ନମସ୍କାର ବନ୍ଧୁଗଣ ଆପଣ ତ ଜିସର୍ଥକରେ ପ୍ରସାରିତ ହେଉଥିବା ତୋ ପାଇଁ ମୁଁ ଧାରାବାହିକ ନିଶ୍ଚିତ ଭାବରେ ଦେଖିଥିବେ ଏବଂ ସେଥିରେ ଅଭିନୟ କରିଥିବା ଅଭିନେତ୍ରୀ ତୁଳସୀଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ତେବେ ଆସନ୍ତୁ ପ୍ରଥମ ଥର ପାଇଁ ତୁଳସୀଙ୍କ ପରିବାର ବିଷୟରେ ଜାଣିବା।
ତୋ ପାଇଁ ମୁଁ ଧାରାବାହିକଟି ଜିସର୍ଥକରେ ପ୍ରସାରିତ ହେଉଥିବା ଏକ ଲୋକପ୍ରିୟ ଧାରାବାହିକ ଅଟେ। ଲୋକମାନେ ଏହି ଧାରାବାହିକର ପ୍ରତ୍ୟେକ ଏପିଶୋଡକୁ ପସନ୍ଦ କରନ୍ତି ଏବଂ ଖୁବ୍ ଭଲପାଇବା ମଧ୍ୟ ଦେଇଛନ୍ତି। ତେବେ ଏହି ଧାରାବାହିକରେ ହିରୋଇନ୍ ର ମାଆ ଭୂମିକାରେ ଅଭିନୟ କରୁଥିବା ତୁଳସୀଙ୍କ ପରିବାରକୁ ଦେଖିବା।
ଦର୍ଶକବନ୍ଧୁ ତୁଳସୀଙ୍କ ପ୍ରକୃତ ନାମ ହେଉଛି ରୁପଶ୍ରୀ ମହାପାତ୍ର। ତୁଳସୀ ଭୁବନେଶ୍ୱରରେ ରୁହନ୍ତି ଏବଂ ତାଙ୍କ ପରିବାର କହିଲେ ସ୍ଵାମୀ, ସ୍ତ୍ରୀ, ଶାଶୁ, ଶଶୁର ଏବଂ ତାଙ୍କର ଗୋଟିଏ କୁନି ଝିଅଟିଏ ରହିଛି। ଦର୍ଶକବନ୍ଧୁ ତୁଳସୀ ଅଭିନୟ କରିବାକୁ ଭଲ ପାଆନ୍ତି ଏବଂ ମଡଲିଂ କ୍ଷେତ୍ରରେ ମଧ୍ୟ ସେ ଖୁବ୍ ଆଗ୍ରହୀ। ସଜ ହେବା ଏବଂ ଲୁକ୍ ରେ ନୂଆ ନୂଆ ଷ୍ଟାଇଲ ଜାଣିବାକୁ ପସନ୍ଦ କରନ୍ତି ତୁଳସୀ।
ସେ ଖୁବ୍ ସୁନ୍ଦର ଅଭିନୟ କରନ୍ତି। ସେ ଆଗରୁ କୌଣସି ଧାରାବାହିକ କରି ନଥିଲେ ମଧ୍ୟ ଏହି ଧାରାବାହିକ ଦ୍ଵାରା ଡେଵ୍ୟୁ କରିଛନ୍ତି ଏହି ଅଭିନେତ୍ରୀ ଜଣକ। ରୁପଶ୍ରୀ ମହାପାତ୍ରଙ୍କର ଅଭିନୟ ଯେମିତି ସୁନ୍ଦର ତାଙ୍କର ରୂପ ମଧ୍ୟ ସେମିତି ସୁନ୍ଦର।
ଖୁବ୍ ସୁନ୍ଦର ଲଗାନ୍ତି ଏହି ଧାରାବାହିକରେ। ଲୋକମାନେ ମଧ୍ୟ ତାଙ୍କ ଚରିତ୍ରଟିକୁ ବେଶ୍ ପସନ୍ଦ କରନ୍ତି। ଲୋକମାନଙ୍କୁ ସାଙ୍ଗେ ସାଙ୍ଗେ ହସେଇବା ସହିତ ସାଙ୍ଗେ ସାଙ୍ଗେ ମଧ୍ୟ କନ୍ଦେଇ ଦିଅନ୍ତି। ମା ଭୂମିକାରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି ଏହି ଅଭିନେତ୍ରୀ ଜଣକ।
ତୋ ପାଇଁ ମୁଁ ସିରିଏଲର ଅଭିନେତ୍ରୀ Rupashree ଙ୍କର family and lifestyl, ଆଗରୁ ଦେଖି ନ ଥିବେ
