TOP 20 ଓଡ଼ିଆ Heroine ମାନଙ୍କ ସ୍ୱାମୀଙ୍କୁ ଆଗରୁ ଦେଖି ନଥିବେ, ସବୁଠୁ Handsome ୟାଙ୍କ ସ୍ୱାମୀ, ଇଏ ସବୁଠୁ ବାନ୍ଦର…

ନମସ୍କାର ବନ୍ଧୁଗଣ ଓଡ଼ିଆ ଶିରିୟଲ୍ ବା ସିନେମାର ସମସ୍ତ ହିରୋଇନ୍ ମାନଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ତେବେ ଆଜି ଆସନ୍ତୁ ଆମେ ଓଲିଉଡର ଟପ୍ 20 ହିରୋଇନ୍ ମାନଙ୍କ ବିଷୟରେ ଜାଣିବା ଆଉ ସେହି ହିରୋଇନ୍ ମାନଙ୍କର ସ୍ଵାମୀ ମାନଙ୍କ ବିଷୟରେ ଜାଣିବା।

ଅର୍ଚ୍ଚିତା ସାହୁ: ଆପଣମାନେ ଜାଣିଥିବେ ଅର୍ଚ୍ଚିତା ଗତ କିଛିଦିନ ପୂର୍ବେ ସବ୍ୟସାଚୀଙ୍କୁ ବିବାହ କରିଛନ୍ତି ଏବଂ ସବ୍ୟସାଚୀ ଆଉ ଅର୍ଚ୍ଚିତା ସୁଟିଂ ସେଟ୍ ରୁ ପରସ୍ପରକୁ ଭଲପାଇ ପ୍ରେମ ବିବାହ କରିଛନ୍ତି।

ସୁଇଟି ପଟ୍ଟନାୟକ: ଆପଣମାନେ ସୁଇଟିଙ୍କୁ ମାନିନୀ ଧାରାବାହିକରେ ଅଭିନୟ କରୁଥିବାର ଗତ ଦିନମାନଙ୍କରେ ନିଶ୍ଚିତ ଭାବରେ ଦେଖିଥିବେ। ତେବେ ବର୍ତ୍ତମାନ ସମୟରେ ସୁଇଟି ବିବାହ କରି ସାରିଛନ୍ତି ଏବଂ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ନେଇଛନ୍ତି। ତେବେ ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ସୁଇଟିଙ୍କ ସ୍ଵାମୀ।

ଅର୍ପିତା: ଦର୍ଶକ ବନ୍ଧୁ ଆପଣମାନେ ଅର୍ପିତାଙ୍କୁ ବୋହୁତ ସାରା ଧାରାବାହିକରେ ଅଭିନୟ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ ଏବଂ ଦୁର୍ଗା ଧାରାବାହିକରେ ଅର୍ପିତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ତେବେ ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ଅର୍ପିତାଙ୍କ ସ୍ଵାମୀ।

ଦିପ୍ତିରେଖା: ଓଲିଉଡର ଜବରଦସ୍ତ ଗାୟିକା ଦିପ୍ତିରେଖାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ତେବେ ଇଏ ହେଉଛନ୍ତି ଦିପ୍ତିରେଖାଙ୍କ ସ୍ଵାମୀ, ତେବେ ଗତ କିଛିଦିନ ପୂର୍ବେ ଦିପ୍ତିରେଖା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ବନଜା ପଣ୍ଡା: ଦର୍ଶକ ବନ୍ଧୁ ଆପଣମାନେ ବନଜା ପଣ୍ଡାଙ୍କୁ ବିଭିନ୍ନ ଧାରାବାହିକରେ ଅଭିନୟ କରୁଥିବାର ଦେଖିଥିବେ ଆଉ ଏହାଛଡା ସିନ୍ଦୂର ବିନ୍ଦୁ ଧାରାବାହିକରେ ନିଲୁ ଚରିତ୍ରରେ ଆପଣମାନେ ତାଙ୍କର ବେଶ୍ ସୁନ୍ଦର ଅଭିନୟ ଆପଣମାନେ ଦେଖିଥିବେ। ତେବେ ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ବନଜା ପଣ୍ଡାଙ୍କ ସ୍ଵାମୀ।

