ନିୟମ ଅନୁସାରେ ଏହି ଦିନରୁ ସମସ୍ତ ଟେଲିକମ କମ୍ପାନୀକୁ ନିଜ କଲ ରେଟ ଶସ୍ତା କରିବାକୁ ପଡିବ, ପଢନ୍ତୁ ସମ୍ପୂର୍ଣ ଖବର

ଅନେକ ଟେଲିକମ କମ୍ପାନୀ ନିଜ ନିଜ ମଧ୍ୟ ରେ ଏକ ନମ୍ବର ହେବାକୁ ପ୍ରତିଦ୍ବନ୍ଧିତ କରିଥାନ୍ତି I ଅନେକ ସମୟ ରେ କମ୍ପାନୀ ଗୁଡିକ କଲ ରେଟ ଶସ୍ତା କରିଥାନ୍ତି ତ ଅନେକ ସମୟ ରେ ନୂଆ ନୂଆ ଅଫର ମଧ୍ୟ ଲାଗୁ କରିଥାନ୍ତି I ଟ୍ରାଇ ସବୁ କମ୍ପାନୀ ଠାରୁ କର ଆଦାୟ କରିଥାଏ I ବର୍ତମାନ ର ସୂଚନା ଅନୁସାରେ ଆଗାମୀ ସମୟ ରେ ଟେଲିକମ କମ୍ପାନୀ ଗୁଡିକ ନିଜ ର ପ୍ଲାନ ରେ 40% ମୂଲ୍ୟ କମ କରିବାକୁ ଯାଉଛନ୍ତି I

କଣ ରହିଛି ନୂଆ ପ୍ଲାନ
ଏୟାରଟେଲ – ସାରା ଦେଶ ରେ ଏୟାରଟେଲ ନିଜ ର 4G ସେବା ଆରମ୍ଭ କରିଛି I ଏବଂ ଏୟାରଟେଲ ନିଜ ଗ୍ରାହକ ଙ୍କ ପାଁଇ ଅନେକ ନୂଆ ନୂଆ ଅଫର ନେଇଆସିଚି I ଯାହା ଦ୍ୱାରା ଏୟାରଟେଲ ଗ୍ରାହକ ମାନେ ବିଶ୍ୱସ୍ତରୀୟ ସେବା ପାଇପାରୁଛନ୍ତି I ଏୟାରଟେଲ କହିବା ଅନୁସାରେ 50 ପଇସା 2.84 ପ୍ରତି ଦିନ ର ବୃଦ୍ଧି କରିଛି I ଏୟାରଟେଲ ର ନୂଆ ପ୍ଲାନ

ସର୍ଟ ଟର୍ମ ପ୍ଲାନ
କମ୍ପାନୀ ର ସବୁଠାରୁ ଶସ୍ତା ପ୍ଲାନ ହେଉଛି 19 ଟଙ୍କା ପ୍ଲାନ I ଏହି ପ୍ଲାନ ରେ ଅନଲିମିଟେଡ଼ କଳିଙ୍ଗ 100 SMS ଓ 150 MB ଡାଟା ସୁବିଧା ମିଳିବ I ଏହା ପରେ 49 ଟଙ୍କିଆ ପ୍ଲାନ ରହିଛି I ଏହି ପ୍ଲାନ ରେ 38.52 ଟଙ୍କା ର ଟକଟାଇମ ସୁବିଧା ରହିଛି I ଏହା ର ବୈଧତା 28 ଦିନ ର ରହିବ I ଏହା ପୂର୍ବ ରୁ 35 ଟଙ୍କା ପ୍ଲାନ ଥିଲା I

