ପିଲାର ଅନ୍ତିମ ସଂସ୍କାର କରିବାକୁ ଯାଇଥିଲେ ବାପା ହାଟଥ ଦେଖିଲେ କିଛି ଏପରି, ଯାହାକୁ ଦେଖି ବାପାଙ୍କର ଉଡ଼ିଗଲା ହୋସ …

ଆଜି ଆମେ ଆପଣ ଙ୍କୁ କିଛି ଏପରି ଖବର ବିଷୟ ରେ କହିବା କୁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚଯ୍ୟ ହେବେ I ଜଣେ ମହିଳା ମା ହେଇଥାନ୍ତି ଓ ନବଜାତ ଶିଶୁଟି ସହ ମା ଟି ର ମନ ରେ ଅନେକ କିଛି ଭାବନା ଆସିଥାଏ I କିନ୍ତୁ ଯେତେବେଳେ ସନ୍ତାନ ଟି ଜନ୍ମ ହେବା ପରେ ସେ ଦେଖେ କି ସନ୍ତାନ ଟି ମୃତ୍ୟୁବରଣ କରିଛି ତେବେ ସେହି ମା ଟି ଦେଖିଥିବା ସବୁ ସ୍ବପ୍ନ ଧୂଳିସାତ ହେଇଯାଇଥାଏ I ଏହିପରି ସମୟ ରେ ମା ସବୁ ଯନ୍ତ୍ରଣା କୁ ଭୁଲିଯାଇଥାଏ ଯେତେବେଳେ ପିଲାଟି ଜନ୍ମ ହେଇଥାଏ I

ହରିୟାଣା ର ଯମୁନା ନଗର ରେ ଏହିପରି ଏକ ମାମଲା ନଜର କୁ ଆସିଛି I ତେବେ ଏଠାରେ ଯାହା ହେଇଚି ଏହା କୌଣସି ଚମତ୍କାରିତା ଠାରୁ କିଛି କମ ନୁହେଁ I ଯେତେବେଳେ ଜଣେ ମହିଳା ଏକ ସନ୍ତାନ କୁ ଜନ୍ମ ଦେଇଥାନ୍ତି ସେତେବେଳେ ଡାକ୍ତର ପିଲାଟି କୁ ମୃତ ଘୋଷଣା କରିଥାନ୍ତି I ଏବଂ ହିନ୍ଦୁ ଧର୍ମ ପରମ୍ପରା ଅନୁସାରେ ପିଲାଟି ର ଅନ୍ତିମ ସଂସ୍କାର ର ଆୟୋଜନ ଆରମ୍ଭ ହେଇଥିଲା I

ଯେତେବେଳେ ପିଲାଟି ର ମୃତ୍ୟୁ ହେଇଯାଉଛି ତେବେ ସେଠାରେ ଶୋକାକୁଳ ପରିବେଶ ଦେଖିବା କୁ ମିଳୁଛି I ମା ମଧ୍ୟ ସନ୍ତାନ ବିୟୋଗ ର ଦୁଃଖ ରେ ଦୁଖୀ ହେଇଯାଇଛି I କିନ୍ତୁ ଯେତେବେଳେ ପିଲାଟି ର ଅନ୍ତିମ ସଂସ୍କାର ହେଇଥାଏ ତ ପିତା ହିଁ କରିଥାନ୍ତି I ତେବେ ଶେଷ ଥର ପିତା ପିଲାଟି ର ମୁହଁ ଦେଖିବା କୁ ଇଚ୍ଛା କରିଥିଲେ I ଏବଂ ଯାହା ଦେଖିଲେ ସବୁ ଆଶ୍ଚଯ୍ୟ ହେଇଯାଇଥିଲେ I

ପିଲାଟି ର ମୁହଁ ରୁ ପଲିଥିନ ହଟାଇବା ପରେ ସେ ଦେଖିଲେ ତାଙ୍କ ପିଲାଟି ହସୁଚି I ଏହା ଦେଖି ତାଙ୍କ ପିତା ବେଶ ଆଶ୍ଚଯ୍ୟ ହେବା ସହ ପିଲାଟି କୁ ଜୀବିତ ଦେଖି ଖୁସି ମଧ୍ୟ ହେଇଥିଲେ I ସଂଗେ ସଂଗେ ସେ ନିଜ ପିଲାଟି କୁ ନେଇ ଡାକ୍ତର ଙ୍କ ପାଖ କୁ ଯାଇଥିଲେ I ଡାକ୍ତର ସେଠାରେ ପିଲାଟି କୁ ସୁସ୍ଥ ଘୋଷଣା କରିଥିଲେ I

ଏହି ଘଟଣା ପରେ ତାଙ୍କ ପରିବାର ରେ ପୁଣି ଖୁସି ର ଲହରୀ ଖେଳି ଯାଇଥିଲା I