ନିଜ ପତ୍ନୀ ଙ୍କ ଠାରୁ ବୟସରେ ୨୩ ବର୍ଷ ସାନ ଅଟନ୍ତି ଏହି ଭାରତୀୟ ଖେଳାଳି, ନାଁ ଜାଣିଲେ ବିଶ୍ଵାସ କରିପାରିବେ ନାହିଁ

ଯେପରି କି ଆପଣ ଜାଣିଥିବେ କୌଣସି ପ୍ରେମ ମାମଲା ରେ ସେହି ବ୍ୟକ୍ତି ଙ୍କ ର ଧର୍ମ କୁ ଗୁରୁତ୍ୱ ଦିଆ ଯାଇ ନ ଥାଏ I ଭାରତୀୟ କ୍ରିକେଟ ଟିମ ଅନେକ ଖେଳାଳି ଏହା ପ୍ରମାଣିତ କରିଛନ୍ତି I ଆଜି ମଧ୍ୟ ଏହିପରି ଅନେକ କ୍ରିକେଟର ପ୍ରେମ ବିବାହ ପରି ସୁଖଦ ଜୀବନ ଅତିବାହିତ କରିଛନ୍ତି I ଭାରତୀୟ ଟିମ ରେ ଏହିପରି କିଛି ଖେଳାଳି ଙ୍କ ର ପତ୍ନୀ ତାଙ୍କ ପତି ଙ୍କ ଠାରୁ ବୟସ ରେ ଅନେକ ବଡ଼ ଅଟନ୍ତି I ଆଜି କିନ୍ତୁ ଆମେ ଯେଉଁ କ୍ରିକେଟର ଙ୍କ ବିଷୟ ରେ କହିବା କୁ ଯାଉଛୁ ତାଙ୍କ ର ବୟସ ତାଙ୍କ ପତ୍ନୀ ଙ୍କ ଠାରୁ 23 ବର୍ଷ ସାନ ଅଟେ I

ଆଜି ଆମେ ଯେଉଁ କ୍ରିକେଟର ଙ୍କ ବିଷୟ ରେ କହିବା କୁ ଯାଉଛୁ ତାଙ୍କ ନାମ ଶ୍ରୀସନ୍ତ ଅଟେ I ଶ୍ରୀସନ୍ତ 2013 ରେ ନିଜ ର ସୁନ୍ଦରୀ ଗାର୍ଲଫ୍ରେଣ୍ଡ ଭୁବନେଶ୍ୱରୀ ଶେଖାଵତ ଙ୍କୁ ବିବାହ କରିଥିଲେ I ଶ୍ରୀସନ୍ତ ଙ୍କ ର ପତ୍ନୀ ତାଙ୍କ ଠାରୁ 23 ବର୍ଷ ବଡ଼ ଅଟନ୍ତି I ଭୁବନେଶ୍ୱରୀ ଙ୍କ ର ଜନ୍ମ 1960 ରେ ହେଇଥିଲା ଏବଂ ଆଜିକା ସମୟ ରେ ସେ 59 ବର୍ଷ ବୟସ ର ଅଟନ୍ତି I

ଶ୍ରୀସନ୍ତ ଙ୍କ ର କ୍ୟାରିୟର ରେ ଭାରତୀୟ କ୍ରିକେଟ ଟିମ ରେ ୱାନଡେ , ଟେଷ୍ଟ ଓ ଟି 20 ତିନି ଗୋଟି ଫର୍ମଟ ରେ ଖେଳି ସାରିଛନ୍ତି I ଶ୍ରୀସନ୍ତ ନିଜ କ୍ରିକେଟ କ୍ୟାରିୟର ରେ 170 ରୁ ଅଧିକ ଵିକେଟ ନେଇଛନ୍ତି I କିନ୍ତୁ 2013 ରେ IPL ରେ ମ୍ୟାଚ ଫିକସିଂ ମାମଲା ରେ ତାଙ୍କୁ ଗିରଫ ହେବାକୁ ପଡିଥିଲା I ଏହା ପରେ କ୍ରିକେଟ ରେ ମଧ୍ୟ ପ୍ରତିବନ୍ଧକ ଲାଗିଥିଲା I