ମା ହେଲା ପରେ ଆକ୍ଟିଙ୍ଗ ଛାଡି ଦେଲେ ଏହି Heroine ମାନେ, ନ ହେଲେ ଏବେ କରିଥାନ୍ତେ ଓଡିଶାରେ ରାଜ

ନମସ୍କାର ବନ୍ଧୁଗଣ ଓଡ଼ିଆ ଫିଲ୍ମ ବା ଶିରିୟଲ ଜଗତରେ ଅଭିନୟ କରିଥିବା ଅଭିନେତ୍ରୀଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ହେଲେ ବନ୍ଧୁଗଣ ଏହି ହିରୋଇନ୍ ମାନେ ମା ହେବାପରେ ଓଲିଉଡ ଇଣ୍ଡଷ୍ଟ୍ରିକୁ ଛାଡି ଦେଇଛନ୍ତି। ତେବେ ଦର୍ଶକ ବନ୍ଧୁ ଆଜି ଆମେ ଏହିଭଳି କିଛି ଓଲିଉଡ ହିରୋଇନ୍ ମାନଙ୍କ ବିଷୟରେ ଜାଣିବା ଯେଉଁମାନେ ମା ହେବାପରେ ଓଲିଉଡ ଇଣ୍ଡଷ୍ଟ୍ରି ଠାରୁ ପୁରା ଦୂରେଇ ଯାଇଛନ୍ତି।

ସୁଇଟି: ସୁଇଟିଙ୍କୁ ଆପଣମାନେ ମାନିନୀ ଧାରାବାହିକରେ ଅଭିନୟ କରିଥିବାର ଦେଖିଥିବେ। ସେ ମାନିନୀ ଧାରାବାହିକରେ ଅଭିନୟ କରୁଥିବା ସମୟରେ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ନେଇଥିଲେ। ସେଥିପାଇଁ ସେ ଏହି ଧାରାବାହିକଟିକୁ ଛାଡ଼ି ଦେଇଥିଲେ।

ଆନିଶା ଓ ଶୁବାଶିଷ: ଏହି ଯୋଡିକୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ସୁଟିଂ ସେଟ୍ ରୁ ପରସ୍ପରକୁ ଭଲପାଇ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବର୍ତ୍ତମାନ ସମୟରେ ଆନିଶାଙ୍କର ଏକ କନ୍ୟା
ସନ୍ତାନ ଜନ୍ମ ନେଇଛି, ସେଥିପାଇଁ ସେ ଓଲିଉଡ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ରହିଛନ୍ତି।

ଉପାସନା: ଉପାସନାଙ୍କୁ ଆପଣମାନେ ବୋହୁତ ସାରା ଆଲବମ୍ ଓ ଶିରିୟଲରେ ଅଭିନୟ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ। ଉପାସନାଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ନେବା ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରି ଠାରୁ ସେ ସମ୍ପୂର୍ଣ ଦୂରେଇ ଯାଇଛନ୍ତି।

ମାହି: ଆପଣମାନେ ମାହି ଓ ଚନ୍ଦନଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ। ଗତ ଦିନମାନଙ୍କରେ ମାହିଙ୍କର ଗୋଟିଏ କନ୍ୟା ସନ୍ତାନ ଜନ୍ମ ନେଇଛନ୍ତି। ତାଙ୍କର ଝିଅ ହେବାପରେ ସେ ଓଲିଉଡ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଛନ୍ତି।

ଇସ୍ପିତା: ଇସ୍ପିତାଙ୍କୁ ଆପଣମାନେ ବୋହୁତ ସାରା ଆଲବମ୍ ରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ପାଉଥିବେ। ଇସ୍ପିତା ମା ହେବାପରେ ସେ ଓଲିଉଡ ଇଣ୍ଡଷ୍ଟ୍ରି ଠାରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଛନ୍ତି।

ଆମେଲି: ଆମେଲିଙ୍କର ବୋହୁତ ସାରା ଆଲବମ୍ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ। ଆମେଲି ମା ହେବାପରେ ସେ ଓଲିଉଡ ଇଣ୍ଡଷ୍ଟ୍ରି ଠାରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଛନ୍ତି।

ମୋନାଲିସା: ମୋନାଲିସା ଓ ଦେବାଶିଷଙ୍କ ଯୋଡିକୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ସୁଟିଂ ସେଟ୍ ରୁ ପରସ୍ପରକୁ ଭଲପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଯୋଡି। ବର୍ତ୍ତମାନ ସମୟରେ ମୋନାଲିସାଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି।

ମାମା ମିଶ୍ର; ସିଦ୍ଧାନ୍ତ ମହାପାତ୍ର ଏବଂ ମାମା ମିଶ୍ରଙ୍କ ଯୋଡିକୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ମା ହେବା ପରେ ମାମା ମିଶ୍ର ଓଲିଉଡ ଜଗତରୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ଯାଇଛନ୍ତି କିନ୍ତୁ ଏହା ପୂର୍ବରୁ ସେ ବୋହୁତ ସାରା ଧାରାବାହିକରେ ଅଭିନୟ କରିଥିଲେ।

ପ୍ରିୟା: ପ୍ରିୟାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ସେ ବୋହୁତ ସାରା ସିନେମାରେ ଅଭିନୟ କରୁଥିବାର ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ କିନ୍ତୁ ମା ହେବା ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରିରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଛନ୍ତି।