ଲିନା: ଲିନାଙ୍କୁ ବି ଆପଣମାନେ ବୋହୁତ ସାରା ଧାରାବାହିକରେ ବୋହୁତ ସୁନ୍ଦର ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ତେବେ ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ଲିନାଙ୍କ ସ୍ଵାମୀ ଏବଂ ଲିନା ଗତ କିଛିଦିନ ପୂର୍ବେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ଝିଲିକ୍ ଭଟ୍ଟାଚାର୍ଯ୍ୟ: ଓଲିଉଡର ଏହି ବଙ୍ଗାଳୀ ହିରୋଇନ୍ ଝିଲିକ୍ ଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଗତ ଦିନମାନଙ୍କରେ ଝିଲିକ୍ ପ୍ରୀତିରଞ୍ଜନ ଘଡେ଼ଇଙ୍କୁ ବିବାହ କରିଥିଲେ ଆଉ ସେ ବର୍ତ୍ତମାନ ତାଙ୍କ ସ୍ବାମୀଙ୍କ ସହିତ ରହୁଥିବାର ନଜର ଆସିଛନ୍ତି।

ମାହି: ମାହି ଓ ଚନ୍ଦନ ପରସ୍ପରକୁ ସୁଟିଂ ସେଟ୍ ରୁ ଭଲପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏବଂ ଆପଣମାନେ ଜାଣିଥିବେ ମାହି ବିବାହ ପରେ ଏକ କନ୍ୟା ସନ୍ତାନର ମା ମଧ୍ୟ ହୋଇଛନ୍ତି।

ପ୍ରିୟଙ୍କା: ଆପଣମାନେ ପ୍ରିୟଙ୍କାଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ପ୍ରିୟଙ୍କା ଗତ ଦିନମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ଆଉ ଇଏ ହେଉଛନ୍ତି ପ୍ରିୟଙ୍କା ସ୍ଵାମୀ।

ଭୈରବୀ: ଦର୍ଶକ ବନ୍ଧୁ ଆପଣମାନେ ଭୈରବୀଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଜୀବନସାଥି ଧାରାବାହିକରେ ଅଭିନୟ କରୁଥିଲେ ଭୈରବୀ। ତେବେ ଜୀବନସାଥି ଧାରାବାହିକରେ ବର୍ତ୍ତମାନ ସମୟରେ ସରି ଯାଇଛି ଆଉ ଇଏ ହେଉଛନ୍ତି ଭୈରବୀଙ୍କ ସ୍ଵାମୀ ରାଜୁ।

ଗାର୍ଗୀ: ଗାର୍ଗୀଙ୍କୁ ଆପଣମାନେ ଟିଭି ଶିରିୟଲ୍ ରେ ଅଭିନୟ କରୁଥିବା ର ଦେଖିଥିବେ କିନ୍ତୁ ବାହାଘର ପରେ ସେ ଓଲିଉଡ ଜଗତରୁ ପୁରା ଦୂରେଇ ଯାଇଛନ୍ତି। ତେବେ ଦର୍ଶକ ବନ୍ଧୁ ଆପଣମାନେ ଏଠାରେ ଦେଖି ପାରୁଥିବେ ଇଏ ହେଉଛନ୍ତି ଗାର୍ଗୀଙ୍କ ସ୍ଵାମୀ।

ଜିନା: ଜିନାଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ବୋହୁତ ସାରା ଆଲବମ୍ ଓ ଫିଲ୍ମରେ ଅଭିନୟ କରି ସାରିଛନ୍ତି ଜିନା। ତେବେ ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ଜିନାଙ୍କ ସ୍ଵାମୀ ରୁଦ୍ର।

ଏଲି ପାଢ଼ୀ: ଏଲିଙ୍କୁ ଆପଣମାନେ ବୋହୁତ ସାରା ରିୟାଲିଟି ସୋରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ଏବଂ ଏହାଛଡା ବର୍ତ୍ତମାନ ସମୟରେ ଏଲି ସିନ୍ଦୂରର ଅଧିକାର ଧାରାବାହିକରେ ଅଭିନୟ କରୁଛନ୍ତି ଆଉ ଇଏ ହେଉଛନ୍ତି ଏଲିଙ୍କ ସ୍ଵାମୀ।

ପ୍ରିୟା: ପ୍ରିୟାଙ୍କୁ ଆପଣମାନେ ବୋହୁତ ସାରା ସିନେମାରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ତେବେ ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ପ୍ରିୟାଙ୍କ ସ୍ଵାମୀ ଏବଂ ତାଙ୍କର ଜଣେ ପୁଅ ମଧ୍ୟ ଅଛନ୍ତି।

