିଜ ସ୍ବାମୀଙ୍କୁ ଭିଡିଓ କଲ୍ କରି କହିଛନ୍ତି ମୁଁ ମୋ ଶଶୁରଙ୍କ ସହ ଆନନ୍ଦ ଅନୁଭବ କରୁଛି, ବୋହୁତ ଖୁସିରେ ଅଛି ତୁମେ ଆମକୁ ଆଉ ଖୋଜ ନାହିଁ। ଆମେ ଦୁହେଁ ପେନ୍ସନ୍ ପଇସାର ଚଳିଯିବୁ। ମୁଁ ଯଦି ପୂର୍ବରୁ ଜାଣିଥାନ୍ତି ତୁମେ ଜଣେ ଗୁପ୍ତ ରୋଗୀ ତେବେ ମୁଁ ତୁମକୁ ବିବାହ କରି ମୋ ଜୀବନ ନଷ୍ଟ କରି ନଥାନ୍ତି।