ନମସ୍କାର ବନ୍ଧୁଗଣ ଆପଣମାନେ ତ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସବୁ ଧାରାବାହିକ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ସେଥିରେ ଅଭିନୟ କରୁଥିବା ହିରୋ ଯେମିତି କି ସାତ୍ଵିକ୍, ନାଗେଶ, ତୁଷାର, ତରୁଣ ଏବଂ ଅନ୍ୟ ହିରୋ ମାନଙ୍କୁ ନିଶ୍ଚିତ ଭାବରେ ସିରିୟଲ୍ ରେ ଦେଖୁଥିବେ। ଏହା ସହିତ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଫିଲ୍ମରେ ମଧ୍ୟ ଆପଣମାନେ ବୋହୁତସାରା ହିରୋମାନଙ୍କୁ ଦେଖିଥିବେ। ହେଲେ କଣ ଆପଣ ଜାଣିଛନ୍ତି କି ସେହି ହିରୋମାନଙ୍କର ଭଉଣୀମାନେ କିଏ, କଣ ଆପଣ ଜାଣିଛନ୍ତି କି ସେହି ହିରୋମାନଙ୍କ ଭଉଣୀମାନେ କେମିତି ଦେଖିବାକୁ। ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା।
ଜଗଜିତ୍
ନୂଆ ବୋହୂ ଧାରାବାହିକରେ ସାତ୍ୱିକ୍ ଭୂମିକାରେ ଯିଏ ଅଭିନୟ କରନ୍ତି ତାଙ୍କର ପ୍ରକୃତ ନାମ ହେଉଛି ଜଗଜିତ୍। ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ନୂଆ ବୋହୂ ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ ଏବଂ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ ମଧ୍ୟ କରୁଥିବେ। ଇଏ ହେଉଛନ୍ତି ସାତ୍ୱିକ୍ ଙ୍କର ଭଉଣୀ।
ତୁଷାର
ଆପଣମାନେ ତ ନିଶ୍ଚିତ ଭାବରେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ତାରିଣୀ ଆଖିରେ ତାରା ଧାରାବାହିକରେ ତୁଷାରଙ୍କୁ ଦେଖିଥିବେ। ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାନଙ୍କୁ ଭଲ ଲାଗୁଥିବ। ଇଏ ହେଉଛନ୍ତି ତୁଷାରଙ୍କର ଭଉଣୀ।
ସନ୍ଦୀପ
ସନ୍ଦୀପଙ୍କୁ ତ ଆପଣମାନେ ବୋହୁତ ସାରା ସିରିୟଲ୍ ରେ ନିଶ୍ଚିତ ଭାବରେ ଦେଖିଥିବେ ଏବଂ ସେ ନିଜ ଅଭିନୟ ଓ କୁହୁକ ବଳରେ ଦର୍ଶକମାନଙ୍କୁ ମୋହିତ କରିଦେଇଛନ୍ତି। ଇଏ ହେଉଛନ୍ତି ସନ୍ଦୀପଙ୍କ ଭଉଣୀ।
ମହାପ୍ରସାଦ
ମହାପ୍ରସାଦଙ୍କୁ ଆପଣ ରାନୀ ଧାରାବାହିକରେ ରାଜା ଚରିତ୍ରରେ ଦେଖିଥିବେ ଏବଂ ସେ ନିଜ ଅଭିନୟ ଓ କୁହୁକ ବଳରେ ଦର୍ଶକମାନଙ୍କୁ ମୋହିତ କରିଦେଇଛନ୍ତି। ଇଏ ହେଉଛନ୍ତି ଆପଣଙ୍କ ପ୍ରିୟ ରାଜାଙ୍କ ଭଉଣୀ।
ସ୍ବରାଜ ବାରିକ୍
ସ୍ବରାଜ ବାରିକ୍ ଙ୍କୁ ଆପଣମାନେ ବୋହୁତ ଚଳଚ୍ଚିତ୍ରରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ସେ ନିଜ ଅଭିନୟ ବଳରେ ବୋହୁତ କମ୍ ବୟସରେ ଦର୍ଶକମାନଙ୍କ ମନରେ ଗୋଟିଏ ଅଲଗା ପ୍ରକାର ସ୍ଥାନ ହାସଲ କରିପାରିଛନ୍ତି। ତାଙ୍କର ଭୂମିକାଙ୍କ ସହିତ ବୋହୁତ ଫିଲ୍ମ ଆସିଥାଏ। ଏମାନେ ହେଉଛନ୍ତି ସ୍ବରାଜଙ୍କ ଭଉଣୀ।