ପ୍ରେମ କେତେବେଳେ କାହା ସହ ହେଇଥାଏ କେହି ମଧ୍ୟ ଜାଣି ନ ଥାନ୍ତି I ତେବେ ଆଜି ଆମେ ଆପଣ ଙ୍କୁ ଏକ ଏପରି ପ୍ରେମ କାହାଣୀ ବିଷୟ ରେ କହିବାକୁ ଯାଉଛୁ ଯାହା କି ଶୁଣି ଆପଣ ମଧ୍ୟ ଆଶ୍ଚଯ୍ୟ ହେବେ I ଆଜିକା ସମୟ ରେ ମଧ୍ୟ କିଛି ପ୍ରେମ ବିବାହ କରିବା ରେ ଯୁବପିଢ଼ି ଙ୍କ ର ନାନା ସମସ୍ୟା ରହିଥାଏ I ଏବଂ କିଛି ପ୍ରେମୀ ଯୁଗଳ ନିଜ ପ୍ରେମ କାହାଣୀ କୁ ଅଧା ରେ ହିଁ ଛାଡିଦେଇଥାନ୍ତି I
ୟୁପି ରେ ଏକ ଘଟଣା ରେ ଯୁବତୀ ନିଜ ଭାଇ ଙ୍କ ସହ ପ୍ରେମ ସମ୍ବନ୍ଧ ରେ ରହିଥିଲେ I ଏବଂ ପରିବାର ଲୋକେ ସାମାଜିକ ରୀତିନୀତି କୁ ଡରିକି ଏହି ପରି ସମ୍ପର୍କ କୁ ଗ୍ରହଣ କରି ନ ଥିଲେ I ଏବଂ କିଛି ଏପରି ହେଇଥିଲା ଯାହା ଦ୍ୱାରା ଏହି ବିବାହ ପୋଲିସ କରାଇଥିଲା I ଝିଅ ଧର୍ମ ପରିବର୍ତନ କରି ବିବାହ ହେଇଥିଲେ I
ପୋଲିସ ର କହିବା ଅନୁସାରେ ଏହି ଘଟଣା ଟି ଖରଖୋଦେ ଗ୍ରାମ ର ଅଟେ I ଝାଇଁ ନିଜ ନାନୀ ଙ୍କ ଘର କୁ ଯାଇଥିଲା ଏବଂ ତାଙ୍କ ମାମା ଙ୍କ ପୁଅ ଙ୍କ ସହ ତାଙ୍କୁ ପ୍ରେମ ହେଇଯାଇଥିଲା I ସମ୍ପର୍କ ଅନୁସାରେ ଦୁହେଁ ଭାଇଭଉଣୀ ଅଟନ୍ତି I ଏବଂ ଏହି କାରଣ ରୁ ଏହି ସମ୍ପର୍କ କୁ ଗ୍ରହଣ କରିପାରି ନ ଥିଲେ ପରିବାର ଲୋକେ I କିନ୍ତୁ ଘଟଣା ଟି ଅଧିକ ଆଲୋଚନା କୁ ଆସିବାରୁ ପୋଲିସ ଘଟଣା ସ୍ଥଳ ରେ ପହଂଚି ଯୁବକ ଓ ଯୁବତୀ ଙ୍କୁ ନେଇ ଆସିଥିଲା ଓ ବିବାହ କରାଇଥିଲା I
ଯୁବତୀ ଙ୍କୁ ଯେତେବେଳେ ନିଜ ଭାଇ ଙ୍କ ସହ ପ୍ରେମ ହେଇଥିଲା ସେତେବେଳେ ପୁଅ ର ସାଙ୍ଗ ତାଙ୍କୁ ଏହି ଭରସା ଦେଇଥିଲା କି ସେ ତାଙ୍କ ଉଭୟ ଙ୍କ ର ବିବାହ କରାଇ ଦେବ I ଗ୍ରାମବାସୀ ଙ୍କ କହିବା ଅନୁସାରେ ଏହି ବିବାହ 6 ମାସ ପୂର୍ବ ରୁ ହିଁ ହେଇସାରିଥିଲା I ଏବଂ ଘଟଣା ଟି ବଢିବା ରୁ ପୋଲିସ ପୁଣି ନେଇ ଦୁହିଁଙ୍କ ର ବିବାହ ମନ୍ଦିର ରେ କରାଇଥିଲା I
ଆଜି 21 ବିନ୍ସ ଶତାବ୍ଦୀ ରେ ମଧ୍ୟ ଭାରତ ରେ ଏପରି ଅନେକ ସ୍ଥାନ ରହିଛି ଯେଉଁଠାରେ ପରମ୍ପରା ଆଳ ରେ ଅନେକ ପ୍ରେମୀ ଯୁଗଳ ଙ୍କୁ ନିଜ ପ୍ରେମ ପାଇବାରୁ ଲୋକେ ବଂଚିତ ରଖିଥାନ୍ତି I