ନିଜ ଭାଇ ପରି ସାଙ୍ଗ ଙ୍କର ମୃତ୍ୟୁ ପରେ ତାଙ୍କ ଝିଅଙ୍କ ସହ ସଲମାନ ରଖିଲେ ଏପରି ସମ୍ପର୍କ, ଜଣିକି ବିଶ୍ୱାସ ହେବନାହିଁ

ଇଣ୍ଡଷ୍ଟ୍ରି ରେ ସଲ୍ମାନ ଙ୍କୁ କିଏ ବା ନ ଜାଣିଚି I ତାଙ୍କ ର ପ୍ରତୋକ ଫିଲ୍ମ ବଲିଉଡ ରେ ସୁପର ହିଟ ହେଇଥାଏ ଏବଂ ପ୍ରତୋକ ଫିଲ୍ମ 100 କୋଟି ଉପରେ ବ୍ୟବସାୟ କରିଥାଏ I ଆପଣ ଅନୁମାନ ବି କରିପାରିବେ ନାହିଁ କି ସଲ୍ମାନ ଙ୍କ ର କେତେ ଲୋକପ୍ରିୟତା ରହିଛି I ତେବେ ତାଙ୍କ ର ସାଙ୍ଗ ସୁନୀଲ ରୋହିରା ଓ ସେ ପରସ୍ପର ର ଭଲ ସାଙ୍ଗ ଥିଲେ I ସୁନୀଲ ଙ୍କ ର ମୃତ୍ୟୁ ପରେ ତାଙ୍କ ର ଘର ଲୋକେ ବେସାହାରା ହେଇଯାଇଥିଲେ I

ଏବଂ ସଲ୍ମାନ ତାଙ୍କ ପରିବାର ର ଦାଇତ୍ୱ ଉଠାଇଥିଲେ I ସୁନୀଲ ଙ୍କ ର ଝିଅ ଶ୍ଵେତା ଙ୍କୁ ସେ ନିଜ ର ଭଉଣୀ କରିଦେଇଥିଲେ ଏବଂ ତାଙ୍କ ର କନ୍ୟାଦାନ ବି କରିଥିଲେ I ଶ୍ୱେତା ଙ୍କ ର ବିବାହ ସେ ଅଭିନେତା ପୁଲକିତ ଙ୍କ ସହ କରିଥିଲେ I କିନ୍ତୁ ଦୀର୍ଘ ସମୟ ଏହି ବିବାହ ରହି ନ ଥିଲା ଦୁହେଁ ଛାଡପତ୍ର ଦେଇଦେଇଥିଲେ I ଅର୍ଥାତ ସଲ୍ମାନ ଙ୍କ ର ଦୁଇ ଭଉଣୀ ଏଲବିରେ ଓ ଅର୍ପିତ ବି ଅଛନ୍ତି କିନ୍ତୁ ଶ୍ୱେତା ଙ୍କୁ ବି ସେ ବର୍ତମାନ ଭଉଣୀ ରୂପେ ସ୍ୱୀକାର କରିଛନ୍ତି I ଏବଂ ରାଖୀ ବି ବାନ୍ଧନ୍ତି I ସଲ୍ମାନ ହିଁ ବବି ଦେୱଲ ଙ୍କ ର କ୍ୟାରିୟର କୁ ବନ୍ଚିଥିଲେ କାରଣ ସେ ତାଙ୍କୁ ରେସ 3 ରେ କାମ କରିବା ର ସୁଯୋଗ ଦେଇଥିଲେ I ଏବଂ ଏହା ପରେ ହାଉସଫୁଲ 4 ରେ ବି ବବି ଦେୱଲ ଙ୍କୁ କାମ କରିବା ର ସୁଯୋଗ ମିଳିଛି I

ସଲ୍ମାନ ଙ୍କ ର ଏହି ଉଦାର ହୃଦୟ କାରଣ ରୁ ତାଙ୍କୁ ଆଜି ବି ସବୁ ଲୋକେ ଭାଇଜାନ ନାମ ରେ ଡାକିଥାନ୍ତି I କାରଣ ସଲ୍ମାନ ସବୁ ଲୋକ ଙ୍କ ର ଅସମୟ ରେ ସହାୟତା କରିଥାନ୍ତି I ଏବଂ ସଲ୍ମାନ ଙ୍କ କାରଣ ରୁ ଅନେକ କଳାକାର ବଲିଉଡ ରେ କାମ କରିବା ର ସୁଯୋଗ ପାଇଛନ୍ତି I