ନେହାଙ୍କୁ ଜବରଦସ୍ତି କିସ କରିଥିବା ପିଲାର ପରେ କଣ ହେଲା ଆପଣ ମଧ୍ୟ ଜାଣି ନିୟନ୍ତୁ !

ନେହା କଙ୍କଡ ଜଣେ ଭାରତୀୟ ଗୀତିକାର ଅଟନ୍ତି ! 2006 ରେ ନେହା କଙ୍କଡ ଭାରତୀୟ ଟେଲିଭିଜନ ସୋ “ଇଣ୍ଡିଆନ ଆଇଡ଼ଲ ସିଜନ 2” ରେ ଭାଗ ନେଇଥିଲେ I ନେହା କଙ୍କଡ ଙ୍କ ର କିଛି ସୁପରହିଟ ଗୀତ ଯେପରି “ସନି ସନି” , ମନାଲି ଟ୍ରେସ , ଆଓ ରାଜା , ଢିତିଙ୍ଗ ନାଚ , ଲଣ୍ଡନ ତୁମକା ଓ ଯାଦୁ କି ଝପପି I ନେହା କଙ୍କଡଙ୍କ ର ଭାଇ ଟୋନି ବଲିଉଡ ରେ ଜଣେ ସଂଗୀତକାର ଅଟନ୍ତି I

ଯେପରି ଇଣ୍ଡିଆନ ଆଇଡ଼ଲ 11 ର ପ୍ରୋମ ଭିଡିଓ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେଇଚି I ଏବଂ ଏହା କୁ ଦର୍ଶକେ ବେଶ ଅଧିକ ପସନ୍ଦ କରିଛନ୍ତି I କିନ୍ତୁ ଏକ ସୋ ରେ ମଞ୍ଚ ଉପରେ ନେହା କଙ୍କଡଙ୍କ ର ଗାଲ କୁ ଜଣେ ପ୍ରତିଯୋଗୀ କିସ କରିବା ର ଦେଖିବାକୁ ମିଳିଛି I

ଆପଣ ଜାଣିରଖନ୍ତୁ କି ବର୍ତମାନ ନେହା କଙ୍କଡ ଇଣ୍ଡିଆନ ଆଇଡିଆଲ ସିଜିନ 11 ର ଜଜ ଅଟନ୍ତି I ଏବଂ ତାଙ୍କ ସହ ଅନନୁ ମଲ୍ଲିକ ମଧ୍ୟ ଜଜ ସ୍ଥାନ ରେ ବସିଥିଲେ I ବିଗତ ଦିନ ରେ ରାଜସ୍ଥାନୀ ବେଶ ଭୁଷା ରେ ଜଣେ ପ୍ରତିଯୋଗୀ ମଞ୍ଚ ଉପର କୁ ଆସିଥିଲେ ଏବଂ ନେହା କଙ୍କଡ ଙ୍କୁ ସାକ୍ଷ୍ୟାତ କରିବାକୁ ଜିଦ୍ଦୀ କରିଥିଲେ I ଏବଂ ପାଖ କୁ ଆସି ସେ ନେହା କଙ୍କଡ ଙ୍କ ର ଗାଲ ରେ କିସ କରିଥିଲେ I

ସୋସିଆଲ ମିଡ଼ିଆ ରେ ଏହା ବେଶ ଚର୍ଚା ର ବିଷୟ ରହିଛି I ସେହିପରି ଜଣେ ୟୁଜର ଲେଖିଛନ୍ତି କି ସେହି ଯୁବକ ଙ୍କୁ ଏକ ଚାପୁଡ଼ା ମାରିବା ର ଥିଲା I ଏହା କୁ ବିଶାଳ ଉତ୍ତର ଦେଇଥିଲେ I

ଏତେ ସବୁ ହେବା ପରେ ଆମେ ନିଷ୍ପତି ନେଇଛୁ କି ପୋଲିସ ଡାକିବାକୁ ପଡିବ I କିନ୍ତୁ ନେହା କଙ୍କଡ କହିଛନ୍ତି ସେହି ଯୁବକ ଙ୍କୁ ପୋଲିସ କୁ ଦିଅନ୍ତୁ ନାହିଁ I ସେହି ଯୁବକ ଙ୍କ ର ମାନସିକ ସହାୟତା ର ଆବଶ୍ୟକତା ରହିଛି I ସେହି ଯୁବକ ଙ୍କ ର ନାମ ମିଳନ ରାଜପୁତ ଅଟେ I ସେ ନେହା କଙ୍କଡ ଙ୍କ ପାଁଇ ଅନେକ ଗିଫ୍ଟ ମଧ୍ୟ ନେଇ ଆସିଥିଲେ I