ଆଜିକା ସମୟ ରେ କେବଳ ଝିଅ ମାନେ ନୁହନ୍ତି ପୁଅ ମାନେ ମଧ୍ୟ ନିଜ ଚେହେରା କୁ ଗୋରା ଓ ସୁନ୍ଦର କରିବାକୁ ଚାହିଁଥାନ୍ତି I ଯାହା ଦ୍ୱାରା ଅନେକ ବ୍ୟୁଟି ପ୍ରଡକ୍ଟ ର ବ୍ୟବହାର ମଧ୍ୟ କରିଥାନ୍ତି I ପୁରୁଷମାନେ ସୁନ୍ଦରତା ଦ୍ୱାରା ଅନ୍ୟ କୁ ଆକର୍ଷିତ କରିବେ ତେଣୁ ନିଜ ସୁନ୍ଦରତା କୁ ବିଶେଷ ଧ୍ୟାନ ଦେଇଥାନ୍ତି I
ଆଜିକା ସମୟ ରେ ଏପରି ଅନେକ ପୁଅ ମାନେ ବ୍ୟୁଟି ପ୍ରଡକ ର ସହାୟତା ରେ ଗୋରା ହେବାକୁ ଚେଷ୍ଟା କରିଥାନ୍ତି I କିନ୍ତୁ ଏହି ସବୁ ପ୍ରଡକ୍ଟ ର ବ୍ୟବହାର ସେପରି ଉତ୍ତମ ଫଳପ୍ରଦ ହେଇ ନ ଥାଏ I ତେଣୁ ଆଜି ଆମେ ଆପଣ ଙ୍କୁ କିଛି ଏପରି ଘରୋଇ ଉପଚାର ବିଷୟ ରେ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣ ଲାଭବାନ ହେଇପାରିବେ I ଏହି ଉପାୟ କୁ ଆପଣ ସକାଳ ସମୟ ରେ କରିବାକୁ ହେବ I
ଥଣ୍ଡା ପାଣି ର ବ୍ୟବହାର
ଅନେକ ଲୋକେ ଅଛନ୍ତି ଭୋଜନ କରି ସଂଗେ ସଂଗେ ସୋଇଯାଇଥାଏ I କିନ୍ତୁ ଚେହେରା ରେ ଅନେକ ମୈଲା ଜମା ହେଇ ରହିଯାଇଥାଏ I ଯାହା ଦ୍ୱାରା ଚେହେରା ର ରଙ୍ଗ କଳା ହେଇଯାଇଥାଏ I ତେଣୁ ସକାଳୁ ଉଠିବା ପରେ ପ୍ରତୋକ ପୁଅ ମାନେ ଥଣ୍ଡା ପାଣି ରେ ମୁହଁ ଧୋଇବା ଉଚିତ I 3 ମିନିଟ ପାଁଇ ଥଣ୍ଡା ପାଣି ରେ ନିଜ ଚେହେରା କୁ ଧୋଇବା ଉଚିତ I
ଫଳ ରେ ଫେସୱାସ କରନ୍ତୁ
ଅଧିକାଂଶ ପୁଅମାନେ ସକାଳୁ ଉଠିବା ପରେ ନିଜ ଚେହେରା କୁ ସାବୁନ ରେ ସଫା କରିଥାନ୍ତି I କିନ୍ତୁ ଏପରି କରିବା ଉଚିତ ନୁହେଁ କାରଣ ସାବୁନ ରେ ଥିବା କେମିକାଲ ଚେହେରା କୁ ଖରାପ କରିଦେଇଥାଏ I ସାବୁନ ରେ ଅନେକ କେମିକାଲ ର ବ୍ୟବହାର କରାଯାଇଥାଏ ଯାହା କି ଆମ ତ୍ୱଚା କୁ ନଷ୍ଟ କରିଥାଏ I