79 ଟଙ୍କା ପ୍ଲାନ ପୂର୍ବ ରୁ 65 ଟଙ୍କା ଥିଲା ଏହି ପ୍ଲାନ ରେ 63.95 ଟଙ୍କା ର ଟକଟାଇମ ମିଳିବ ଏବଂ 200 MB ଡାଟା ମଧ୍ୟ ମିଳିବ I ଏହା ର ବୈଧତା 28 ଦିନ ର ଅଟେ I 148 ଟଙ୍କା ର ପ୍ଲାନ ଯାହା ପୂର୍ବ ରୁ 129 ଟଙ୍କା ଥିଲା ଏବଂ ଅନଲିମିଟେଡ଼ କଳିଙ୍ଗ ବ୍ୟବସ୍ତା ରହିଛି I ଏହି ପ୍ଲାନ ର ବୈଧତା 28 ଦିନ ର ଅଟେ I ଏଥିରେ ଗ୍ରାହକ 2 ଜିବି ଡାଟା ସୁବିଧା ପାଇପାରିବ I 248 ଟଙ୍କା ର ପ୍ଲାନ ରେ ପ୍ରତୋକ ଦିନ 1.5 ଯିବି ଡାଟା ଓ 100 SMS ସୁବିଧା ରହିବ I ଏହା ର ବୈଧତା 28 ଦିନ ର ଅଟେ I 298 ଟଙ୍କା ପ୍ଲାନ ଯାହା କି 249 ଟଙ୍କା ପୂର୍ବ ରୁ ଥିଲା ଏଥିରେ 1.5 ଜିବି ର ପ୍ରତୋକ ଦିନ ଡାଟା ସୁବିଧା ରହିବ ଓ 100 SMS ସୁବିଧା ରହିବ I

ଲଙ୍ଗ ଟର୍ମ ପ୍ଲାନ
598 ଟଙ୍କା ଯାହା ପୂର୍ବ ରୁ 448 ଟଙ୍କା ଥିଲା ଏହା ର ବୈଧତା 84 ଦିନ ର ଅଟେ I ଏଥିରେ 100 ମାଗଣା SMS ସହ ପ୍ରତୋକ ଦିନ 1.5 ଯିବି ର ଡାଟା ମିଳିବ I
698 ପ୍ଲାନ ଯାହା ପୂର୍ବ ରୁ 499 ଟଙ୍କା ଥିଲା ଏଥିରେ ୟୁଜର 2 ଜିବି ଡେଲି ଡାଟା ପାଇପାରିବେ I 84 ଦିନ ର ଭାଲିଡିଟି ସୁବିଧା ରହିବ I ଏହା ସହ ପ୍ରତୋକ ଦିନ 100 SMS ସୁବିଧା ରହିବ I

ବାର୍ଷିକ ପ୍ଲାନ
1498 ଟଙ୍କା ଯାହା ପୂର୍ବ ରୁ 998 ଟଙ୍କା ଥିଲା ଏହା ର ବୈଧତା 365 ଦିନ ର ଅଟେ I ଏଥିରେ ମୋଟ 24 ଜିବି ଡାଟା ସୁବିଧା ରହିବ I ଏଥିରେ ଅନଲିମିଟେଡ଼ କଲ ସୁବିଧା ରହିଛି I 2398 ଟଙ୍କା ର ପ୍ଲାନ ଯାହା ପୂର୍ବରୁ 1699 ଟଙ୍କା ଥିଲା ଏହା ର ବୈଧତା 365 ଦିନ ର ଅଟେ ଏଥିରେ ଅନଲିମିଟେଡ଼ କଲିଙ୍ଗ ସହ ଡେଲି ମାଗଣା SMS ବ୍ୟବସ୍ତା ରହିବ I ଏଥିରେ ପ୍ରତୋକ ଦିନ 1.5 ଜିବି ର ଡାଟା ରହିବ I

ଭୋଡାଫୋନ ର ନୂଆ ରିଚାର୍ଜ ପ୍ଲାନ
ଭାରତୀୟ ଟେଲିକମ ଉପୋଭୋକ୍ତା ଙ୍କ ର ଲୋକପ୍ରିୟ ଅନଲିମିଟେଡ଼ ପ୍ୟାକ୍ସ ବିଷୟ ରେ ଆଲୋଚନା କରିବା I ଏହି ପ୍ୟାକ୍ସ ର ମୂଲ୍ୟ 149 ଟଙ୍କା 249 ଟଙ୍କା ଓ 299 ଟଙ୍କା ଓ 399 ଟଙ୍କା ଅଟେ I

149 ଟଙ୍କା – ଅନଲିମିଟେଡ଼ ଭଏସ କଲ ଅଫ ନେଟ କଲ 1000 ମିନିଟ , 2 ଜିବି ଡାଟା , 300 SMS ସୁବିଧା ରହିଛି I

