ଲୁଚି ଲୁଚି ବାହା ହେଇଗଲେ Sindura Ra Adhikar ସିରିଏଲର ଅଭିନେତା Iti ଓ Arab, ସାମ୍ନାକୁ ଆସିଲା ଏମିତି କିଛି ସତ, ନିଜେ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ ଧାରାବାହିକ ସିନ୍ଦୂରର ଅଧିକ ଶିରିୟଲ୍ ତ ଆପଣମାନେ ନିଶ୍ଚିତ ଭାବରେ ଦେଖୁଥିବେ। ଯଦି ଦେଖୁଥିବେ ତେବେ ସେଥିରେ ଅଭିନୟ କରୁଥିବା ଇତି ଓ ଆରବଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ।

ତେବେ ବର୍ତ୍ତମାନ ସମୟରେ ଦୁହେଁ ଲୁଚି ଲୁଚି ବିବାହ କରି ନେଇଛନ୍ତି। ତେବେ ଏହିସବୁ ବିଷୟରେ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। ତେବେ ଇତିଙ୍କ ପ୍ରକୃତ ନାମ ହେଉଛି ନିଳାଖି ପାତ୍ର ଏବଂ ଆରବଙ୍କ ପ୍ରକୃତ ନାମ ହେଉଛି ହେଉଛି ସାନୋଜ କୁମାର। ତେବେ ଏହି ଦୁଇଜଣ ସୋସିଆଲ ମିଡିଆରେ ଏବେ ବେଶ୍ ଚର୍ଚ୍ଚାରେ ଯାହାର ଫଟୋ ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି।

ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଖୁବ୍ କମ୍ ଦିନ ଭିତରେ ଇତି ଓ ଆରବଙ୍କର ଜବରଦସ୍ତ ଅଭିନୟ ପାଇଁ ଏହି ଧାରାବାହିକଟି ସାରା ଓଡ଼ିଶାରେ ନମ୍ୱର୍ ୧ ଧାରାବାହିକ ହୋଇ ସାରିଛି କିନ୍ତୁ ଧାରାବାହିକରେ ଯାହା ଜଣା ପଡିଛି ଆଗାମୀ ଦିନରେ ଊର୍ବୀ ଆରବଙ୍କୁ ଇତି ଆଦିତ୍ୟଙ୍କୁ ବିବାହ କରିବେ ତାହା ପୁଣି ଗୋଟିଏ ମଣ୍ଡପରେ ଗୋଟିଏ ଦିନରେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଗୋଟିଏ ଫଟୋ ବୋହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି କି ଇତି ଓ ଆରବ ଦୁହେଁ ବିବାହ କରି ନେଇଛନ୍ତି।

ତେବେ ପ୍ରକୃତ ଘଟଣା ହେଉଛି ଇତି ଓ ଆରବଙ୍କର ଗୋଟିଏ ଫ୍ୟାନ କ୍ଳବ୍ ଅଛି ସେଥିରେ ଇତି ଓ ଆରବଙ୍କ ଫଟୋକୁ ଏଡିଟ କରି ଛାଡିଛନ୍ତି ଆଉ ଏହାକୁ ଦେଖି ତାଙ୍କ ଫ୍ୟାନମାନେ ବୋହୁତ ଖୁସୀ ଅଛନ୍ତି ଆଉ ସୋସିଆଲ ମିଡିଆରେ ଏହା ବୋହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି।

ତେବେ ଦର୍ଶକ ବନ୍ଧୁ ଏପର୍ଯ୍ୟନ୍ତ ଇତି ଓ ଆରବ ଦୁହେଁ ବିବାହ କରି ନାହାଁନ୍ତି କି ରିୟଲ୍ ଲାଇଫରେ ବିବାହ କରି ନାହାଁନ୍ତି। ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଇତି ଆଉ ଆରବଙ୍କ ଯୋଡି କେମିତି ଲାଗୁଛି ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ୍ କରି ଜଣାଇ ଦିଅନ୍ତୁ।