ନିଜ ବିଧବା ମା ପାଁଇ ପୁଅ ଖୋଜୁଛନ୍ତି ଏକ ବର ପାତ୍ର, କାରଣ ଜାଣିଲେ ଆପଣ ବି କରିବେ ପ୍ରଶଂସା, ଜାଣନ୍ତୁ

ଜୀବନ କୁ ହସ ଖୁସି ରେ ବିତାଇବା ପାଁଇ ଏକ ଜୀବନସାଥୀ ଟି ର ଆବଶ୍ୟକତା ରହିଛି I ଯଦି ଜୀବନସାଥୀ ଜୀବନସାରା ଆପଣ ଙ୍କ ର ସବୁ ସୁଖ ଦୁଃଖ କୁ ଆପଣେଇନେଇଥାଏ ତେବେ ଜୀବନ ଟି ସ୍ୱର୍ଗ ପରି ସୁନ୍ଦର ହେଇଥାଏ I ଏବଂ ଜୀବନସାଥୀ ଯଦି ଏହା ବୟସ ରେ ହାତ ଛାଡି ଚାଲିଯାଇଥାଏ ତେବେ ଜୀବନ ନର୍କ ସମାନ ହେଇଥାଏ I ଏପରି ଅନେକ ଲୋକେ ଅଛନ୍ତି ଜୀବନ ରେ ବିବାହ ର ଅଳ୍ପ କିଛି ବର୍ଷ ପରେ କୌଣସି ଅଘଟଣ ରେ ପ୍ରାଣ ହରାଇଥାନ୍ତି I ଏବଂ ବାକିତକ ଜୀବନ କାଟିବାକୁ ତାଙ୍କ ସାଥି ବାଧ୍ୟହେଇ ଆଉ ଏକ ଜୀବନସାଥୀ ଟି ର ସନ୍ଧାନ କରିଥାନ୍ତି I ଅନ୍ୟ କିଛି କ୍ଷେତ୍ର ରେ ଲୋକେ ଆଉ ବିବାହ ମଧ୍ୟ କରି ନ ଥାନ୍ତି I ଏବଂ ଜଣେ ବିଧବା ମହିଳା ବାକି ଜୀବନ କାଟିବାକୁ ପୁଣି ବିବାହ କରନ୍ତି ତେବେ ସମାଜ ଏହା କୁ ସ୍ୱୀକାର କରି ନ ଥାଏ I

ବର୍ତମାନ ସମୟ ରେ ଏହିପରି ଏକ ପୋଷ୍ଟ ବେଶ ଭାଇରଲ ହେବାରେ ଲାଗିଛି I ଏହି ପୋଷ୍ଟ ଟି ଯାହା ଙ୍କ ଆକାଉଣ୍ଟ ରେ ସେୟାର ହେଇଚି ତାଙ୍କ ନାମ ଗୌରବ ଅଟେ I ଗୌରବ ଙ୍କ ର କହିବା ଅନୁସାରେ ତାଙ୍କ ମା ଙ୍କ ପାଁଇ ଏକ ଯୋଗ୍ୟ ବର ପାତ୍ର ଦରକାର ଅଟେ I ଗୌରବ ଏହା ମଧ୍ୟ ଲେଖିଛନ୍ତି କି ସେ ତାଙ୍କ ଚାକିରୀ କାମ ରେ ବାହାରେ ରହୁଛନ୍ତି ତେଣୁ ମୋ ମା ଙ୍କ ପାଁଇ ଏକ ଉତ୍ତମ ବର ପାତ୍ର ହେଲେ ମୋ ମା ଆଉଥରେ ବିବାହ କରି ଜୀବନ ରେ ଶାନ୍ତି ରେ ଚଳିପାରିବେ I

ଆପଣ ଏହା ମଧ୍ୟ ଜାଣିଛନ୍ତି କି ବହି ସହାୟତା ରେ ଜୀବନ ଅତିବାହିତ କରିବା ସହଜ ହେଇ ନ ଥାଏ I ଏବଂ ଏକ ଜୀବନ ସାଥି ହିଁ ଜୀବନ ଟି କୁ ସରଳ ଓ ସୁଗମ କରିପାରିବ I ଏବଂ ମୋ ର ଏହି ନିଷ୍ପତି ରେ ଅନେକ ଲୋକେ ମୋର ପରିହାସ ମଧ୍ୟ କରିଥାନ୍ତି I କିନ୍ତୁ ମୋର ନିଷ୍ପତି କେବେ ହେଲେ ପରିବର୍ତନ ହେବ ନାହିଁ I ମୁ ମୋ ମା ଙ୍କୁ ଏକ ନୂତନ ଜୀବନ ଦେବାକୁ ଯାଉଛି I ଏବଂ ଏହା ଦ୍ୱାରା ମୁ ମଧ୍ୟ ବେଶ ଖୁସି ହେବି I

ଗୌରବ ଙ୍କ କହିବା ଅନୁସାରେ ସେ ତାଙ୍କ ମା ଙ୍କ ର ଏକମାତ୍ର ସନ୍ତାନ ଅଟନ୍ତି I ଏବଂ ଏହି ପୋଷ୍ଟ ଦେବା ପୂର୍ବ ରୁ ମୁ ମୋ ମା ଙ୍କ ର ମତାମତ ମଧ୍ୟ ନେଇଛି I ଏବଂ ମୋ ମା ଆଗାମୀ ଜୀବନତକ ଶାନ୍ତି ରେ ଅତିବାହିତ କରନ୍ତୁ ଏହା ହିଁ ମୋର ଇଚ୍ଛା I ଗୌରବ ଙ୍କ ର ଏହି ପୋଷ୍ଟ ରେ ସବୁ ଲୋକେ ତାଙ୍କ ର ବେଶ ପ୍ରଶଂସା କରିଛନ୍ତି I