ନିଜ କାର, ବାଇକ କିମ୍ବା ସ୍କୁଟରର ଟାୟାରରେ ପକାଇଦିଆନ୍ତୁ ଏହି ଖାସ ତେଲ, କେବେ ହେବ ନାହିଁ ଟାୟାର ପମଚର, ମୁଲ୍ୟ ମାତ୍ର ଏତିକି

ଦୁଇ ଚକିଆ ହେଉ କି ଚାରି ଚକିଆ ଯାନ, ଯଦି ଆପଣ କେଉଁଆଡେ ବୁଲିବାକୁ ଯାଉଛନ୍ତି ଏବଂ ବାଟ ରେ ଗାଡି ପାମଚର ହେଇଯାଏ ତ ଆପଣ ଙ୍କ ର ସବୁ ମୁଡ଼ ଖରାପ ହେଇଯାଏ |

ସେଥିପାଇ ଯଦି ଗାଡି ପାମଚର ହୁଏ ଓ ମେକାନିକ ପାଖ ରେ ନ ଥାଏ ଆହୁରି ବଡ଼ ସମସ୍ୟା ହେଇଥାଏ | କିନ୍ତୁ ମାର୍କେଟ ରେ ବର୍ତମାନ ଏପରି ଏକ ଳିକୁଇଡ ଏପରି ଆସୁଛି ଯାହା କି ଗାଡି ରେ ବ୍ୟବହାର କରିବା ପରେ କେବେ ହେଲେ ଗାଡି ପାମଚର ହେବ ନାହିଁ | ଆଣ୍ଟି ପମଚର ଳିକୁଇଡ ଏହା ଅନେକ କମ୍ପାନୀରେ ବି ପ୍ରଡକ୍ସନ ହେଇଥାଏ | ଏହା ର ମୂଲ୍ୟ 500 ଟଙ୍କା ରୁ ନେଇ 800-1000 ଟଙ୍କା ପର୍ଯ୍ୟନ୍ତ ହେଇଥାଏ | ଏପରି କାମ ରେ ଲାଗିଥାଏ |

ଏହି ଳିକୁଇଡ କୁ ସବୁ ଗାଡି ର ଟାୟାର ରେ ଫିଲ କରାଯାଇଥାଏ | ଏହା ର ବି 2 ପ୍ରକାର ର ଉପାୟ ରହିଛି ପ୍ରଥମ ଉପାୟ ରେ କୌଣସି ଇଞ୍ଜେକ୍ସନ ମାଧ୍ୟମ ରେ ଏହି ଳିକୁଇଡ କୁ ଟାୟାର ରେ ପୁରା ଯାଇଥାଏ ଏବଂ ଅନ୍ୟ ଟି ହେଉଛି ଟାୟାର ର ପ୍ରେସର ଦିଆ ଯିବା ସ୍ଥାନ ରେ ଏହା କୁ ପୁରା ଯାଇଥାଏ | ଯଦି କେବେ ଟାୟାର ପାମଚର କେଉଁ ଜାଗା ରେ ହୁଏ ତ ଏହା ସେହି ବାଟ ରେ ବାହାର କୁ ଆସି ସୁଖୀ ଯାଇଥାଏ ଏବଂ ଟାୟାର ରୁ ପ୍ରେସର କମି ନ ଥାଏ ଏହିପରି ସେ ପାମଚର ଗାଡି 10000 କିମି ପର୍ଯ୍ୟନ୍ତ ଯାଇପାରିବ | ଏହିପରି ଗ୍ୟାରେଣ୍ଟି ଳିକୁଇଡ ନିର୍ମାତା କମ୍ପାନୀ ଦେଉଛନ୍ତି |