ଓଡ଼ିଆ ସୁପରଷ୍ଟାର Sidhant Mohapatraଙ୍କର ଝିଅ ଓ ଫ୍ୟାମେଲୀ ଆଗରୁ ଦେଖି ନ ଥିବେ…

ହେଲୋ ଫ୍ରେଏଣ୍ଡ୍ସ ଆମ ଓଲିଉଡ଼ ର ଜବରଦସ୍ତ ଆକ୍ଟର ସିଦ୍ଧାନ୍ତ ମହାପାତ୍ରଙ୍କୁ ତ ଆପଣ ବେଶ ଭଲ ଭାବରେ ଜାଣିଥିବେ 90ଦଶକରେ ବହୁତ ସାରା ଓଡ଼ିଆ ଫିଲ୍ମ ରେ ଅଭିନୟ କରି ସାରା ଓଡ଼ିଶାର ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ସୃଷ୍ଟି କରିପାରିଛନ୍ତି ସିଦ୍ଧାନ୍ତ ମହାପାତ୍ର ତେବେ ଫ୍ରେଣ୍ଡ୍ସ ଆଜି ଆସନ୍ତୁ ଜାଣିବା ସିଦ୍ଧାନ୍ତ ମହାପାତ୍ର ଙ୍କ ଜୀବନି ଓ ତାଙ୍କ ପରିବାର ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ |


1993 ମସିହାରେ ମାତ୍ର 27 ବର୍ଷ ବୟସରେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଏଣ୍ଟ୍ରି କରିଥିଲେ ସେ ପ୍ରଥମେ ଶ୍ରଦ୍ଧାଞ୍ଜଳି ଫିଲ୍ମ ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ ଏଇ ଫିଲ୍ମ ଟି ଓଡ଼ିଶାର ଦର୍ଶକମାନଙ୍କୁ ବେଶ ପସନ୍ଦ ଆସିଥିଲା ଏହାପରେ ସିଦ୍ଧାନ୍ତ ମହାପାତ୍ର ପଛକୁ ଫେରି ଚାହିଁନାହାନ୍ତି ବର୍ତ୍ତମାନ ସମୟରେ ସିଦ୍ଧାନ୍ତ ମହାପାତ୍ର ପ୍ରାୟ 150 ରୁ ଅଧିକ ଫିଲ୍ମ ରେ ଅଭିନୟ କରିସାରିଛନ୍ତି |


2004 ମସିହାରେ ସିଦ୍ଧାନ୍ତ ମହାପାତ୍ର ମାମା ମିଶ୍ରଙ୍କୁ ବିବାହ କରିଥିଲେ ହେଲେ ଏହା ପୂର୍ବରୁ 2003 ମସିହାରେ ସେ ରଚନା ବାନାର୍ଜୀ ଙ୍କୁ ମଧ୍ୟ ବିବାହ କରିଥିଲେ କିନ୍ତୁ ରଚନା ଓ ସିଦ୍ଧାନ୍ତ ଙ୍କ ମଧ୍ୟରେ କୌଣସି କାରଣରୁ 2004 ମସିହାରେ ପରସ୍ପରଙ୍କ ଠୁ ଅଲଗା ହୋଇଯାଇଥିଲେ |


ଓ ଏହାପରେ ସିଦ୍ଧାନ୍ତ ମାମା ମିଶ୍ରଙ୍କୁ ବିବାହ କରିଥିଲେ ଓ ବର୍ତ୍ତମାନ ସମୟରେ ସିଦ୍ଧାନ୍ତ ଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ସନ୍ତାନ ମଧ୍ୟ ଅଛନ୍ତି ତାଙ୍କ ପୁଅଙ୍କ ନାଁ ହେଉଛି ସାଇ ସାମନ୍ତ ଓ ଝିଅଙ୍କ ନାଁ ହେଉଛି ସାଇ ସିଦ୍ଧି | ବର୍ତ୍ତମାନ ସମୟରେ ସିଦ୍ଧାନ୍ତ ଙ୍କ ପୁଅ ପାଠ ପଢୁଛନ୍ତି ପାଠ ପଢିବା ସହ ସେ ଆକ୍ଟିଙ୍ଗ ମଧ୍ୟ ଶିଖୁଛନ୍ତି କାରଣ ଆଗାମୀ ଦିନ ମାନଙ୍କରେ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ଏଣ୍ଟ୍ରି କରିବେ ବୋଲି ସିଦ୍ଧାନ୍ତ ମହାପାତ୍ର ନିଜେ କହିଛନ୍ତି |


ଏହା ସହିତ ସିଦ୍ଧାନ୍ତ ମହାପାତ୍ର ଙ୍କ ଝିଅ ମଡେଲିଂ ରେ ପାଦ ଥାପିଛନ୍ତି ବର୍ତ୍ତମାନ ସମୟରେ ସିଦ୍ଧାନ୍ତ ମହାପାତ୍ର ଙ୍କ ପୁଅକୁ 15 ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ଝିଅକୁ ବୟସ ହୋଇଛି ଆଉ ସିଦ୍ଧାନ୍ତ ମହାପାତ୍ରଙ୍କ ସ୍ତ୍ରୀ ମାମା ମିଶ୍ର ବହୁତ ସାରା ସିନେମାରେ ଅଭିନୟ କରିଛନ୍ତି କିନ୍ତୁ 2004 ମସିହାରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ବିବାହ କରିସାରିବାପରେ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ରୁ ଦୁରେଇ ଯାଇଛନ୍ତି ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ ସିଦ୍ଧାନ୍ତ ଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |