ନିଜ ସ୍ୱାମୀଙ୍କ ଠାରୁ ସବୁବେଳେ ଅସନ୍ତୁଷ୍ଟ ରହିଥାନ୍ତି ଏହି ଦୁଇଟି ନାମର ଯୁବତୀ ମାନେ, ଜଣିନିୟନ୍ତୁ ସେହି ନାଁ ଗୁଡିକ ବିଷୟରେ

ସ୍ୱାମୀ ସ୍ତ୍ରୀ ଙ୍କ ର ସମ୍ପର୍କ ଦୁନିଆ ର ଏକ ପବିତ୍ର ସମ୍ପର୍କ ହେଇଥାଏ I କୁହାଯାଇଥାଏ ଏହି ସମ୍ପର୍କ କୁ ସ୍ୱର୍ଗ ରେ ଭଗବାନ କରିଥାନ୍ତି I ଏବଂ ଏହି ଧରା ପୃଷ୍ଠ ରେ ଏହି ମିଳନ ହେଇଥାଏ I ପତି ପତ୍ନୀ ଙ୍କ ମଧ୍ୟ ରେ ଅନେକ କଳି ଝଗଡା ଲାଗିବା ତ ସ୍ୱାଭାବିକ ଅଟେ I କିନ୍ତୁ ତଥାବି ଦୁହେଁ ସାରା ଜୀବନ ଏକାଠି ବଞ୍ଚିଥାନ୍ତି I

ପତି ପତ୍ନୀ ଭଗବାନ ଙ୍କ ଦ୍ୱାରା ନିର୍ମିତ ର ଏକ ସୁନ୍ଦର ସମ୍ପର୍କ ଅଟେ I ଏବଂ ପତି ପତ୍ନୀ ଙ୍କ ର ସମ୍ପର୍କ ରେ ଏପରି ଅନେକ କଥା ରହିଥାଏ ଯାହା ସମ୍ପର୍କ କୁ ଖରାପ କରିଦେଇଥାଏ I ଏପରି କୁହାଯାଇଥାଏ କି ପତି ଙ୍କ ବିନା ପତ୍ନୀ ଅଧୁରା ହେଇଥାନ୍ତି I ଏବଂ ପତି ପତ୍ନୀ ନିଜ ର ସମ୍ପର୍କ କୁ ମଜବୁତ କରିବା କୁ ଅନେକ ପ୍ରୟାସ କରିଥାନ୍ତି I

ପରସ୍ପର ର ମନ କଥା କୁ ସଂମାନ ଦେବା I ପରସ୍ପର ର ଭାବନା କୁ ବୁଝିପାରିବା I ପରସ୍ପର ପ୍ରତି କେବେ ହେଲେ ଅବିଶ୍ୱାସ ଯେପରି ଜାତ ନ ହେବ ସେଥିପାଇ ହେଲେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ I ବିବାହ ପରେ ସ୍ୱାମୀ ଏହି ଇଚ୍ଛା କରିଥାନ୍ତି କି ତାଙ୍କ ପତ୍ନୀ ତାଙ୍କୁ ଅନେକ ପ୍ରେମ କରନ୍ତୁ ସବୁ ଦୁଃଖ ରେ ସୁଖ ରେ ତାଙ୍କ ର ଜୀବନ ସାରା ସାଥି ହେଇ ଚାଲନ୍ତୁ I

ତେବେ ଅନେକ ସମୟ ରେ ଏହି ଇଚ୍ଛା ପୁରଣ ହେଇପାରି ନ ଥାଏ I ଏବଂ ବିବାହ ପରେ ଦମ୍ପତି ଙ୍କ ମଧ୍ୟ ରେ ଅନେକ ଅଶାନ୍ତି ଦେଖାଦେଇଥାଏ I ତେବେ ଏପରି କିଛି ନାମ ର ମହିଳା ମାନେ ବି କେବେ ହେଲେ ତାଙ୍କ ପତି ଙ୍କ ସହ ଭଲ ରେ ଚାଲିପାରିନଥାନ୍ତି I

K ନାମ ର ବ୍ୟକ୍ତି
ଏହି ନାମ ର ବ୍ୟକ୍ତି ମାନେ ବହୁତ ସହନଶୀଳତା ସ୍ଵଭାଵ ର ହେଇଥାନ୍ତି I ଏମାନେ ବହୁତ ଚାଲାକ ହେଇଥାନ୍ତି I ଏହି ମହିଳା ମାନେ ନିଜ ପରିବାର ର ଓ ନିଜ ର ଯନ୍ତ ରଖିଥାନ୍ତି ତେବେ ଏହି ମହିଳା ମାନେ ନିଜକୁ କେବେ ହେଲେ ସୁରକ୍ଷିତ ମନେ କରନ୍ତି ନାହିଁ I ଏବଂ ସ୍ୱାମୀ ଙ୍କ ର ସାମାନ୍ୟ କଥା ରେ ରାଗିଯାଇଥାନ୍ତି I

P ନାମ ର ବ୍ୟକ୍ତି
ଏହି ନାମ ରେ ମହିଳା ମାନଙ୍କ ର ସ୍ଵଭାଵ ବହୁତ ଖରାପ ନୁହେଁ I ତେବେ ଏହି ମହିଳା ମାନେ କେବଳ ନିଜ କଥା ହିଁ ଦେଖିଥାନ୍ତି I ପତି ଙ୍କ ଠାରୁ ଅନେକ ପ୍ରେମ ଉପେକ୍ଷା ରେ ଥାନ୍ତି I ତେବେ ତାଙ୍କ ର ଇଚ୍ଛା ପୁରଣ ନ ହେଲେ ମନ ଦୁଃଖ କରିଥାନ୍ତି I ତେବେ ସେ ନିଜ ର ଛୋଟ ମୋଟ କଥା କୁ ନେଇ ବେଶୀ ସେୟାର କରି ନ ଥାନ୍ତି I ଏବଂ ସର୍ବଦା ନିଜ ପତି ଙ୍କ ଉପରେ ରାଗିଯାଇଥାନ୍ତି I