ଓଡ଼ିଆ Seriel ହିରୋଇନ ମାନେ କାହାକୁ ଭଲ ପାଉଛନ୍ତି, କିଏ କିଏ ଏବେ ଯାଏଁ ବି ଅଛନ୍ତି Single, ଦେଖନ୍ତୁ

ଦର୍ଶକବନ୍ଧୁ ଆପଣମାନେ ତ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସବୁ ସିରିଏଲ ଗୁଡିକୁ ନିଶ୍ଚିତ ଭାବରେ ଦେଖୁଥିବେ ଆଉ ସେଥିରେ ଅଭିନୟ କରୁଥିବା ସବୁ ଅଭିନେତ୍ରୀ ମାନେ ନିଜ ନିଜ ପାର୍ଟନରଙ୍କ ସହ ଅଭିନୟ କରୁଥିବାର ଆପଣମାନେ ସିରିଏଲ ଗୁଡିକରେ ଦେଖୁଥିବେ ତେବେ ଆପଣମାନେ ଜାଣିଛନ୍ତି କି ଏହି ହିରୋଇନ ମାନେ ତାଙ୍କ ରିଅଲ ଲାଇଫ ରେ ସେ କାହାକୁ ଭଲ ପାଆନ୍ତି ଏବଂ ସେମାନେ ଆଗାମୀ ଦିନ ମାନଙ୍କରେ କାହାକୁ ବିବାହକରିବାକୁ ଯାଉଛନ୍ତି ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା |

ଲାବ୍ରିନ ଖାନ: ଲାବ୍ରିନ ଙ୍କୁ ଆପଣମାନେ ଝିଅ ଆମର ନୂଆ ବୋହୁ ସିରିଏଲ ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରୁଥିବାର ଦେଖୁଥିବେ ତେବେ ଦର୍ଶକବନ୍ଧୁ ଏହି ପୁଜା ରିଏଲ ଲାଇଫ ରେ ଅଭିଵାହିତା ଅଛନ୍ତି ଏବଂ ସେ କାହାକୁ ଡେଟ କରୁନଥିବାର ନଜର ରେ ଆସିଛନ୍ତି |

ଶ୍ରଦ୍ଧା: ଶ୍ରଦ୍ଧାଙ୍କୁ ଆପଣମାନେ କୁଆଁରୀ ବୋହୁ ସିରିଏଲ ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ତେବେ ଫ୍ରେଣ୍ଡ୍ସ ଶ୍ରଦ୍ଧା ତାଙ୍କ ଜୀବନସାଥୀ ରୂପେ ଆଶିଷ ଦାସ ଙ୍କୁ ବାଛିଛନ୍ତି|

ନିଳାଖୀ ପାତ୍ର: ତେବେ ଦର୍ଶକବନ୍ଧୁ ନିଳାଖୀ ପାତ୍ର ସିନ୍ଦୂରର ଅଧିକାର ସିରିଏଲ ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରୁଥିବାର ଦେଖୁଥିବେ ତେବେ ଏହି ନିଳାଖୀ ପାତ୍ର ଙ୍କ ବୟଫ୍ରେଣ୍ଡ ଙ୍କୁ ଆପଣମାନେ ଏଥିରେ ଦେଖିପାରୁଥିବେ କିନ୍ତୁ ଏହା ପଛ ର ସତ୍ୟତା ଜଣାପଡି ନାହିଁ |

ମିତାଲି ସତଗରିଆ: ମିତାଲି ଙ୍କୁ ଆପଣମାନେ ନୂଆ ବୋହୁ ସିରିଏଲ ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରୁଥିବାର ଦେଖିଥିବେ ତେବେ ଫ୍ରେଣ୍ଡ୍ସ ମିତାଲି ଜଗଜିତ ପାଲ ଙ୍କୁ ଡେଟ କରୁଥିବାର ନଜର ଆସିଛନ୍ତି ତେବେ ଫ୍ରେଣ୍ଡ୍ସ ଏହା ପଛ ର କେତେ ଦୂର ସତ୍ୟତା ତାହତ ଜଣାପଡି ନାହିଁ |

ସୁଶ୍ରୀ ସୁଭାଷିନୀ: ଯାହାକି ଆପଣମାନେ ତାଙ୍କୁ ମଙ୍ଗଳ ଚରଣ ସିରିଏଲ ଟି ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରୁଥିବାର ଦେଖିଥିବେ ତେବେ ଦର୍ଶକବନ୍ଧୁ ଏହି ସୁଶ୍ରୀ ସୁଭାଷିନୀ ରିଅଲ ଲାଇଫ ରେ ସେ ସିଙ୍ଗଲ ଅଛନ୍ତି |

ସୁମନ ପଟନାୟକ: ସୁମନ ଙ୍କୁ ଆପଣମାନେ ତାଙ୍କୁ ତାରିଣୀ ଆଖିରେ ତାରା ମୁଖ୍ୟ ହିରୋଇନ ଭାବେ ଅଭିନୟ କରୁଥିବାର ଦେଖିଥିବେ ତେବେ ଫ୍ରେଣ୍ଡ୍ସ ସୁମନ ପଟନାୟକ ରିଅଲ ଲାଇଫ ରେ ସିଙ୍ଗଲ ଅଛନ୍ତି ଓ ସେ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି |