ନମସ୍କାର ବନ୍ଧୁଗଣ ମାତା ଲକ୍ଷ୍ମୀଙ୍କୁ ଭଲ ଲାଗେ ଏହି ରାଶି। ସବୁବେଳେ କରନ୍ତି ଏହି ରାଶିର ସାହାଯ୍ୟ। ଆଜି ଆସନ୍ତୁ ଜାଣିବା ସେହି ଦୁଇ ଗୋଟି ରାଶି ବିଷୟରେ ଯେଉଁ ରାଶି ଉପରେ ସଦାସର୍ବଦା ମାତା ଲକ୍ଷ୍ମୀଙ୍କର ଅଶ୍ରିବାଦ ରହିଥାଏ।
ପଇସା ନାମ ଶୁଣିବା ପରେ ଲୋକଙ୍କ ମନରେ ଏକ ଖୁସୀ ଆସିଯାଇଥାଏ। ଆମେ ସମସ୍ତେ ଚାହିଁଥାଉ ଯେ ଜୀବନରେ ଅଧିକରୁ ଅଧିକ ଧନ କମେଇବା ପାଇଁ। ତେଣୁ ଏଥିପାଇଁ ଲୋକମାନେ ଅନେକ ଜାଗାରେ ଅନେକ କାର୍ଯ୍ୟ କରିଥାନ୍ତି। କିନ୍ତୁ କେତେଥର ମଧ୍ୟ ଅଧିକ ପରିଶ୍ରମ କରିବା ପରେ ମଧ୍ୟ ମନ ଚାହୁଁଥିବା ଟଙ୍କା ପଇସା ମିଳିନଥାଏ। ତେଣୁ ଜୀବନର ଗୋଟିଏ ଏମିତି ମୋଉକ ମିଳିଯାଏ ଯାହାକି ଆମର ଜୀବନକୁ ବଦଳାଇ ଦେଇଥାଏ। ଚାରିଆଡୁ ଆସିଥାଏ ଟଙ୍କା ପଇସା ଓ ଧନ ରତ୍ନ। ଏହି ଭଲ ଓ ଖରପ୍ ସମୟର ଖେଳ ଆକାଶଗଙ୍ଗା ଠାରେ ରହିଥିବା ଗ୍ରହମାନଙ୍କର ଚଳନକୁ ନେଇ ହୋଇଥାଏ।
ଏହି ଗ୍ରହମାନଙ୍କର ସମ୍ବନ୍ଧ ଆପଣଙ୍କ ରାଶି ସହିତ ଜଡ଼ିତ ରହିଥାଏ। ଏହି ଗ୍ରହର ଚଳନ ଅନୁସାରେ ଆପଣଙ୍କ ଭଲ ଏବଂ ଖରାପ ସମୟ ନିର୍ଦ୍ଧାରିତ ହୋଇଥାଏ। ତେଣୁ ଏଭଳି ପରିସ୍ଥିତିରେ କିଛି ବିଶେଷ ରାଶି ଗୁଡ଼ିକର ଭାଗ୍ୟ ଖୋଲିଯାଇଥାଏ। ଅର୍ଥାତ୍ ଏହି ରାଶି ଗୁଡ଼ିକର ଭାଗ୍ୟ ବଦଳି ଯାଇଥାଏ। ଏମାନଙ୍କୁ ଅଚାନକ ଭାବରେ ହୋଇଥାଏ ଲାଭ ହିଁ ଲାଭ। ତେବେ ଆସନ୍ତୁ ଜାଣିବା ସେହି ରାଶି କଣ ଯାହା ମାତା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାଏ।
ଏହି ରାଶିଗୁଡ଼ିକୁ ଆଗାମୀ ସମୟରେ ଧନ କମେଇବାର ମାର୍ଗ ମିଳିବ। ଖାସ୍ କରି ଯେଉଁ ଲୋକମାନେ ଚାକିରି ଖୋଜୁଛନ୍ତି କିମ୍ବା ପ୍ରଥମରୁ ଚାହୁଁନଥିବା ଚାକିରି କରିଛନ୍ତି ତେବେ ଏମାନଙ୍କୁ ମନ ଚାହୁଁଥିବା ଚାକିରି ଖୁବ୍ ଶୀଘ୍ର ମିଳିବାକୁ ଯାଉଛି। ଏହା ସହିତ ବ୍ୟାପାର ବାଣିଜ୍ୟ କରୁଥିବା ଲୋକଙ୍କୁ ମଧ୍ୟ ଅନେକ ମାତ୍ରାରେ ଲାଭ ହେବ। ଏହି ରାଶିର ଲୋକଙ୍କ ଭାଗ୍ୟରେ ଲଟେରୀ ଲାଗିବାର ସମ୍ଭାବନା ବନୁଛି କିମ୍ବା ବାହନ ବିକିବା କାରଣରୁ ମଧ୍ୟ ଅନେକ ମାତ୍ରାରେ ଧନ ଲାଭ ହେବ। ତେଣୁ ଏହି କଥାର ଧ୍ୟାନ ରଖି ଆପଣ ଏହି ମୋଉକାକୁ ହାତଛଡା କରନ୍ତୁ ନାହିଁ।
ଏହି ଧନ ମଧ୍ୟ ଅନ୍ୟ କେଉଁ ରାସ୍ତାଦେଇ ଆପଣଙ୍କ ପାଖକୁ ଆସିପରେ। ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଆଶ୍ରିବାଦ ରହିଛି ଏବଂ ଆପଣଙ୍କ ଘରର ପଇସା ବାକ୍ସରେ କିମ୍ବା ଆଲମାରୀରେ ଧନ ଦୁଇଗୁଣ ହେବ। ଆପଣଙ୍କୁ ଯଦି କୌଣସି ନୂଆ ଅବସର ମିଳୁଛି ତେବେ ଏହାକୁ ହାତରୁ ଯିବାକୁ ଦିଅନ୍ତୁ ନାହିଁ। ମନେ ରଖନ୍ତୁ ମାତା ଲକ୍ଷ୍ମୀଙ୍କର ଏହିଭଳି କୃପା ବନେଇ ରଖିବାପାଇଁ ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରନ୍ତୁ। ତାଙ୍କର ସାମ୍ନାରେ ଘିଅର ଦ୍ଵୀପ ନିଶ୍ଚିତ ଜାଳନ୍ତୁ। ସେହି ଦୁଇଟି ରାଶି ହେଉଛି ସିଂହ ରାଶି ଏବଂ କୁମ୍ଭ ରାଶି। ଏହି ଦୁଇଟି ରାଶି ମାତା ଲକ୍ଷ୍ମୀଙ୍କୁ ବୋହୁତ ଭଲ ଲାଗେ। ତେଣୁ ସବୁବେଳେ ମାତା ଲକ୍ଷ୍ମୀ ଏହି ଦୁଇଟି ରାଶିକୁ ସାହାଯ୍ୟ କରିଥାନ୍ତି।
ମାତା ଲକ୍ଷ୍ମୀଙ୍କୁ ସବୁବେଳେ ଭଲ ଲାଗିଥାଏ ଏହି 2ଟି ରାଶି, ଦୁନିଆର ସବୁଠୁ କୋଟିପତି ରାଶି… Jay Maa Lakhmi
