ନମସ୍କାର ବନ୍ଧୁଗଣ ଓଲିଉଡ଼ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ନବେ ଦଶକରେ ବୋହୁତସାରା ଓଡ଼ିଆ ଫିଲ୍ମରେ ସିଦ୍ଧାନ୍ତ। ତାଙ୍କର ଜବରଦସ୍ତ ଅଭିନୟ ଦ୍ଵାରା ଓଡ଼ିଶାର ଦର୍ଶକମାନଙ୍କ ମନରେ ଗୋଟିଏ ଅଲଗା ପ୍ରକାର ସ୍ଥାନ ବନେଇ ପାରିଛନ୍ତି ସିଦ୍ଧାନ୍ତ ମହାପାତ୍ର। ସୁଟିଂ ସେଟ୍ ରୁ ପରସ୍ପରକୁ ଭଲପାଇ ବିବାହ କରିଥିଲେ ସିଦ୍ଧାନ୍ତ ଏବଂ ମାମା ମିଶ୍ର।
ସିଦ୍ଧାନ୍ତଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି। ବର୍ତ୍ତମାନ ସମୟରେ ସିଦ୍ଧାନ୍ତଙ୍କ ପୁଅଙ୍କୁ ୧୭ ବର୍ଷ ହୋଇଥିବା ବେଳେ ସିଦ୍ଧାନ୍ତଙ୍କ ଝିଅଙ୍କୁ ବର୍ତ୍ତମାନ ସମୟରେ ୧୫ ବର୍ଷ ବୟସ ହୋଇଗଲାଣି। ତେବେ ଆଗାମୀ ଦିନମାନଙ୍କରେ ସିଦ୍ଧାନ୍ତ ମହାପାତ୍ରଙ୍କ ଝିଅ ନୂଆ ଫିଲ୍ମରେ ଅଭିନୟ କରିବା ପାଇଁ ଯାଉଛନ୍ତି। ଏହି ବିଷୟ ଉପରେ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। 90’s ରେ ସିଦ୍ଧାନ୍ତ ମହାପାତ୍ରଙ୍କ ଜବରଦସ୍ତ ଅଭିନୟ ବୋହୁତସାରା ଓଡ଼ିଆ ଫିଲ୍ମରେ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ।
ଏହାପରେ ସିଦ୍ଧାନ୍ତ ୨୦୦୩ ମସିହାରେ ରଚନା ବାନାର୍ଜୀଙ୍କୁ ବିବାହ କରିଥିଲେ କିନ୍ତୁ ତାଙ୍କ ବିବାହ ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ନ ଥିଲା। ଏହାପରେ ସେ ମାମା ମିଶ୍ରଙ୍କୁ ସୁଟିଂ ସେଟ୍ ରୁ ହିଁ ଭଲପାଇ ବିବାହ କରିଥିଲେ। ଏହାପରେ ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ହୋଇଛନ୍ତି। ପୁଅଙ୍କ ନାମ ସାଇସିଦ୍ଧି ରହିଥିବା ବେଳେ ଝିଅଙ୍କ ନାମ ରହିଛି ସାଇସମର୍ଥା।
ବର୍ତ୍ତମାନ ସମୟରେ ସିଦ୍ଧାନ୍ତଙ୍କ ପୁଅଙ୍କୁ ୧୭ ବର୍ଷ ହୋଇଥିବା ବେଳେ ସିଦ୍ଧାନ୍ତଙ୍କ ଝିଅଙ୍କୁ ୧୫ ବର୍ଷ ବୟସ ହୋଇଯାଇଛି। ଆଉ ବର୍ତ୍ତମାନ ସେ ତାଙ୍କ ପାଠ ପଢ଼ିବାରେ ବ୍ୟସ୍ତ ରହିଛନ୍ତି ଏବଂ ଆଗାମୀ ଦିନମାନଙ୍କରେ ସେ ନିଶ୍ଚିତ ଭାବରେ ଓଲିଉଡ ଇଣ୍ଡଷ୍ଟ୍ରିକୁ ଆସିବେ ବୋଲି ସିଦ୍ଧାନ୍ତ ମହାପାତ୍ର କହିଛନ୍ତି।