ଜାମୁ କାଶ୍ମୀରର ନୂଆ ନକ୍ସା ଦେଖି କି ବଇଆ ହେଲା ପାକିସ୍ତାନ; ଆପଣ ମଧ୍ୟ ଭଲ ସେ ଦେଖି ନିୟନ୍ତୁ ନୁଆ ନକ୍ସା

ବିଗତ ଦିନ ରେ ଭାରତ ସରକାର ଜାମୁ କାଶ୍ମୀର ଓ ଲାଦଖ କୁ କେନ୍ଦ୍ର ଶାସିତ ପ୍ରଦେଶ କରିବା ପରେ ବର୍ତମାନ ନୂଆ ଭାରତୀୟ ମାନଚିତ୍ର ବାହାର କରିଛନ୍ତି I ଏହା ଦେଖି ପାକିସ୍ତାନ ଡରିଯାଇଛି I ଏହି ନୂଆ ନକ୍ସା ଟି ଭାରତ ସରକାର ଶନିବାର ଦିନ ଜାରି କରିଛନ୍ତି I ଭାରତ ର ଏହି ନୂଆ ନକ୍ସା କୁ ନେଇ ପାକିସ୍ତାନ ନିଜ ର ଆପତ୍ତି ଜଣାଇଛି I ଏଠାରେ POK ଅଂଚଳ କୁ ମଧ୍ୟ ଭାରତ ମାନଚିତ୍ର ରେ ଦର୍ଶାଯାଇଛି I

ପାକିସ୍ତାନ କବ୍ଜା ରେ କାଶ୍ମୀର ର ଦୁଇ ଜିଲ୍ଲା ମିରପୁର ଓ ମୁଜାଫରବାଦ କୁ ଜାମୁ କାଶ୍ମୀର ରେ ଦର୍ଶାଯାଇଛି I ଏହି ଦୁଇ ଜିଲ୍ଲା କୁ ପାକିସ୍ତାନ କବ୍ଜା କରି ରଖିଛି I ବିଗତ ରବିବାର ରେ ପାକିସ୍ତାନ ର ବୈଦେଶିକ ମନ୍ତ୍ରୀ ନିଜ ର ବୟାନ ଦେଇଛନ୍ତି I ପାକିସ୍ତାନ ଏହି ନକ୍ସା କୁ ସ୍ୱୀକାର କରିନାହିଁ I

ଭାରତ ର ଏହି ନୂଆ ନକ୍ସା ରୁ ସ୍ପଷ୍ଟ ଜଣାଯାଇଛି କି ପାକିସ୍ତାନ ଏହା ଦ୍ୱାରା ସମ୍ପୂର୍ଣ ଡରିଯାଇଛି I ତେଣୁ POK ଅଂଚଳ କୁ ପାକିସ୍ତାନ ନିଜ କବ୍ଜା ରେ ରଖିବା ତା ପାଁଇ ବିପଦ ବୋଲି ଆଶଙ୍କା ରହିଛି I ଏହି ଜାମୁ ଗିଲାଗିଟ କୁ ଭାରତ ର ନକ୍ସା ରେ ସ୍ୱୀକାର କରାଯାଇନାହିଁ I

ବିଗତ ଦିନ ରେ ଜାରି ହେଇଚି ନୂଆ ନକ୍ସା

ଜାମୁ କାଶ୍ମୀର ରୁ ଧାରା 370 ର ଉଛେଦ ପରେ ରାଜ୍ୟ କୁ କେନ୍ଦ୍ର ଶାସିତ ପ୍ରଦେଶ ଘୋଷଣା କରାଯାଇଥିଲା I ଏହି ଦୁଇ ରାଜ୍ୟ କୁ ପରେ ବର୍ତମାନ ନୂଆ ନକ୍ସା ଜାରି କରାଯାଇଛି I ଜାମୁ କାଶ୍ମୀର ର 22 ବର୍ତମାନ ସମୟ ରେ ରହିଛି I ମିରପୁର ଓ ମୁଜାଫରବାଦ କୁ ମଧ୍ୟ ଭାରତ ନିଜ ନକ୍ସା ରେ ଦର୍ଶାଇଛି I

କୁପିବାଡା , ବନ୍ଦୀପରା , ବରମୁଳା , ,ପଂଚ ବଡ଼ଗାଁ , ପୁଂଛ , କୁଳଗାଁ , ସୋପିୟ , କିଷ୍ଟାବ୍ଦ , , ଉଦ୍ଧାମପୁର ଡୋଡ଼ା , ସାବା , ଜାମୁ , କାଠୁଆ , ରାମବାନ , ରଜୋରି , ଅନନ୍ତନାଗ , ପୁଲବାମା , ଶ୍ରୀନଗର , ରିଵାସୀ ଓ ଗଁଦିର୍ବଳ ଜିଲ୍ଲା ଜାମୁ କାଂଶୀର ର ଜିଲ୍ଲା ଅଟନ୍ତି I