ଆନିଶା: ଆନିଶା ଆଉ ସୁବାଶିଷଙ୍କ ଯୋଡିକୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ତେବେ ସୁଟିଂ ସେଟ୍ ରୁ ପରସ୍ପରକୁ ଭଲପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଆନିଶା ଆଉ ସୁବାଶିଷ ଏବଂ ବର୍ତ୍ତମାନ ଆନିଶା ଙ୍କର ଗୋଟିଏ କୁନି ଝିଅ ଜନ୍ମ ନେଇଛନ୍ତି।

ଜାଙ୍କ୍ଲିନ: ଦର୍ଶକ ବନ୍ଧୁ ଆପଣମାନେ ଜାଙ୍କ୍ଲିନ୍ ଆଉ ଅରବିନ୍ଦଙ୍କ ଯୋଡିକୁ ଗତ ଦିନମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବାର ନିଶ୍ଚିତ ଭାବରେ ଦେଖିଥିବେ। ତେବେ ଦୁହେଁ ପରସ୍ପରକୁ ସୁଟିଂ ସେଟ୍ ରୁ ଭଲପାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ସୋନାଲି: କୁଆଁରୀ ବୋହୂ ଧାରାବାହିକରେ ଅଭିନୟ କରୁଥିଲେ ସୋନାଲି। ତେବେ ବର୍ତ୍ତମାନ ସମୟରେ ସୋନାଲି ବିବାହ କରି ସାରିଛନ୍ତି ଆଉ ଇଏ ହେଉଛନ୍ତି ସୋନାଲିଙ୍କ ସ୍ଵାମୀ ଏବଂ ବାହାଘର ପରେ ସୋନାଲି ଓଲିଉଡ ଜଗତରୁ ଦୂରରେ ଅଛନ୍ତି।

ଉପାସନା: ଦର୍ଶକ ବନ୍ଧୁ ଆପଣମାନେ ଉପାସନାଙ୍କୁ ବୋହୁତ ସାରା ଧାରାବାହିକରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ଖାସ୍ କରି ତୁଳସୀ ଧାରାବାହିକରେ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ। ତେବେ ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ଉପାସନାଙ୍କ ସ୍ଵାମୀ।

ଲୋପାମୁଦ୍ରା: ଆପଣମାନେ ଲୋପାମୁଦ୍ରାଙ୍କୁ ବର୍ତ୍ତମାନ ସମୟରେ ନୂଆ ବୋହୂ ବା ଝିଅ ଆମର ନୂଆ ବୋହୂ ଧାରାବାହିକରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖୁଥିବେ ତେବେ ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ଲୋପାମୁଦ୍ରାଙ୍କ ସ୍ଵାମୀ।

ନିତୁ: ଆପଣମାନେ ନୂଆ ବୋହୂ ଧାରାବାହିକରେ ନିତୁଙ୍କୁ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ତେବେ ଏହି ଧାରାବାହିକଟି ବର୍ତ୍ତମାନ ସମୟରେ ଶେଷ ହୋଇ ଯାଇଛି ଆଉ ଏହି ଧାରାବାହିକଟି ସାରିବା ପରେ ନିତୁ ମିଶ୍ର କୌଣସି ନୂଆ ଧାରାବାହିକରେ ଅଭିନୟ କରି ନାହାଁନ୍ତି। ତେବେ ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ନିତୁ ମିଶ୍ରଙ୍କ ସ୍ଵାମୀ।

ବର୍ଷା ପ୍ରିୟଦର୍ଶିନୀ: ଓଲିଉଡର ଜବରଦସ୍ତ ହିରୋଇନ୍ ବର୍ଷା ଅନୁଭବଙ୍କୁ ବିବାହ କରିଛନ୍ତି। ତେବେ ବର୍ତ୍ତମାନ ସମୟରେ ଅନୁଭବ ଆଉ ବର୍ଷାଙ୍କ ମଧ୍ୟରେ ବିବାଦ ଲାଗି ରହିଛି।

ଯୁବି: ଯୁବିଙ୍କୁ ମଧ୍ୟ ଆପଣମାନେ ବୋହୁତ ସାରା ଧାରାବାହିକରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ଆଉ ଇଏ ହେଉଛନ୍ତି ଯୁବିଙ୍କ ସ୍ଵାମୀ ଏବଂ ଦୁହେଁ ପରସ୍ପରଙ୍କୁ ସୁଟିଂ ସେଟ୍ ରୁ ଭଲପାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।