ଓଡ଼ିଆ Female ସିଙ୍ଗର ମାନଙ୍କ Real life partners, ସବୁଠୁ ସୁନ୍ଦର ୟାଙ୍କ ସ୍ୱାମୀ

ନମସ୍କାର ବନ୍ଧୁଗଣ ଆମ ଓଲିଉଡ ଜଗତର ଗାୟିକାମାନଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ହେଲେ ବନ୍ଧୁଗଣ ଆପଣମାନେ ସେହି ଗାୟିକା ମାନଙ୍କ ସ୍ଵାମୀ ମାନଙ୍କୁ ଆଗରୁ କେବେ ଦେଖିଛନ୍ତି କି, ଯଦି ଦେଖି ନାହାଁନ୍ତି ତେବେ ଆସନ୍ତୁ ଦେଖିବା।

ନମିତା ଅଗ୍ରୱାଲ

ନମିତା ଅଗ୍ରୱାଲଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଇଏ ହେଉଛନ୍ତି ନମିତା ଅଗ୍ରୱାଲଙ୍କ ସ୍ଵାମୀ ସୀତାରାମ ଅଗ୍ରୱାଲ। ନମିତା ଅଗ୍ରୱାଲ ଓ ସୀତାରାମ ଅଗ୍ରୱାଲ ୧୯୯୨ ମସିହାରେ ବିବାହ କରିଥିଲେ।

ଦିପ୍ତିରେଖା ପାଢ଼ୀ

ଦିପ୍ତିରେଖା ପାଢ଼ୀଙ୍କ ସ୍ବାମୀଙ୍କ ନାମ ହେଉଛି ସୋମ୍ୟରଞ୍ଜନ ପାଢ଼ୀ। ଦିପ୍ତିରେଖା ୨୦୨୦ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ସୋହିନୀ ମିଶ୍ର

ସୋହିନୀ ମିଶ୍ର ହିମାଂଶୁ ଶେଖର ପତିଙ୍କୁ ୨୦୨୦ ମସିହାରେ ବିବାହ କରିଥିଲେ। ଆଉ ବର୍ତ୍ତମାନ ସମୟରେ ସେ ତାଙ୍କ ଶାଶୁଘରେ ରହୁଛନ୍ତି। ସୋହିନୀ ମିଶ୍ରଙ୍କ କଣ୍ଠରୁ ଆପଣମାନେ ବୋହୁତ ଭଲ ଭଲ ଗୀତ ନିଶ୍ଚିତ ଶୁଣିଥିଲେ।

ତପୁ ମିଶ୍ର

ଆପଣମାନେ ତ ତପୁ ମିଶ୍ରଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ତପୁ ମିଶ୍ର ୨୦୧୮ ମସିହାରେ ଦୀପକ୍ ପୂଜାରୀଙ୍କୁ ବିବାହ କରିଥିଲେ। ଆପଣମାନେ ତ ଜାଣିଥିବେ ତପୁ ମିଶ୍ର କୋରୋନା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି।

ଅସୀମା ପଣ୍ଡା

ଆପଣମାନେ ଅସୀମା ପଣ୍ଡାଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କ କଣ୍ଠରୁ ବୋହୁତ ସୁନ୍ଦର ସୁନ୍ଦର ଗୀତ ମଧ୍ୟ ଶୁଣିଥିବେ। ଅସୀମା ପଣ୍ଡା ମାନସଙ୍କୁ ୨୦୧୮ ମସିହାରେ ବିବାହ କରିଥିଲେ। ହେଲେ କୌଣସି କାରଣରୁ ତାଙ୍କର ବିବାହ ବେଶୀ ଦିନ ଚାଲିନଥିଲା ଏବଂ ଶେଷରେ ସେ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ।

ନନ୍ଦିତା

ଓଲିଉଡର ଏହି ଗାୟିକାକୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ବର୍ତ୍ତମାନ ନନ୍ଦିତାଙ୍କର ଜଣେ ଝିଅ ଅଛନ୍ତି।

ଗୀତା ଦାସ

ଓଲିଉଡର ଏହି ଜବରଦସ୍ତ ସିଙ୍ଗରକୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଇଏ ହେଉଛନ୍ତି ଗୀତା ଦାସଙ୍କ ସ୍ଵାମୀ। ଗୀତା ଦାସ ବୋହୁତସାରା ଭଜନ ମଧ୍ୟ ଗାଇଛନ୍ତି।