ଲାଲ ରଙ୍ଗର ଗାର ଥିବା ଔଷଧ ହୋଇପାରେ ଆପଣଙ୍କ ପାଇଁ ଘାତକ; ଜାଣନ୍ତୁ କଣ ହୋଇଥାଏ ଏହି ଲାଲ ଗାରର ଅର୍ଥ

ଔଷଧ ପ୍ରତି ଲୋକ ଙ୍କ ମଧ୍ୟ ରେ ଜନ ସଚେତନତା ବୃଦ୍ଧି କରାଯାଉଛି I ସ୍ଵାସ୍ତ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଅନେକ ସ୍ଵାସ୍ତ୍ୟ ସମ୍ବନ୍ଧିତ ବିଜ୍ଞାପନ ମଧ୍ୟ ପ୍ରସାରିତ କରାଯାଉଛି I ଏହିପରି ପରି କିଛି ଔଷଧ ରହିଛି ଯାହା କି ଡାକ୍ତର ଙ୍କ ର ବିନା ଅନୁମତି ରେ ସେବନ କରନ୍ତୁ ନାହିଁ I ସର୍ବଦା ଏହା ମଧ୍ୟ କୁହାଯାଇଥାଏ ଡାକ୍ତର ଙ୍କ ର ବିନା ଅନୁମତି ରେ ଔଷଧ ସେବନ କରନ୍ତୁ ନାହିଁ I

ବିଗତ ଦିନ ରେ ସ୍ଵାସ୍ତ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଏକ ଟ୍ୱିଟ କରାଯାଇଥିଲା I ଏବଂ ଔଷଧ ରେ ଥିବା ଏହି ଲାଲ ଗାର ର ଅର୍ଥ କଣ କୁହାଯାଇଥିଲା I ଏହା ର ଅର୍ଥ ଏହି ସବୁ ଔଷଧ ଡାକ୍ତର ଙ୍କ ର ବିନା ଅନୁମତି ରେ ସେବନ କରନ୍ତୁ ନାହିଁ I ଏହା ଆପଣ ଙ୍କ ର ସ୍ଵାସ୍ତ୍ୟ ପାଁଇ ହାନିକାରକ ହେଇପାରେ I

କଣ ରହିଥାଏ ଲାଲ ରଙ୍ଗ ର ଅର୍ଥ
ସ୍ଵାସ୍ତ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନୁସାରେ କିଛି ଔଷଧ ରେ ଲାଲ ରଙ୍ଗ ର ଏକ ଗାର ରହିଥାଏ I ଏହା ର ଅର୍ଥ କେବଳ ଡାକ୍ତର ଙ୍କ ର ପରାମର୍ଶ ଅନୁସାରେ ହିଁ ଏହି ଔଷଧ ର ସେବନ କରିବା ଉଚିତ I ଆପଣ ମଧ୍ୟ ଦୋକାନ ରୁ ଔଷଧ କିଣିବା ସମୟ ରେ ଏପରି ଅନେକ ଔଷଧ ଦେଖିଥିବେ ଯେଉଁଥିରେ ଲାଲ ଗାର ଥିବ I

ଲାଲ ରଙ୍ଗ ର ଏହି ଔଷଧ କେବଳ ଡାକ୍ତର ଙ୍କ ର ଅନୁମତି ରେ ହିଁ ଦୋକାନୀ ଦେଇଥାନ୍ତି I ଏବଂ ଦୋକାନୀ ମଧ୍ୟ ଡାକ୍ତର ଙ୍କ ର ବିନା ଅନୁମତି ରେ ଏହି ଔଷଧ ଦେଇପାରିବେ ନାହିଁ I କାରଣ ଅନେକ ସମୟ ରେ ଏହି ଔଷଧ ସେବନ ଦ୍ୱାରା ନାନା ସମସ୍ୟା ଦେଖାଯାଇଥାଏ I

ଡାକ୍ତର ଙ୍କ ଅନୁସାରେ ଏହି ଔଷଧ କୁ ଅଧିକ ସେବନ କରିବା ଦ୍ୱାରା ରୋଗୀ ଆହୁରି ରୋଗ ରେ ପଡ଼ିଥାନ୍ତି I ଏହା ଶରୀର ପାଁଇ ଘାତକ ହେଇପାରେ I ତେଣୁ ଭଲ ଡାକ୍ତର ଙ୍କ ର ପରାମର୍ଶ ରେ ହିଁ ଔଷଧ ସେବନ କରିବା ଉଚିତ I

ଔଷଧ ସେବନ ସମୟ ରେ କିଛି ବିଶେଷ ଧ୍ୟାନ
-ଔଷଧ କେବେ ହେଲେ ଖାଲି ପେଟ ରେ ସେବନ କରନ୍ତୁ ନାହିଁ I ଔଷଧ ସେବନ ର 10 ମିନିଟ ପୂର୍ବ ରୁ କିଛି ଖାନ୍ତୁ ନାହିଁ I

– ଡାକ୍ତର ଯେତିକି କହିଥିବେ ସେତିକି ହିଁ ଔଷଧ ସେବନ କରିବା ଉଚିତ I

-ଆପଣ ସ୍ଵାସ୍ତ୍ୟ ହେଇଗଲେ ଔଷଧ ବନ୍ଦ କରିଦେବେ I

-ଔଷଧ ଖାଇବା ସମୟ ରେ ଏହା ର ଏକ୍ସପାରି ଡେଟ ମଧ୍ୟ ଦେଖିବା ଜରୁରୀ ଅଟେ I