ନମସ୍କାର ବନ୍ଧୁଗଣ ଯଦି ଆପଣମାନଙ୍କ ଘରେ ଯାହାବି ରୋଜଗାର କଲେ ଅଣ୍ଟୁ ନାହିଁ, ବାର୍ଯ୍ୟ ଖର୍ଚ୍ଚ ହୋଇଯାଇଛି ଏମିତିକି ଘରେ ସବୁବେଳେ ଅଶାନ୍ତି ଦେଖା ଦେଇଛି ତାହେଲେ ଆପଣଙ୍କୁ ଏହି ଗୋଟିଏ ଉପାୟ କରିବାକୁ ପଡ଼ିବ। ମାତ୍ର ଖାଲି ଗୋଟିଏ ଫୁଲ ଆଣି ନିଜ ଆଲମାରୀରେ ରଖିଦେବେ। ଦେଖିବେ ଆପଣଙ୍କର ଏସବୁ ଦୁଃଖ ଦୂର ହୋଇଯିବ। ପଇସା ବଞ୍ଚିବା ସହିତ ଘରେ ମଧ୍ୟ ସୁଖ ଶାନ୍ତି ଭାରି ଉଠିବ। ତେବେ ସେହି ସବୁ ଉପାୟ କଣ, କେଉଁ ଫୁଲ ଆଣି ଆପଣଙ୍କ ଆଲମାରୀ ଭିତରେ ରଖିବେ, କିପରି ଭାବରେ ରଖିବେ ସଂପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।
ଆପଣମାନଙ୍କ ଘରେ ତ ସମସ୍ତଙ୍କ ଆଲମାରୀ ଥିବ ମାନେ ଗଡ୍ରେଜ୍ ମଧ୍ୟ ଥିବ ଏବଂ ଏହି ଗଡ୍ରେଜ୍ ରେ ଆପଣମାନଙ୍କୁ ଗୋଟେ ଫୁଲ ଆଣି ରଖିବାକୁ ପଡିବ। ଫୁଲଟି କଣ ଆସନ୍ତୁ ଜାଣିବା। ଆପଣମାନେ ସମସ୍ତେ ନାଗଚମ୍ପା ଫୁଲ ବିଷୟରେ ଜାଣିଥିବେ। ଯେଉଁ ଫୁଲର ଆକୃତି ଏକପ୍ରକାର ନାଗ ସଦୃଶ ହୋଇଥାଏ। ଏହି ନାଗଚମ୍ପା ଫୁଲଟିଏ ଆପଣଙ୍କୁ ଆଣିକରି ରଖିବାକୁ ପଡିବ କାହିଁକିନା ଏହି ନାଗଚମ୍ପା ଦେଖିବାକୁ ବୋହୁତ କମ୍ ମିଳିଥାଏ। ଏହି ଫୁଲ ମଧ୍ୟ ଭଗଵାନ ଶିବଙ୍କର ବୋହୁତ ପ୍ରିୟ ହୋଇଥାଏ।
ତେଣୁ ଏହି ନାଗଚମ୍ପା ଫୁଲଟିଏ ଆଣିକରି ଆପଣ ନିଜ ଘରେ ତ ପୂଜା ହେଉଥିବ, ସେହି ନିଜ ଠାକୁର ଘରେ ଯଦି ଭଗଵାନ ଶିବ ଥିବେ ତାହେଲେ ବୋହୁତ ଭଲ ହେବ। ନିଜ ଘରେ ଶିବ ଭଗଵାନଙ୍କ ଠାରେ ସୋମବାର ଦିନ ଏହି ଉପାୟଟି କରିବାକୁ ପଡ଼ିବ। ସୋମବାର ଦିନ ଗୋଟିଏ ନାଗଚମ୍ପା ଆଣି ନିଜ ଶିବ ଭଗଵାନଙ୍କୁ ଯେଉଁ ଘରେ ପୂଜା କରିଛନ୍ତି ସେହିଠାରେ ରଖି ପୂଜା କରିନେବେ। ଏହି ଫୁଲଟିକୁ ଶିବ ଭଗବାନଙ୍କ ଠାରେ ସୋମବାର ଦିନ ଆପଣ ନିତ୍ୟକର୍ମ ସାରି ଯେତେବେଳେ ଆପଣ ଠାକୁର ପୂଜା କରୁଥିବେ ସେହି ସମୟରେ ଏହି ନାଗଚମ୍ପା ଫୁଲଟିକୁ ଆପଣ ପୂଜା କରିନେବେ। ପୂଜା ସାରିବା ପରେ ସେହି ଫୁଲଟିକୁ ଆଣି ନିଜ ଘରର ଆଲମାରୀରେ ସାଇତି ରଖନ୍ତୁ। ଆପଣ ତ ଗଡ୍ରେଜ୍ ରେ ବୋହୁତ କିଛି ଜିନିଷ ରଖୁଥିବେ ତାହା ଭିତରେ ଆପଣ ଏହି ଫୁଲଟିଏ ଆଣି ସାଇତିକି ରଖନ୍ତୁ।
ଦେଖିବେ ଆପଣଙ୍କର କୌଣସି ଵାର୍ଯ୍ୟ ଖର୍ଚ୍ଚ ହେବ ନାହିଁ। ଆପଣଙ୍କ ଘରେ ଧନର ବର୍ଷା ହେବ ତାହା ସହିତ ଆପଣଙ୍କ ଘରେ ଯଦି ଅଶାନ୍ତି ଦେଖା ଯାଉଥିବ ତାହେଲେ ସୁଖ ସମୃଦ୍ଧି ଭାରି ଉଠିବ ଗୋଟିଏ ନାଗଚମ୍ପା ଉପାୟ କରିବା ଦ୍ବାରା। ତେଣୁ କରି ଆପଣ ଏମିତି କିଛି ଚାହୁଁଛନ୍ତି ତାହେଲେ ଏହି ନାଗଚମ୍ପା ଟିଏ ଆଣି ନିଜ ଭଗଵାନ ପାଖରେ ପୂଜାକରି ଆଲମାରୀରେ ରଖନ୍ତୁ। ଦେଖିବେ ଆପଣଙ୍କର କେତେ ଉନ୍ନତି ଘଟୁଛି। ଏହାଥିଲା ସେହି ଅଦ୍ଭୁତ ଫୁଲ ଯାହାକୁ ଆପଣ ଘରର ଆଲମାରୀରେ ରଖିବା ଦ୍ଵାରା ଜୀବନସାରା କେବେବି ଧନର ଅଭାବ ଘଟିବ ନାହିଁ।