249 ଟଙ୍କା ର ଅନଲିମିଟେଡ଼ ଭଏସ କଲ ଫାଉ ରେ ଅଫ ନେଟ କଲ 1000 ମିନିଟ ରହିବ I ପ୍ରତୋକ ଦିନ 1.5 ଜିବି ର ଡାଟା , 100 SMS ପ୍ରତୋକ ଦିନ I

299 ଟଙ୍କା ର ଅନଲିମିଟେଡ଼ ପ୍ଲାନ ରେ ପ୍ରତୋକ ଦିନ 2 ଜିବି ର ଡାଟା ଭଏସ କଲ ଫାଉ ରେ ଅଫ ନେଟ କଲ 1000 ମିନିଟ ରହିବ I

399 ଟଙ୍କା ର ପ୍ଲାନ ରେ ଅନଲିମିଟେଡ଼ ଭଏସ କଲ ରେ ଅଫ ନେଟ କଲ 1000 ମିନିଟ ରହିବ I ଏଥିରେ ପ୍ରତୋକ ଦିନ 3 ଜିବି ର ଡାଟା ସୁବିଧା ମିଳିବ I

298 ଯାହା ପୂର୍ବ ରୁ 249 ଟଙ୍କା ଥିଲା
ଏହି ପ୍ଲାନ ରେ ଡେଲି 2 ଜିବି ଡାଟା ଓ 100 SMS ମିଳିବ ଏହା ର ବୈଧତା 28 ଦିନ ର ଅଟେ I ଏଥିରେ ଅନଲିମିଟେଡ଼ କଲ ସୁବିଧା ରହିବ I

ଲଙ୍ଗ ଟର୍ମ ପ୍ଲାନ
ଏହା ର ବୈଧତା 84 ଦିନ ର ଅଟେ I ଏବଂ ଏହା ର ମୂଲ୍ୟ 598 ଟଙ୍କା ଅଟେ I ଏଥିରେ ଅନଲିମିଟେଡ଼ କଲ ସୁବିଧା ରହିବ ଓ ପ୍ରତୋକ ଦିନ 100 SMS ସୁବିଧା ରହିବ I ପ୍ରତୋକ ଦିନ 1.5 ଜିବି ର ଡାଟା ସୁବିଧା ରହିବ I

698 ପ୍ଲାନ ଯାହା ପୂର୍ବ ରୁ 499 ଟଙ୍କା ଥିଲା
ଏଥିରେ ଗ୍ରାହକ ମାନେ ପ୍ରତୋକ ଦିନ 2 ଜିବି ର ଡାଟା ଓ 84 ଦିନ ର ବୈଧତା ରହିବ I ଗ୍ରାହକ ମାନେ ପ୍ରତୋକ ଦିନ 100 SMS ସୁବିଧା ପାଇପାରିବେ I

ବାର୍ଷିକ ପ୍ଲାନ
1498 ଯାହା ପୂର୍ବ ରୁ 998 ଟଙ୍କା ଥିଲା
ଏହି ପ୍ଲାନ ର ବୈଧତା 365 ଦିନ ର ଅଟେ ଏବଂ ଭାଲିଡିଟି ପିରିଅଡ ରେ ମୋଟ 24 ଜିବି ର ଡାଟା ମିଳିବ I ଅନଲିମିଟେଡ଼ କଲ ସୁବିଧା ରହିବ ଏବଂ ପ୍ରତୋକ 28 ଦିନ ପାଁଇ 300 SMS ସୁବିଧା ରହିବ I

2398 ଟଙ୍କା ଯାହା ପୂର୍ବ ରୁ 1699 ଟଙ୍କା ଥିଲା
ଏୟାରଟେଲ ର ଏହି ପ୍ଲାନ ର ବୈଧତା 365 ଦିନ ର ଭାଲିଡିଟି ଅଟେ I ଏହି ପ୍ଲାନ ରେ 100 ମାଗଣା SMS ସୁବିଧା ରହିବ I ଏବଂ ପ୍ରତୋକ ଦିନ 1.5 ଜିବି ର ଡାଟା ସୁବିଧା ରହିବ I