ନୁଆବୋହୁ ସିରିଏଲର ଲିଡ଼ ନାୟିକା Radhikaଙ୍କ ଘରୁ ଆସିଲା ବଡ ଖୁସିର ଖବର

ଲକଡାଉନ ଭିତରେ ରାଧିକାଙ୍କ ଘରୁ ଆସିଛି ଗୋଟେ ବହୁତ ବଡ ଖୁସିର ଖବର ତେବେ ଏସବୁ ବିଷୟରେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା | ତ ଫ୍ରେଣ୍ଡ୍ସ ନୂଆବୋହୂ ସିରିଏଲ ଟି ଆପଣମାନେ ପ୍ରତ୍ୟେକଦିନ ଦେଖୁଥିବେ ଓ ଏଇ ସିରିଏଲ ରେ ଲିଡ଼ ନାୟିକା ଭାବେ ଅଭିନୟ କରୁଥିବା ରାଧିକା ବର୍ତମାନ ସମୟରେ ମାଉସୀ ହୋଇଯାଇଛନ୍ତି | ତେବେ ଗତ କିଛିଦିନ ପୂର୍ବେ ରାଧିକାଙ୍କ ବଡ ଭଉଣୀଙ୍କର ବିବାହ ହୋଇଥିଲା ଓ ତାଙ୍କର ବର୍ତମାନ ସମୟରେ ଗୋଟେ କୁନି ଝିଅ ଜନ୍ମ ନେଇଛନ୍ତି |

ତ ଫ୍ରେଣ୍ଡ୍ସ ରାଧିକା ବର୍ତମାନ ମାଉସୀ ହେବାପରେ ବହୁତ ଖୁସିରେ ଅଛନ୍ତି ତେବେ ବର୍ତମାନ ସମୟରେ ରାଧିକା ସୁଟିଂ କାର୍ଯ୍ୟ ବନ୍ଦ ହୋଇ ରହିଥିବାରୁ ନିଜ ଗାଁ କୁ ଚାଲିଯାଇଛନ୍ତି ନିଜ ଗାଁ ରେ ନିଜ ଗାଁ ପିଲାମାନଙ୍କ ସହ ମିଶି ରଜ ଉତ୍ସବ ପାଳନ କରୁଥିବାର ନଜର ଆସିଛନ୍ତି | ରାଧିକା ନୂଆବୋହୂ ସିରିଏଲ ରେ ବହୁତ ସୁନ୍ଦର ଅଭିନୟ କରିଛନ୍ତି ଓ ତାଙ୍କର ଏଇ ଅଭିନୟ ପାଇଁ ହିଁ ଏଇ ସିରିଏଲ କୁ ବହୁତ ସାରା ଆୱାର୍ଡ ମଧ୍ୟ ମିଳିଥିବାର ନଜର ଆସିଛି |


ଏଥିପାଇଁ ରାଧିକା ଭି ମଧ୍ୟ ବେଷ୍ଟ ହିରୋଇନ ର ଆୱାର୍ଡ ପାଇ ସାରିଛନ୍ତି ତ ଫ୍ରେଣ୍ଡ୍ସ ଆଗାମୀ ଦିନମାନଙ୍କରେ ସରକାର ଙ୍କର ଗାଇଡଲାଇନ ଅନୁଯାୟୀ ଯଦି କରୋନା ଭାଇରସ କମିଯାଏ ତାହେଲେ ନିଶ୍ଚିତ ଭାବରେ ଏଇ ସିରିଏଲ ର ସୁଟିଂ ପୁଣିଥରେ ଆରମ୍ଭ ହେବ |

କିନ୍ତୁ ଗତ ଦେଢ଼ମାସ ହେବ ରାଧିକା ବା ସମସ୍ତ ଓଡ଼ିଆ ସିରିଏଲ ର ଆକ୍ଟର ଓ ଆକ୍ଟ୍ରେସ ମାନେ ନିଜ ଗାଁ କୁ ଚାଲିଯାଇଥିବାର ନଜର ଆସିଛନ୍ତି ତ ଏହା ମଧ୍ୟରେ ରାଧିକାଙ୍କ ଘରୁ ବହୁତ ବଡ଼ ଖୁସିର ଖବର ଆସିଛି ଆଉ ରାଧିକା ମାଉସୀ ହୋଇଯାଇଛନ୍ତି ତ ଫ୍ରେଣ୍ଡ୍ସ ଆପଣମାନଙ୍କୁ ରାଧିକାଙ୍କ ଅଭିନୟ କେମିତିଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |