ଆଜମଗଢ଼ ଜିଲ୍ଲା ରେ ପତି ପତ୍ନୀ ଙ୍କ ମଧ୍ୟ ରେ ବିବାଦ ହେଇଥିଲା ଏବଂ ଏହି ବିବାଦ ର କାରଣ ଏକ ଆଶ୍ଚଯ୍ୟକର ମାମଲା ଅଟେ I ଏହି ମାମଲା ରେ ପତି ଚାହୁଁଥିଲେ କି ତାଙ୍କ ପତ୍ନୀ ଅନ୍ୟ ପୁରୁଷ ଙ୍କ ସହ ସମ୍ବନ୍ଧ ରଖନ୍ତୁ I କାରଣ ସେ ନିଜେ ସନ୍ତାନ ଦେବାକୁ ସକ୍ଷମ ନ ଥିଲେ I ଏହା ପରେ ମହିଳା ଥାନା ରେ ଅଭିଯୋଗ କରିଥିଲେ I କିନ୍ତୁ ପୋଲିସ ତଦନ୍ତ ପରେ ପତି ଏହା କୁ ଅସ୍ବୀକାର କରିଛନ୍ତି I ଏହି ମାମଲା କୁ ନୂଆ କିରଣ କୁ ହସ୍ତାନ୍ତର କରାଯାଇଛି I
ଏହି ମାମଲା ମହରାଜଗଞ୍ଜ ଥାନା ଅଂଚଳ ର ଅଟେ I ଏଠାରେ ରହୁଥିବା ମହିଳା ଙ୍କ ର ଏହି ଆରୋପ ରହିଛି କି ତାଙ୍କ ର ବିବାହ 24 ବର୍ଷ ପୂର୍ବ ରେ ହେଇଥିଲା I ତାଙ୍କ ପତି ତାଙ୍କ ପତ୍ନୀ ଙ୍କୁ ମା ହେବାର ସୁଖ ଦେଇ ପାରି ନାହାନ୍ତି I ତେଣୁ ସେ ତାଙ୍କ ପତ୍ନୀ ଙ୍କୁ କହିଛନ୍ତି କି ଅନ୍ୟତ୍ର ପୁରୁଷ ଙ୍କ ସହ ସମ୍ବନ୍ଧ ରଖି ମା ହୁଅନ୍ତୁ I ଏବଂ ଦୀର୍ଘ 5 ବର୍ଷ ହେବ ସେ ନିଜ ପତ୍ନୀ ଙ୍କୁ ଏପରି କରିବା କୁ ଦାବି କରି ଆସୁଥିଲେ I
ପତି ଙ୍କ ର କହିବା ଅନୁସାରେ ତାଙ୍କ ର କଲିକତା ରେ ଉପଚାର ହେଇଥିଲା I ଅପରେସନ ର ଦୁଇ ବର୍ଷ ପରେ ତାଙ୍କ ପତ୍ନୀ ଗର୍ଭବତୀ ମଧ୍ୟ ହେଇଥିଲେ I କିନ୍ତୁ ବର୍ତମାନ ଏପରି ଆରୋପ ଠିକ ନୁହେଁ I ଡାକ୍ତର ଙ୍କ ର କହିବା ଅନୁସାରେ ସେମାନେ କହୁଛନ୍ତି ଆପଣ ପିତା ହେବାକୁ ଯୋଗ୍ୟ ଅଟନ୍ତି I ତେବେ ପତି ଙ୍କର ଏହି ଇଚ୍ଛା କି ତାଙ୍କ ପତ୍ନୀ ଘରେ ହିଁ ରୁହନ୍ତୁ I
ଏହି ମାମଲା କୁ ନେଇ ଉଭୟ ଘର ଲୋକେ ଏସପି କାର୍ଯ୍ୟାଳୟ ରେ ପାଟିତୁଣ୍ଡ କରିଥିଲେ I ଉଭୟ ପକ୍ଷ ଙ୍କ ଉପରେ ପୋଲିସ ଅଧିକ୍ଷକ ଏନ ପି ସିଂ ଅଭିଯୋଗ ମଧ୍ୟ ଆଣିଛନ୍ତି I ଏବଂ କହିଛନ୍ତି କି ଏହା ପତି ପତ୍ନୀ ଙ୍କ ର ଭିତର ମାମଲା ଅଟେ ତେଣୁ ଏପରି ଏଥିରେ ପାଟିତୁଣ୍ଡ କରିବା ର ଆବଶ୍ୟକ ନାହିଁ I