ନୂଆ ନୂଆ ବାହା ହୋଇଥିବା ଓଡ଼ିଆ Heroine ମାନଙ୍କ ଶାଶୁ ମାନେ ଦେଖିବାକୁ କୋଉ Model ଠାରୁ କମ ନୁହଁନ୍ତି, ଦେଖିଲେ କହିବେ ଇଏ ତ ବୋହୁ ଠାରୁ ଅଧିକ ସୁନ୍ଦର

ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ଗତ ଦିନ ମାନଙ୍କରେ ଓଲିଉଡ଼ ର ବହୁତ ସାରା ସେଲିବ୍ରେଟି ମାନେ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି ତେବେ ଫ୍ରେଣ୍ଡ୍ସ ଏହି ସେଲିବ୍ରେଟି ମାନଙ୍କର ଶାଶୁ ମାନଙ୍କୁ ଆପଣ ଦେଖିଛନ୍ତି କି ଓ ତାଙ୍କ ବିଷୟରେ କିଛି ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା ଯାହାକୁ ଆପଣମାନେ ଜାଣିନଥିବେ |

ଜ୍ୟାକଲିନ: ଦର୍ଶକବନ୍ଧୁ ଆପଣମାନେ ଜ୍ୟାକଲିନ ଙ୍କୁ ବେଶ ଭଲଭାବରେ ଜାଣିଥିବେ ଓ ବହୁତ ସାରା ସିରିଏଲ ରେ ଜବରଦସ୍ତ ଅଭିନୟ କରୁଥିବାର ମଧ୍ୟ ଦେଖିଥିବେ ତେବେ ଆପଣମାନେ ଜାଣିଥିବେ ଜ୍ୟାକଲିନ ଗତ କିଛିଦିନ ତଳେ ଅରବିନ୍ଦଙ୍କୁ ବିବାହ କରିଥିଲେ ତେବେ ଆପଣମାନେ ଏହି ଫୋଟୋ ରେ ଜ୍ୟାକଲିନଙ୍କ ଶାଶୁଙ୍କୁ ଦେଖିପାରୁଥିବେ ସେ ଜ୍ୟାକଲିନ ଙ୍କୁ ବହୁତ ଅଧିକ ଭଲ ପାଆନ୍ତି |

ଅର୍ଚ୍ଚିତା: ବନ୍ଧୁଗଣ ଆପଣମାନେ ଓଲିଉଡ଼ ର ଚୂଲୁବୁଲି ନାୟିକା ଅର୍ଚ୍ଚିତା ଙ୍କୁ ତ ବେଶ ଭଲଭାବରେ ଜାଣିଥିବେ ଗତ ଦିନମାନଙ୍କରେ ସବ୍ୟସଚୀଙ୍କୁ ବିବାହ କରିଥିଲେ ଅର୍ଚ୍ଚିତା ତେବେ ଆପଣମାନେ ଏହି ଫୋଟୋ ରେ ଆପଣମାନେ ଅର୍ଚ୍ଚିତାଙ୍କ ଶାଶୁ ଓ ଶଶୂର ଙ୍କୁ ଦେଖିପାରୁଥିବେ |

ସୋମାଲୀନ: ଫ୍ରେଣ୍ଡ୍ସ ଆପଣମାନେ ଜାଣିଥିବେ ଗତ ଦିନମାନଙ୍କରେ ସୋମାଲୀନ ନିଶିଧଙ୍କୁ ବିବାହ କରିଛନ୍ତି ତାହେଲେ ଆପଣମାନେ ଏହି ଫୋଟୋ ରେ ସୋମାଲୀନଙ୍କ ଶାଶୁଙ୍କୁ ଦେଖିପାରୁଥିବେ ସୋମାଲୀନ ଙ୍କ ଶାଶୁ ତାଙ୍କୁ ବହୁତ ଅଧିକ ପସନ୍ଦ କରନ୍ତି |

ସୋନାଲି: ତାହେଲେ ଆପଣମାନେ ସୋନାଲିକୁ କୁଆଁରୀ ବୋହୁ ସିରିଏଲ ରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିପାରୁଥିବେ ତେବେ ଇଏ ହେଉଛନ୍ତି ସୋନାଲିଙ୍କ ଶାଶୁ ଆଉ ବର୍ତ୍ତମାନ ସମୟରେ ସୋନାଲି ସିରିଏଲ ଛାଡି ଶାଶୁ ଘରେ ରହୁଥିବାର ଦେଖା ଦେଇଛନ୍ତି |

ଝିଲିକ: ତେବେ ଗତ ଦିନମାନଙ୍କରେ ଝିଲିକ ସୁକିନ୍ଦାର ବିଧାୟକ ପ୍ରିତିରଞ୍ଜନ ଘଡ଼ାଇ କୁ ବିବାହ କରିଥିଲେ ତେବେ ଫ୍ରେଣ୍ଡ୍ସ ଆପଣମାନେ ଏହି ଫୋଟୋ ରେ ଝିଲିକ ଙ୍କ ଶାଶୁ ଙ୍କୁ ଦେଖିପାରୁଥିବେ |