ଓଡ଼ିଆ Superstar ହିରୋ ମାନଙ୍କର ସ୍ତ୍ରୀ ମାନେ କଣ କରନ୍ତି, ତାଙ୍କ Profession ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ୱାଗତ| ଆଜି ଆମେ ଏହି ପୋଷ୍ଟରେ ଓଡ଼ିଆ ହିରୋ ମାନଙ୍କ ସ୍ତ୍ରୀଙ୍କ ପ୍ରଫେସନ ବିଷୟରେ କଥା ହେବା| ତେବେ କଣ ଆପଣ ଜାଣିଛନ୍ତି ଆପଣଙ୍କ ପ୍ରିୟ ଅଭିନେତା ମାନଙ୍କର ସ୍ତ୍ରୀ କଣ କରନ୍ତି | ତେବେ ଆଜି ଆସନ୍ତୁ ଜାଣିବା

ଅନୁଭବ ମହାନ୍ତି

ଦର୍ଶକବନ୍ଧୁ ଆପଣମାନେ ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେଶ ଭଲଭାବରେ ଜାଣିଥିବେ ଓ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ବେଶ ପରିଚିତ ଓଲିଉଡ଼ କୁଇନ ଭାବେ ମଧ୍ୟ ପରିଗଣିତ ହୁଅନ୍ତି ନିକଟରେ ସେ ଏବେ ଡିରେକ୍ଟର ଆଡକୁ ପାଦ ଥାପିଛନ୍ତି କିନ୍ତୁ ତାଙ୍କର ଆକ୍ଟିଙ୍ଗ କ୍ୟାରିଅର ରେ ସେ ବହୁତ ଲୋକପ୍ରିୟତା ହାସିଲ କରି ସାରିଛନ୍ତି କିନ୍ତୁ ସେ ଏବେ ମଧ୍ୟ ଡିରେକ୍ଟର ଭାବେ ପରିଗଣିତ ହେଲେଣି |

ବାବୁଶାନ ମହାନ୍ତି

ବନ୍ଧୁଗଣ ବାବୁଶାନ ମହାନ୍ତି ଙ୍କ ସ୍ତ୍ରୀ ତୃପ୍ତି ଏବେ ବିଜନେସ ସମ୍ଭାଳୁଛନ୍ତି ବୋଲି ଶୁଣିବାକୁ ମିଳିଛି ହଁ ଆଜ୍ଞା ବାବୁଶାନ ଙ୍କର ଏକ ସାଇଟ ବିଜନେସ ସମ୍ଭାଳୁଛନ୍ତି ତୃପ୍ତି ତୃପ୍ତି ଏବେ ବିଜନେସ ରେ ବ୍ୟସ୍ତ ରହୁଛନ୍ତି ପ୍ରାୟ |

ସମ୍ବିତ

ଏବେ ଏବେ ନୂଆ ବିବାହ କରିଛନ୍ତି ସମ୍ବିତ ସମ୍ବିତ ଙ୍କ ସ୍ତ୍ରୀ କିଛି ଖାସ କାର୍ଯ୍ୟ କରୁନଥିଲେ ମଧ୍ୟ ହାଉସୱାଇଫ ହିସାବରେ ସେ ସମ୍ବିତଙ୍କୁ ବହୁତ ସପୋର୍ଟ କରନ୍ତି ଓ ସୁଟିଂ ସେଟ ରେ ସେ ସମ୍ବିତଙ୍କ ସହ ପ୍ରାୟ ଦେଖା ଦେଇଥାନ୍ତି |

ଅରିନ୍ଦମ

ଅରିନ୍ଦମଙ୍କ ସ୍ତ୍ରୀ ସେମିତି କିଛି କାର୍ଯ୍ୟ କରୁନଥିଲେ ମଧ୍ୟ ସେ ତାଙ୍କ ସ୍ୱାମୀଙ୍କୁ କାର୍ଯ୍ୟରେ ସହଯୋଗ କରନ୍ତି ଏବଂ ବହୁତ ହେଲ୍ପ ମଧ୍ୟ କରନ୍ତି ବୋଲି ଅରିନ୍ଦମ କୁହନ୍ତି ଓ ସେ ଏବେ ହାଉସ ୱାଇଫ ଭାବରେ ଘରେ ଅଛନ୍ତି |

ସିଦ୍ଧାନ୍ତ ମହାପାତ୍ର

ଫ୍ରେଣ୍ଡ୍ସ ସିଦ୍ଧାନ୍ତ ମହାପାତ୍ର ସୁଟିଂ ସେଟ ରୁ ଭଲପାଇ ମାମା ମିଶ୍ର ଙ୍କୁ ବିବାହ କରିଥିଲେ ମାମା ମିଶ୍ର ଆକ୍ଟିଙ୍ଗ ଦୁନିଆରେ ବେଶ ପରିଚିତ ଥିଲେ ସେ ଏବେ ଆକ୍ଟିଙ୍ଗ ଦୁନିଆରେ ନାହାନ୍ତି ଓ ଆକ୍ଟିଙ୍ଗ ଠାରୁ ଦୁରେଇ ରହୁଛନ୍ତି |

