ନିତା ଅମ୍ବାନୀ କହିଲେ IPLରେ ଏହି ଖେଳାଳିଙ୍କୁ ଆମେ ୨୦ କୋଟି ଟଙ୍କା ଦେବାକୁ ରାଜି ଅଛୁ କିନ୍ତୁ

ନିତା ଅମ୍ବାନୀ ଜଣେ ଭାରତୀୟ ମହିଳା ଅଟନ୍ତି I ସେ ଭାରତ ର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଙ୍କ ର ପତ୍ନୀ ଅଟନ୍ତି I ଏହା ସହ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରି ର ସଂସ୍ଥାପକ ଧିରୁ ଭାଇ ଅମ୍ବାନୀ ଙ୍କ ର ପୁତ୍ର ବଧୂ ଅଟନ୍ତି I ନିତା ଅମ୍ବାନୀ ଧିରୁ ଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲ ର ସଂସ୍ଥାପକ ଓ ଚେୟାରମ୍ୟାନ ଅଟନ୍ତି I

ଆପଣ ବେଶ ଭଲ ଭାବ ରେ ଜାଣିଛନ୍ତି IPL ଆଜିକା ସମୟ ରେ ବେଶ ଚର୍ଚା ରେ ରହିଛି I ଏହା IPL ର 13 ତମ ସଂସ୍କରଣ ଅଟେ I ଏବଂ ଏହା ର ପ୍ରସ୍ତୁତି ଆରମ୍ଭ ହେଇଯାଇଛି I ଏବଂ ଆଗାମୀ ଅପ୍ରେଲ ମାସ ରେ ହିଁ IPL ର ନିଲାମୀ ଆରମ୍ଭ ହେଇଯାଇଛି I

କେବଳ ଭାରତ ରେ ନୁହେଁ ବିଦେଶ ର ଖେଳାଳି ମଧ୍ୟ ଏହି ମ୍ୟାଚ ରେ ଯୋଗ ଦେଇଥାନ୍ତି I ଏବଂ ଆଗାମୀ 19 ଡିସେମ୍ବର ରେ କଲିକତା ରେ ଖେଳାଳି ଙ୍କ ର ନିଲାମୀ ଆରମ୍ଭ ହେବାକୁ ଯାଉଛି I

ଏବଂ ବିଗତ ସମସ୍ତ IPL ରେ ବିରାଟ କୋହଲି ସବୁଠାରୁ ଦାମୀ କ୍ରିକେଟର ରୂପେ ପରିଚିତ ରହି ଆସିଛନ୍ତି I ସେ ଆରସିବି ରେ ବିଗତ ବର୍ଷ 17.5 କୋଟି ରେ ନିଲାମ ହେଇଥିଲେ I ଏବଂ ଏହି ଆଗାମୀ IPL ରେ ରୋହିତ ଶର୍ମା ସବୁଠାରୁ ଦାମୀ କ୍ରିକେଟର ହେଇପାରନ୍ତି ବୋଲି ଅନୁମାନ ରହିଛି I

ବିଗତ ଦିନ ରେ ନିତା ଅମ୍ବାନୀ ଏହି ଘୋଷଣା କରିଛନ୍ତି କି ସଫଳ କ୍ୟାପଟେନ ରୂପେ ରୋହିତ ଶର୍ମା , ବିରାଟ କୋହଲି ଙ୍କ ଘରୁ ଆଗ ରେ ରହିଛନ୍ତି I ଏବଂ ଆଗାମୀ IPL ରେ ସେ 20 କୋଟି ର ନିଲାମୀ ମୂଲ୍ୟ ରେ ରୋହିତ ଶର୍ମା ଙ୍କୁ କିଣିବା କୁ ରଖିଛନ୍ତି I

ଅନ୍ୟପଟେ ରୋହିତ ଶର୍ମା ଙ୍କ ର କହିବା ଅନୁସାରେ ଯଦି ଜଣେ ଖେଳାଳି ଙ୍କ ର ପାଁଇ ଏତେ ଟଙ୍କା ଟିମ ଖର୍ଚ୍ଚ କରିବ ତେବେ ଅନ୍ୟ ଖେଳାଳି ଙ୍କୁ କିପରି କିଣାଯିବ I