ସିନ୍ଦୁରର ଅଧିକାର ସିରିଏଲର Arab ଓ Iti କରିଲେ ବିବାହ, ସାମ୍ନାକୁ ଆସିଲା ଏମିତି ସତ

ସିନ୍ଦୁର ର ଅଧିକାର ସିରିଏଲ କୁ ତ ଆପଣମାନେ ଦେଖୁଥିବେ ଯଦି ଦେଖୁଥିବେ ତେବେ ଇତି ଏବଂ ଆରବ ଙ୍କୁ ତ ନିଶ୍ଚିତ ଜାଣିଥିବେ ଏବଂ ବେଷ୍ଟ କାପୁଲ ଆପଣମାନେ ବିବେଚିତ କରିସାରିଛନ୍ତି ତେବେ ଇତି ଏବଂ ଆରବ ଙ୍କର ମ୍ୟାରେଜ ସରିଛି ଏବଂ ମ୍ୟାରେଜ ହବାକୁ ଯାଉଛି ଖବର ସୁଣିଲାପରେ ଆପଣ ଭି ଚକିତ ହୋଇପାରନ୍ତି ଓ କିଛି ଲୋକ ଖୁସି ମଧ୍ୟ ହୋଇପାରନ୍ତି ତେବେ ଏସବୁ କୁ ନେଇକି କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା |


ଇତି ଏବଂ ଆରବ ଇତି ଙ୍କର ପ୍ରକୃତ ନାମ ହେଉଛି ନିଲାଖି ଏବଂ ଆରବ ଙ୍କର ପ୍ରକୃତ ନାମ ହେଉଛି ସାନୁଜ | ତେବେ ଦୁଇଜଣ ସୋସିଆଲ ମିଡିଆରେ ଏବେ ବେଶ ଚର୍ଚାରେ ଏବଂ ଦୁଇ ଜଣଙ୍କ ଫୋଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲିବାରେ ଲାଗିଛି | ହଁ ଏମିତି କିଛି ବିବାହର ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହବାରେ ଲାଗିଛି ଯେଉଁଥିରେ ଇତି ଏବଂ ଆରବ ଦୁଇଜଣ ବିବାହ କରିଥିବାର ନଜର ଆସିଛନ୍ତି |

ତେବେ ଆପଣମାନଙ୍କୁ ଆମେ ଜଣାଇ ଦେଉଛୁ କି ଇତି ଏବଂ ଆରବ ଙ୍କର ଏକ ଫ୍ୟାନ କ୍ଲବ ଅଛି | ଯେଉଁଠାରେ ଇତି ଏବଂ ଆରବ ଙ୍କର ଏମିତି ଫୋଟୋ ତିଆରି କରିହଛନ୍ତି ଏବଂ ଏଇ ସମସ୍ତ ଫୋଟୋ ଏଡିଟ ଯେଉଁଥିରେ କି ଇତି ଆରବ ଙ୍କୁ ବାହାଘରରେ ସାମିଲ କରାଯାଇଛି| ତେବେ ଏଥିରୁ ଜଣ ପଡୁଛି କି ଇତି ଓ ଆରବ ଙ୍କର କ୍ରେଜ କେତେ ଓ ଫ୍ୟାନ କ୍ଲବ ମାନେ କେମିତି ଭଲପାଇବା ଦଉଛନ୍ତି ଇତି ଆରବ ଙ୍କୁ ଖୁବ କମ ସମୟ ଭିତରେ ସିନ୍ଦୁର ର ଅଧିକାର ଧାରାବାହିକ ଟିକୁ ପପୁଲାର କରାଇ ଦେଇଥିଲେ |


ଏଇ ଦୁଇ ଯୋଡି ଲୋକମାନେ ମଧ୍ୟ ଏଇ ଯୋଡ଼ିଟି କୁ ବେଶ ପସନ୍ଦ କରିଥିଲେ ଯାହା ଦ୍ୱାରା କି ଧାରାବାହିକ ଟି ସୁପରହିଟ ହୋଇପାରିଲା ଏବଂ ଲୋକମାନଙ୍କ ହୃଦୟକୁ ଛୁଇଁ ପାରିଲା ତେବେ ଆପଣମାନଙ୍କୁ ଏମାନଙ୍କ ଅଭିନୟ କେମିତି ଲାଗୁଛି ଆମକୁ କମେଣ୍ଟ ମାଧ୍ୟମରେ ନୀଚୀତ ଭାବରେ ଜଣାଇବେ |