ଯଦି ଆମେ ବଲିଉଡ ର ଦବଂଗ ଷ୍ଟାର ଙ୍କ କଥା ଦେଖିବା ତେବେ ଆଗାମୀ ସମୟ ରେ ସଲ୍ମାନ ନିଜ ର ନୂଆ ଫିଲ୍ମ କୁ ନେଇ ବେଶ ଚର୍ଚା ରେ ରହିଛନ୍ତି I ଫିଲ୍ମ ଲଭ ରାତ୍ରି ଯାହା କି ସଲ୍ମାନ ଙ୍କ ର ନିଜ ପ୍ରଡକ୍ସନ ରେ ହିଁ ନିର୍ମାଣ ହେଇଯାଇଛି I ଏହି ଫିଲ୍ମ ର ହିରୋ ଆୟୁଷ ଶର୍ମା ଅଟନ୍ତି I ଏବଂ ଏହି ଫିଲ୍ମ କୁ ନେଇ ସଲ୍ମାନ ବେଶ ଅଧିକ ଉତ୍ସାହିତ ହେଇଛନ୍ତି I ତେବେ ମିଡ଼ିଆ ରେ ଏହି ଫିଲ୍ମ ର ହିରୋ ଙ୍କ ଅପେକ୍ଷ୍ୟା ସଲ୍ମାନ ଅଧିକ ଚର୍ଚିତ ହେଇଛନ୍ତି I ଆୟୁଷ ଶର୍ମା ହେଉଛନ୍ତି ସଲ୍ମାନ ଖାଁ ଙ୍କ ର ଭଉଣୀ ଅର୍ପିତା ଙ୍କ ର ପତି ଓ ସଲ୍ମାନ ଙ୍କ ର ଭିଣେଇ ଅଟନ୍ତି I
ତେବେ ବର୍ତମାନ ସମୟ ରେ ସଲ୍ମାନ ଙ୍କ ସହ ତାଙ୍କ ଭିଣେଇ ଆୟୁଷ ଶର୍ମା ମଧ୍ୟ ବେଶ ଚର୍ଚା ରେ ରହିଛନ୍ତି I ସଲ୍ମାନ ତାଙ୍କ ଫିଲ୍ମ ର ପ୍ରମୋସନ ବେଶ ଜୋର ସୋର ରେ ମଧ୍ୟ କରୁଛନ୍ତି I କିନ୍ତୁ ଆଜି ଆମେ ଏହି ଆର୍ଟିକିଲ ରେ ଏହି ଫିଲ୍ମ ବିଷୟ ରେ ନୁହେଁ ସଲ୍ମାନ ଙ୍କ ବିଷୟ ରେ କହିବା କୁ ଯାଉଛୁ I ଏକ ଇଣ୍ଟରଭିୟୁ ରେ ସଲ୍ମାନ ଙ୍କୁ କିଛି ଏପରି ପ୍ରଶ୍ନ କରାଯାଇଛି I ଏବଂ ଏହା ର ବେଶ ସୁନ୍ଦର ଉତ୍ତର ମଧ୍ୟ ସଲ୍ମାନ ଦେଇଛନ୍ତି I ଫିଲ୍ମ ରେ ସଲ୍ମାନ କିଛି ଅନ୍ତରଙ୍ଗ ମୁହୂର୍ତ୍ତ ର ସିନ ଯେପରି କିସ ସିନ କୁ ନେଇ ବହୁତ ବଡ଼ କଥା କହିଛନ୍ତି I
ସଲ୍ମାନ କହିଛନ୍ତି ପ୍ରତୋକ ଫିଲ୍ମ ଏପରି ହେବା ଉଚିତ ଯାହା କି ପୁରା ପରିବାର ଲୋକ ଙ୍କ ସହ ବସି ଦେଖିହେବ I ତେଣୁ ଆଜିକା ସମୟ ରେ ଦର୍ଶକେ ସଲ୍ମାନ ଙ୍କ ର ଫିଲ୍ମ କୁ ପାରିବାରିକ ଫିଲ୍ମ ବୋଲି ମଧ୍ୟ କହିଥାନ୍ତି I କାରଣ ସଲ୍ମାନ ଙ୍କ ର କୌଣସି ବି ଫିଲ୍ମ ରେ କିଛି ଅଶ୍ଳୀଳତା ର ପ୍ରଦର୍ଶନ ହେଇ ନ ଥାଏ I ଏବଂ ସଲ୍ମାନ ଙ୍କ ର କୌଣସି ଫିଲ୍ମ ରେ ମଧ୍ୟ କୌଣସି କିସ ସିନ ନ ଥାଏ I କାରଣ ସଲ୍ମାନ ଙ୍କ ର ନାମ ମାତ୍ରେ ହିଁ ଫିଲ୍ମ ସୁପର ହିଟ ହେଇଥାଏ I
ସଲ୍ମାନ କହିଥିଲେ କି ଦିନେ ସେ ନିଜ ପରିବାର ସହ ବସି ଏକ ହଲିଉଡ଼ ଫିଲ୍ମ ଦେଖୁଥିଲେ କିନ୍ତୁ ସେହି ସମୟ ରେ ସେହି ଫିଲ୍ମ ରେ ଏକ କିସ ସିନ ଆସିଯାଇଥିଲା I ଏବଂ ପରିବାର ସହ ବସିଥିବା ରୁ ତାଙ୍କୁ ଟିକେ ଖରାପ ଲାଗିଥିଲା I ତେଣୁ ସଲ୍ମାନ ମଧ୍ୟ ଚାହାନ୍ତି ନାହିଁ କି ତାଙ୍କ ର ଏପରି କୌଣସି ଫିଲ୍ମ ଯାହା କି ଅଶ୍ଳୀଳତା ଦୃଶ୍ୟ କୁ ନେଇ ଲୋକେ ନିଜ ପରିବାର ସହ ଫିଲ୍ମ ଦେଖି ନ ପାରିବେ I
ନିଜ ପରିବାର ସହ ବସିକି ଫିଲ୍ମ ଦେଖୁଥିଲେ ସଲମାନ ଖାନ, ସେହି ସମୟରେ ଆସିଗଲା କିସ ସିନ, ତାପରେ ଯାହା ହେଲା ଜାଣିଲେ ବିଶ୍ଵାସ କରିପାରିବେ ନାହିଁ