ଆକାଶ

ଆକାଶ ଏବେ ପୋଲିଟିକାଲ ମ୍ୟାନ ବନି ସାରିଲେଣି ଏବଂ ତାଙ୍କ ସ୍ତ୍ରୀ ଏବେ ଜଣେ ବିଜନେସ ବ୍ୟାନ ଭାବେ ଅଛନ୍ତି ଏବେ ସେ ଜଣେ ଫ୍ୟାସନ ଡିଜାଇନର ମଧ୍ୟ ଅଟନ୍ତି ବୋଲି ସେ ନିଜେ କହିଛନ୍ତି |

ସୁବାଶିଷ

ଫ୍ରେଣ୍ଡ୍ସ ସୁବାଶିଷ ଙ୍କୁ ତ ଆପଣ ନିଶ୍ଚିତ ଜାଣିଥିବେ ଓ ତାଙ୍କ ସ୍ତ୍ରୀ ଅନିଶା ଙ୍କୁ ମଧ୍ୟ ଆପଣମାନେ ଜାଣିଥିବେ ତାଙ୍କର ଆକ୍ଟିଙ୍ଗ ଖୁବ ସୁନ୍ଦର ହଁ ଆଜ୍ଞା ସୁଭାଶିଷ ଙ୍କ ସ୍ତ୍ରୀ ଅନିଶା ହେଉଛନ୍ତି ଜଣେ ଆକ୍ଟର ଓ ସେ ବହୁତ ଚଳଚିତ୍ର ଏବଂ ବହୁତ ଧାରାବାହିକରେ ମଧ୍ୟ ନଜର ଆସିଛନ୍ତି |

ଦୀପକ

ଦୀପକ ଏବଂ ତାଙ୍କ ସ୍ତ୍ରୀ ଏକ ମ୍ୟାନେଜମେଣ୍ଟ ସଂସ୍ଥାରେ ଅଛନ୍ତି ଏବଂ ସେ ଏବେ ମ୍ୟାନେଜମେଣ୍ଟ ସଂସ୍ଥାରେ ସେ ଏବେ କାମ କରୁଛନ୍ତି ଏବଂ ଦୀପକ ଙ୍କ ସହ ସହଯୋଗ ର ହାତ ବଢ଼ାଇଛନ୍ତି |

ଅଭିଷେକ
ଅଭିଷେକ ଏବଂ ତାଙ୍କ ସ୍ତ୍ରୀ ସ୍ଵୟନା | ସ୍ଵୟନା ଦେଖିବାକୁ ଯେତିକି ସୁନ୍ଦର ଅଭିଷେକ ମଧ୍ୟ ସେତିକି ସୁନ୍ଦର ସ୍ଵୟନା ଜଣେ ଡାକ୍ତର ଅଛନ୍ତି ବୋଲି ଜଣା ପଡିଛି ସ୍ଵୟନା ନିଜ ଡାକ୍ତରିତା ସହିତ ଅଭିଷେକ ଙ୍କୁ ମଧ୍ୟ କାମରେ ସାହାଯ୍ୟ କରନ୍ତି |

ଶ୍ରୀତମ

ଶ୍ରୀତମ ଦାସ ଙ୍କର ପ୍ରେମ ବିବାହ ହୋଇଥିଲା ତାଙ୍କ ସ୍ତ୍ରୀ ଙ୍କ ସହ ପ୍ର୍ମ ବିବାହ ହେଲାପରେ ତାଙ୍କ ସ୍ତ୍ରୀ ଙ୍କୁ କାମ କରିବାକୁ ଦେଉନାହାନ୍ତି ଶ୍ରୀତମ ଏବେ ଗୋଟେ ହୋମ ମେକର ଭାବେ ତାଙ୍କ ସ୍ତ୍ରୀ ଘରେ ରହୁଛନ୍ତି |

ଲିକୁନ

ଲିକୁନ କୁ ତ ଆପଣ ଜାଣିଥିବେ ସିନ୍ଦୁର ବିନ୍ଦୁ ଧାରାବାହିକରେ ସେ ଅଭିନୟ କରି ସେ ଏବେ ଖୁବ ପରିଚିତ ତାଙ୍କ ସ୍ତ୍ରୀ ହେଉଛନ୍ତି ଜଣେ ଓଡିଶୀ ଡ୍ୟାନ୍ସର |

ପୁପିନ୍ଦର

ପୁପିନ୍ଦର ଙ୍କ ସ୍ତ୍ରୀ ପୁପିନ୍ଦରଙ୍କୁ ଏକ ବିଜନେସ ରେ ହେଲ୍ପ କରନ୍ତି ଏବଂ ଦୁଇଜଣଙ୍କର ପାର୍ଟନର ରେ ତାଙ୍କ ବିଜନେସ ଆଗେଇ ଚାଲିଛି ଦୁଇଜଣ ଏକ ବିଜନେସ ରେ କାମ କରୁଛନ୍ତି ପୁପିନ୍ଦର ଙ୍କ ସ୍ତ୍ରୀ ତାଙ୍କୁ ବିଜନେସ ରେ ହେଲ୍ପ କରୁଛନ୍ତି |