ଦର୍ଶକବନ୍ଧୁ ଓଲିଉଡ଼ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ଗୁଡ଼ୁ ଦେଲେ ତାଙ୍କ ବିବାହର ଭୋଜି ତେବେ ଏଇ ହାସ୍ୟ ଅଭିନେତା ଜଣଙ୍କ ଗତ କାଲି ରିସେପ୍ସନ ପାର୍ଟି ଟି ଦେଇଛନ୍ତି ତେବେ ଏଇ ଅଭିନେତା ଜଣଙ୍କ କେଉଁଠାରୁ ତଙ୍କରା ରିସେପ୍ସନ ପାର୍ଟି ଦେଇଛନ୍ତି | ତାଙ୍କର ଏଇ ରିସେପ୍ସନ ପାର୍ଟି ରେ ଓଲିଉଡ଼ ଇଣ୍ଡଷ୍ଟ୍ରି ର କେଉଁ କେଉଁ ଅଭିନେତା ଓ ଅଭିନେତ୍ରୀ ମାନେ ଯୋଗ ଦେଇଥିଲେ |
ଆପଣମାନେ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା | ତେବେ ଫ୍ରେଣ୍ଡ୍ସ ଆପଣମାନେ ଜବରଦସ୍ତ କମେଡିଆନ ଗୁଡ଼ୁଙ୍କୁ ଅନେକ ସାରା ଫିଲ୍ମ ରେ ଜବରଦସ୍ତ କମେଡି କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କ କମେଡି କୁ ପସନ୍ଦ ମଧ୍ୟ କରୁଥିବେ |
ତେବେ ଆପଣମାନେ ଜାଣିଥିବେ ଯେ ଗଡୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତେବେ ଆପଣମାନେ ଏ ଫୋଟୋ ରେ ଦେଖିପାରୁଥିବେ ଯେ ଅଭିନେତା ଗୁଡ଼ୁ ଏବଂ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ସଜେଇ ହୋଇ କିପରି ଠିଆ ହୋଇଛନ୍ତି |
ଓ ତାଙ୍କ ସାଥିରେ ବହୁତ ଅଭିନେତା ଓ ଅଭିନେତ୍ରୀ ମାନେ ସେଲ୍ଫି ନେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି ତେବେ ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ଗତ 26 ତାରିଖ ଦିନ ଅଭିନେତା ଗୁଡ଼ୁ ଓ ତାଙ୍କର ବାନ୍ଧବୀ ପ୍ରିୟଙ୍କା ପ୍ରେମ ବିବାହ କରି କୋର୍ଟ ମ୍ୟାରେଜ କରି ଥିଲେ ଊ ବିବାହ ର 16 ଦିନ ପରେ ଗୁଡ଼ୁ ଦେଇଛନ୍ତି ଆଜି ତାଙ୍କର ରିସେପ୍ସନ ପାର୍ଟି ଟି ଏଥିରେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ବହୁତ ବଡ଼ ବଡ଼ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ |
ଯେମିତି କି ଅଭିନେତା ବାବୁଶାନ ମହାନ୍ତି ପପୁ ପମ ପମ ଓ ପ୍ରଜ୍ଞା ଙ୍କ ଭଳି ବହୁତ ଆଗ ଧାଡି ର ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ ତେବେ ଆପଣମାନଙ୍କୁ ଗୁଡ଼ୁ ଓ ପ୍ରିୟଙ୍କା ଙ୍କ ଯୋଡି କେମିତି ଲାଗୁଛି ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |